breacking news-ଚାକିରୀଆ ଙ୍କ ପାଇଁ ସରକାର ଆଣିଲେ ଖୁସି ଖବର…..ଏଣିକି ୪ ଦିନ ଡିୟୁଟି ଆଉ ୩ ଦିନ ଛୁଟିରେ ରହିବେ ଶ୍ରମିକ….. ଜାଣନ୍ତୁ ସରକାର ଙ୍କର ଏହି ନୂତନ ନିୟମ ବିଷୟରେ !

ଆମ ସରକାର ଚାକିରୀଆ ଙ୍କ ପାଇଁ ପୁଣି ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି।ତେବେ ଏହି ନିୟମ ଟି ସମସ୍ତ ଚାକିରୀ କରିଥିବା ଲୋକଙ୍କ ପାଇଁ ବହୁତ ବଡ଼ ଖୁସି ର ଖବର ଅଟେ। ତେବେ ଏହି ନୂଆ ନିୟମ ଅନୁସାରେ ଆଉ ଚାକିରୀ କରିଥିବା ଲୋକ ଙ୍କୁ ସପ୍ତାହ ର ସାତ ଦିନ କାମ କରିବା କୁ ହେବ ନାହିଁ ଏଣିକି ତାଙ୍କୁ ମାତ୍ର ୪ ଦିନ କାମ କରିବା କୁ ହେବ ଆଉ ୩ ଦିନ ଛୁଟିରେ ରହିବେ କର୍ମଚାରୀ।ତେବେ ଆସନ୍ତୁ ଜାଣିବା ଏହି ନୂଆ ନିୟମ ବିଷୟରେ।

ବନ୍ଧୁଗଣ ବର୍ତ୍ତମାନ ର ସୂଚନା ଅନୁସାରେ, ଆମ ଭାରତ ସରକାର ଚାକିରୀଆ ଲୋକଙ୍କ ପାଇଁ ଏକ ନୁଆ ନିୟମ ଲାଗୁ କରିଛନ୍ତି। ଯେଉଁ ଥିରେ ସେମାନ ଙ୍କୁ ସେ ବହୁତ ବଡ଼ ଖୁସି ଖବର ଜଣାଇଛନ୍ତି।

ତେବେ ଆପଣ ମାନେ ଜାଣିଥିବେ କି ଚାକିରୀ କରିଥିବା ଲୋକଙ୍କ ଜୀବନ ରେ ବହୁତ ଅବଶସ୍ୱ ରହିଥାଏ ତାଙ୍କ ପରିବାର କୁ ନେଇ। କାରଣ ବର୍ଷ ସାରା ତାଙ୍କୁ ନିଜର କାମ କରିବା ରୁ ଫୁରସତ ମିଳେ ନାହିଁ ଆଉ ନିଜ ପରିବାର କୁ ସେମାନେ ସମୟ ଦେଇ ପାରନ୍ତି ନାହିଁ।

ତେବେ ବର୍ତ୍ତମାନ ର ନିୟମ ଅନୁସାରେ ଜଣେ ଚାକିରୀ କରିଥିବା ବ୍ୟକ୍ତି ଏହି ଅଵଶସ୍ ରହିବ ନାହିଁ। କାରଣ ଏଣିକି ସପ୍ତାହ ରେ ୪ ଦିନ ଡିୟୁଟି କଲେ ୩ ଦିନ ଛୁଟି ମିଳିବ। ତେବେ ଏହି ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ମାନେ ଦିନ କୁ ୧୨ ଘଣ୍ଟା କାମ କରନ୍ତି ତାଙ୍କୁ ସପ୍ତାହ କୁ ୩ ଟି ଛୁଟି ମିଳିବ ।

ସେହିପରି ଯେଉଁ ଚାକିରୀଆ ବ୍ୟକ୍ତି ଦିନ କୁ ୮ ଘଂଟା କାମ କରନ୍ତି ସେମାନ ଙ୍କୁ ସପ୍ତାହ ରେ ଗୋଟିଏ ଛୁଟି ମିଳିବ। ତେବେ ଏହି ନିୟମ ଟି ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଚାକିରୀଆ ଙ୍କ ପାଇଁ ଉପଲବ୍ଧ ଅଟେ।

ତେବେ କିନ୍ତୁ ଏହି ନୂଆ ନିୟମ ରେ ଆହୁରି ଏକ ବଡ଼ ଘୋଷଣା କରାଯାଇଛି। ନୂଆ ନିୟମ ଅନୁସାରେ ଆଗ ଅପେକ୍ଷା ବର୍ତ୍ତମାନ ଚାକିରୀ କରିଥିବା ବ୍ୟକ୍ତି ଙ୍କର ମାସିକ ଦରମା କମ କରି ଦିଆଯିବ।ତେବେ ଚାକିରୀ କରିଥିବା ବ୍ୟକ୍ତି ଙ୍କର ଭବିଷ୍ୟତ କୁ ନେଇ ସରକାର ଏହି ନିୟମ ଲାଗୁ କରିଥିବା କହିଛନ୍ତି। ତେବେ ବର୍ତ୍ତମାନ ର ସୂଚନା ଅନୁସାରେ ଏହି ନୁଆ ନିୟମ ଟି ନୂଆ ବର୍ଷ ରେ ଅର୍ଥାତ ଜାନୁଆରୀ ୨୦୨୨ ରେ ଲାଗୁ ହେବାକୁ ଯାଉଛି।

ତେବେ ସରକାର ଙ୍କର ଏହି ଘୋଷଣା ଶୁଣାଣୀ ପରେ ଲୋକମାନେ ନିଜ ନିଜ ର ଭିନ୍ନ ମତ ଦେଇଛନ୍ତି। କେହି କେହି ଏହି ନୂଆ ନିୟମ କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ଏହାକୁ ସମାଲୋଚନା କରିଛନ୍ତି।ତେବେ ଦେଖାଯାଉ ନୂଆ ବର୍ଷ ଉପଲକ୍ଷେ ଆଉ କଣ ସବୁ ସୁବିଧା ଲୋକଙ୍କ ଭେଟି ଦେଉଛନ୍ତି ଭାରତ ସରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।