breacking news -ଏକ ପୁରୁଣା ୨ ଟଙ୍କିଆ ମୁଦ୍ରା କରିଦେବ ମାଲାମାଲ,ଜଣାନ୍ତୁ କେମିତି ପାଇବେ ଟଙ୍କା ଏବଂ ଅନ୍ୟ ମାନଙ୍କୁସେୟାର କରି ଜଣାନ୍ତୁ ତେବେ ସମ୍ପୂର୍ଣ ଘଟଣାଟି କଣ !

ଆମ ପାଖରେ ଏମିତି କିଛି ପୁରୁଣା ଜିନିଷ ରହିଥାଏ ଯାହାକୁ ଆମେ ସାମାନ୍ୟ ବୋଲି ଭାବି ଅଣ ଦେଖା କରିଥାଉ। କିନ୍ତୁ ବେଳେବେଳେ ସେଇ ସାମାନ୍ୟ ଜିନିଷର ମୂଲ୍ୟ ଏତେ ବେଶୀ ହୋଇଥାଏ ଯେ ତାର କଳ୍ପନା କରିହୁଏ ନାହିଁ। କୁହାଯାଏ ଯଦି ଭାଗ୍ୟର ସାଥ ମିଳେ ତେବେ ତେବେ କୋଉ ମୁହୂର୍ତ୍ତରେ ବି ଭାଗ୍ୟ ବଦଳି ଯାଇପାରେ। ଏକ ସାମାନ୍ୟ ପୁରୁଣା ଜିନିଷ ବି କୌଣସି ବ୍ୟକ୍ତିର ଭାଗ୍ୟକୁ ବଦଳାଇ ଦେଇଥାଏ। ବେଳେ ବେଳେ ଏହି ପୁରୁଣା ଜିନିଷର ମୂଲ୍ୟ ଏତେ ହୋଇଥାଏ ଯେ ବେଳେ ବେଳେ ଲକ୍ଷ ଲକ୍ଷ ଟଙ୍କା ଦେଇଥାଏ।

ଯୁଗ ଆଗେଇ ଚାଲିବା ସହିତ ନୂଆ ନୂଆ ଜିନିଷର ଚାହିଦା ବଢି ଚାଲିଛି। ଆଉ ପୁରୁଣା ଜିନିଷକୁ ଅଣଦେଖା କରାଯାଉଛି। ଯାହା ଧୀରେ ଧୀରେ ଲୋପପାଇବାକୁ ଲାଗିଛି। କିନ୍ତୁ କିଛି ବ୍ୟକ୍ତି ମାନେ ପୁରୁଣା ଜିନିଷ ସଂଗ୍ରହ କରିଥାନ୍ତି।କିଣିବା ପାଇଁ ଚାହିଁଥାନ୍ତି। କିଛି ଲୋକ ନିଜର ସଉକ ପାଇଁ ନତୁବା ନିଜର ଆଗାମୀ ପିଢ଼ି ପାଇଁ ଏହାକୁ ସାଇତି ରଖି ଥାଆନ୍ତି। ଯାହାର ମୂଲ୍ୟ ପରବର୍ତ୍ତୀ ସମୟରେ ବହୁତ ଅଧିକ ହୋଇଥାଏ।

ସରକାର ମଧ୍ୟ ବିଭିନ୍ନ ପ୍ରକାର ତଥ୍ୟକୁ ଆଧାର କରି ବହୁତ ପୁରୁଣା ଜିନିଷକୁ କିଣା କିଣି କରିଥାନ୍ତି। ସେଥିପାଇଁ ଅନେକ ପଇସା ମଧ୍ୟ ଦେଇଥାନ୍ତି। ବର୍ତ୍ତମାନ ସମୟରେ ଏହି ପୁରୁଣା ଜିନିଷକୁ କ୍ରୟ ବିକ୍ରୟ କରିବା ପାଇଁ ବହୁତ ବଡ ବଡ କମ୍ପାନୀ ଗୁଡ଼ିକ ବିଭିନ୍ନ ୱେବ ସାଇଟ ମାଧ୍ୟମରେ ଏହାକୁ କ୍ରୟ ବିକ୍ରୟ କରୁଛନ୍ତି।

ପୁରୁଣା ମୁଦ୍ରାକୁ ବହୁତ ଲୋକ ମାନେ ସଂଗ୍ରହ କରିଥାନ୍ତି।ତେବେ ଆଜି ଆମେ ଆପଣଙ୍କୁ ଗୋଟିଏ ୨ ଟଙ୍କିଆ ମୁଦ୍ରା ବିଷୟରେ ଅବଗତ କରାଇବୁ ଯାହା ଆପଣଙ୍କୁ ୫ ଲକ୍ଷ ଟଙ୍କା ଦେଇପାରିବ। ଯାହା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇ ପାରେ।

ତେବେ ସେହି ମୂଲ୍ୟବାନ ମୁଦ୍ରାଟି ହେଲା ୧୯୯୪ ମସିହାର ଦୁଇ ଟଙ୍କିଆ ମୁଦ୍ରାଟିଏ ଏବଂ ଏହି ମୁଦ୍ରାର ପଛ ପଟରୁ ଭାରତ ମାନଚିତ୍ର ରହିଥିବା ଆବଶ୍ୟକ।ଆପଣଙ୍କ ପାଖରେ ଯଦି ଏମିତି ମୁଦ୍ରାଟିଏ ଅଛି ତେବେ ଆପଣ ମଧ୍ୟ ଏହି ଦୁଇ ଟଙ୍କିଆ ମୁଦ୍ରାକୁ କ୍ଵକର ନାମକ ଏକ ୱେବ ସାଇଟ ମାଧ୍ୟମରେ ବିକ୍ରୟ କରିପାରିବେ। ଯାହାର ଦାମ ରହିଛି ୫ ଲକ୍ଷ ଟଙ୍କା।

ଆପଣଙ୍କ ପାଖରେ ଯଦି ସ୍ଵାଧୀନତା ପୂର୍ବର ରାଣୀ ଭିକ୍ଟୋରିଆ ୧ ଟଙ୍କିଆ ମୁଦ୍ରା ରହିଛି ଏହାକୁ ମଧ୍ୟ ବିକ୍ରୟ କରିପାରିବ। ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ରହିଛି। ଏବଂ ଆପଣଙ୍କ ପାଖରେ ଯଦି ବ୍ରିଟିଶ ଶାସନ ସମୟର ୧ ଟଙ୍କିଆ ରହିଛି ତାହାକୁ ମଧ୍ୟ ଦୁଇ ଲକ୍ଷ ଟଙ୍କାରେ ବିକ୍ରୟ କରିପାରିବେ।

ତେବେ ବର୍ତ୍ତମାନ ସମୟର ଯଦି ଏହି ସବୁ ମୁଦ୍ରା ମଧ୍ୟରୁ ଆପଣଙ୍କ ପାଖରେ ଯଦି କୌଣସି ମୁଦ୍ରା ରହିଛି ଏବଂ ଆପଣ ଏହାକୁ ବିକ୍ରୟ କିମ୍ୱା କ୍ରୟ କରିବା ପାଇଁ ଚାହୁଁଛନ୍ତି ତେବେ କଏନ ବଜାର ୱେବ ସାଇଟକୁ ଯାଇ ନିଜର ସଂପୂର୍ଣ୍ଣ ବିବରଣୀ ଦେଇ ଏକ ଏକାଉଣ୍ଟ୍ କରି ଯୋଗାଯୋଗ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।