breacking news -ଗ୍ରାହକଙ୍କ ପାଇଁ ବଡ ଖୁସି ଖବର,ମୋଦି ସରକାରଙ୍କ ବଡ ଘୋଷଣା ଏଣିକି ୧୦୫ ଟଙ୍କା କମିଲା ଗ୍ୟାସ ଦର,ଜଣାନ୍ତୁ ସମ୍ପୂର୍ଣ ଘଟଣା ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ !
ସାଧାରଣ ଖାଉଟି ମାନଙ୍କ ଉପରେ ହେବାକୁ ଯାଉଛି ରନ୍ଧନ ମାଡ। ପୁଣି ଥରେ କମିଲା ହେବାକୁ ଯାଉଛି ତୈଳ ଦର। ବଢୁଥିବା ଦରଦାମକୁ ନେଇ ହଇରାଣ ହେଉଛନ୍ତି ସାଧାରଣ ଜନତାମାନେ। ସୂଚାଯୋଗ୍ୟ ପ୍ରତ୍ୟେକ ମାସରେ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ଏକ ସମୀକ୍ଷା କରା ଯାଇଥାଏ। ତେବେ ପ୍ରତି ମାସର ପ୍ରଥମ ଦିନରେ ଏହି ଦରକୁ ନିର୍ଦ୍ଧାରିତ କରା ଯାଇଥାଏ। ତେବେ ଦୀର୍ଘ ୬-୭ ମାସ ହେବ ପ୍ରତି ମାସରେ ବୃଦ୍ଧି ହେବାରେ ଲାଗିଛି ରନ୍ଧନ ଗ୍ୟାସ ଦର।
ଏହାକୁ ନେଇ ସାଧାରଣ ଲୋକମାନେ ଖୁବ୍ ହଇରାଣ ହେଉଛନ୍ତି।କାରଣ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ବାରମ୍ବାର ବୃଦ୍ଧି ହେବାରେ ଲାଗିଛି। ଯାହା ଫଳରେ ତୈଳ ଦର ହୁ ହୁ ହୋଇ ବଢ଼ି ଚାଲିଛି।
ତେବେ ଏହି ମାସ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ ଖାଉଟିଙ୍କୁ ଲାଗିପାରେ ଝଟକା। ମାସ ଆରମ୍ଭରୁ ପକେଟ ଖାଲି ହେବାକୁ ବସିଛି। କମର୍ସିଆଲ ସିଲିଣ୍ଡର ରନ୍ଧନ ଗ୍ୟାସର ଦରଦାମକୁ ୧୦୫ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। କିନ୍ତୁ ମାର୍ଚ୍ଚ ୭ ତାରିଖ ପରେ ଘରୋଇ ସିଲିଣ୍ଡର ର ଦର ବୃଦ୍ଧି ହେବ ବୋଲି କୁହାଯାଉଛି।
ତେବେ ଏ ନେଇ ସାଧାରଣ ଖାଉଟି ମାନଙ୍କୁ ଝଟକା ଲାଗିବାର କୁହାଯାଉଛି।ତେବେ ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୭ ତାରିଖରେ ଦେବାକୁ ଯାଉଛି। ଫଳରେ ମାର୍ଚ୍ଚ ୭ ତାରିଖ ପରେ ରନ୍ଧନ ଗ୍ୟାସର ଦର ବୃଦ୍ଧିକୁ ନେଇ ଆଶଙ୍କା କରାଯାଉଛି।
ସୂଚନା ମୁତାବକ ଗତ ଅକ୍ଟୋବର ମାସ ପାଖରୁ ତୈଳ ଦର ବୃଦ୍ଧି ଦେବାକୁ ଲାଗୁଛି। ଅକ୍ଟୋବର ୧ ତାରିଖରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୧୭୩୬ ରହିଥିବା ବେଳେ ନଭେମ୍ବର ରେ ଦରବୃଦ୍ଧି ୨୦୦୦ ରେ ପହଞ୍ଚି ଯାଇଥିଲା। ତେବେ ଜାନୁଆରୀ ଓ ଫେବୃୟାରୀ ମାସରେ ତୈଳ ଦର ସାମାନ୍ୟ କମିଥିଲ।
ତେବେ ପୁଣି ଥରେ ଏହି ମାର୍ଚ୍ଚ ମାସରେ ତୈଳ ଦର ବୃଦ୍ଧି ହେବାକୁ ଯାଉଛି। ଏହି ମାସରେ ୫ କିଲୋ ଗ୍ରାମ ଏଲ.ପି.ଜି ଗ୍ୟାସ ସିଲିଣ୍ଡର ପିଛା ୩୦ ଟଙ୍କା ଲେଖାଏଁ ବୃଦ୍ଧି କରା ଯାଇଛି।
ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ଦର ଲାଗୁ କରାଯାଇ ନାହିଁ। ମାର୍ଚ୍ଚ ୭ ତାରିଖ ପରେ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ଅଧିକ ଶୁଳ୍କ ଦେବାକୁ ପଡିବ ବୋଲି ଆଶଙ୍କା କରାଯାଉଛି ।ଯାହାକୁ ନେଇ ସାଧାରଣ ଖାଉଟିମାନେ ଅସନ୍ତୋଷ ରହିଛନ୍ତି।
ଅନ୍ତର୍ଜାତୀୟ ସ୍ତରରେ ବାରମ୍ବାର ଅଶୁଦ୍ଧିତ ତୈଳ ଦର ବୃଦ୍ଧି ହେଉଥିବା କାରଣରୁ ଖୁଚୁରା ଦୋକାନରେ ବୃଦ୍ଧି ହେବାରେ ଲାଗିଛି ପେଟ୍ରୋଲିୟମ ତୈଳ ଦର। ଲଗାତାର ଭାବରେ ୬-୭ ମାସ ହେବ ତୈଳ ଦର ବୃଦ୍ଧି ହେବାକୁ ଲାଗୁଛି। ତେବେ ଏ ନେଇ ସାଧାରଣ ଲୋକମାନଙ୍କ ମନରେ ଛନକା ପଶିଯାଉଛି। ଏମିତି ହୁ ହୁ ହୋଇ ଯଦି ତୈଳ ଦର ବୃଦ୍ଧି ହେବ ତେବେ ସାଧାରଣ ଲୋକଙ୍କ ଉପରେ ଏହାର ବହୁତ ପ୍ରଭାବ ପଡ଼ିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।