viral video – ଜୀବନ ଯୁଦ୍ଧରେ ହାରିଗଲେ ସାବିତ୍ରୀ, ସତ୍ୟବାନ ସାବିତ୍ରୀ ର ଜୀବନ ଯମ ପାଖରୁ ଫେରାଇ ଆଣି ପାରିଲେ ନାହିଁ Iହାତ ଛାଡି ଦେଲା ସାବିତ୍ରୀ ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡ଼ିଓ….

ମଣିଷ ଜୀବନ ରେ ଖୁସି ବୋଲି ଜିନିଷ ଗୋଟେ ନ ଥାଏ । କାରଣ ମଣିଷ ଏଠି ଟିକେ ଖୁସି ପାଇବା ପାଇଁ ବହୁତ କିଛି କରୁଛି । କିନ୍ତୁ ସେ ଖୁସି ଖୋଜି ପାଉ ନାହିଁ । ମଣିଷ ବ୍ରହ୍ମ ଚାରି ହେଇ ଯାଉଛି ଖୁସି ପାଇଁ ହେଲେ ମଧ୍ୟ ଖୁସି ରେ ରହି ପାରୁ ନାହିଁ । ମଣିଷ ଭାବୁଛି ବିବାହ କରି ସ୍ତ୍ରୀ ସହିତ ଖୁସି ରେ ରହିବ ବୋଲି ହେଲେ ମଧ୍ୟ ମଣିଷ ଖୁସି ରେ ରହି ପାରୁ ନାହିଁ । ଆଜି ଆମେ ଆପଣଂକୁ ଗୋଟେ କଥା କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ ଆପଣଙ୍କ ଆଖିରୁ ଲୁହ ଆସି ଯିବ ।

ଏବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି । ତେବେ ବଞ୍ଚାଇ ପାରିଲା ନାହିଁ ସତୀ ସାବିତ୍ରୀ ର ଜୀବନ କୁ ସତ୍ୟବାନ । ତେବେ ସେହି ସାବିତ୍ରୀ ଜଣକ ହେଲେ ନିରୁପମା ଆଉ ସତ୍ୟବାନ ଜଣକ ହେଲେ ପ୍ରୋତୁଷୁ । ତିନି ବର୍ଷ ଧରି ନିରୂପମା ରୋଗ ରେ ପୀଡିତ ଥିଲେ , ତାଙ୍କ ସ୍ୱାମୀ ବହୁତ ଚେଷ୍ଟା କରି ଥିଲେ ତାଙ୍କୁ ବଞ୍ଚାଇବା ପାଇଁ କିନ୍ତୁ ଶେଷରେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ ।

ଆଉ ଦେଖି ପାରିବେ ନାହିଁ ନିରୂପମା ଙ୍କର ସେହି ହସ ହସ କଥା । ତାଙ୍କ ସହିତ ଯେତିକି ଦିନ ଜୀବନ କାଟି ଛନ୍ତି ପ୍ରୋତୁଷୁ ତାହା ମଧ୍ୟ ଆଉ ପାଇବେ ନାହିଁ । ସତ୍ୟବାନ ହୋଇ ବହୁତ ଚେଷ୍ଟା କରି ଥିଲେ ନିରୂପମା କୁ ଯମ ପାଖରୁ ଫେରାଇ ଆଣିବା ପାଇଁ କିନ୍ତୁ ଆଣି ପାରିଲେ ନାହିଁ ।

ନିରୂପମା ଙ୍କର ଗୋଟିଏ। ପୁଅ ସନ୍ତାନ ରହିଛି । ଏବେ ସେ ପିଲା କଣ କରିବ । କାଲି ଯିଏ ହସ ଖୁସି ରେ ଜୀବନ ବିତାଉ ଥିଲା ଆଜି ସେ ଦୁନିଆ ରେ ନାହାନ୍ତି । ପ୍ରୋତୁଷୁ ବହୁତ ଦୁଃଖ ରେ ଭାଙ୍ଗି ପଡି ଛନ୍ତି । ହେଲେ ମଧ୍ୟ ସେ କହି ଛନ୍ତି ନିରୁ ପମା ଚାଲି ଗଲା କିନ୍ତୁ ମୋ ପାଇଁ ସେ ଯାଇ ନାହିଁ । ସେ ଯେଉଁ ସନ୍ତକ ଛାଡି ଯାଇଛି ତାହାରି ଭିତରେ ନିରୂପମା ରହିଛି ।

ପ୍ରକୃତ ରେ ଏ ସଂସାର କୁ ଯିଏ ଆସିଛି ସେ କେବେ ଖୁସି ରେ ରହି ନାହିଁ । ଜୀବନ ଆଜ୍ଞା 2 ଦିନିଆ ଏଇ ଅଛି ତ ପୁଣି ଏଇ ନାହିଁ , କାହିଁକି ଆମେ ଗର୍ବ ଅହଂକାର କରିବା । ରକ୍ତ ଶରୀର ର ମାଂସ କେତେ କେତେ ବେଳେ ଯେ କଣ ହେବ କହି ହେବ ନାହିଁ ।

ଆମେ ମାନେ ସମସ୍ତେ ଜନୀଚେ ଯେ ଆମେ ଦିନେ ନା ଦିନେ ମାରିବା ହେଲେ ମଧ୍ୟ ଆମେ ଲୋଭ ଛାଡୁ ନାହୁଁ । ଆଜିର ମଣିଷ ସବୁ ବୁଝୁ ଛନ୍ତି , ସବୁ ଜାଣୁ ଛନ୍ତି ହେଲେ ମଧ୍ୟ ମନୁଷ୍ୟ ସବୁ କିଛି ଅଲଟା କରୁ ଛନ୍ତି । ଯାହା ଆପଣ ମାନେ ମଧ୍ୟ ଦେଖୁ ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।