Breacking News : ବିଦ୍ୟୁତ ଉପଭୁକ୍ତାଙ୍କ ପାଇଁ ବଡ ଖବର – ଆସିଲା ସ୍ମାର୍ଟ ମିଟର ରିଚାର୍ଜ ନ କରିଲେ ଘର ଅନ୍ଧାର ,ଜଣାନ୍ତୁ ସମ୍ପୂର୍ଣ ଘଟଣା ବିଷୟରେ ….
ଘରେ ବିଦ୍ୟୁତ୍ ମିଟର , ଗ୍ୟାସ୍ ମିଟର କିମ୍ବା ପାଣି ମିଟର ଲାଗିବା ସାଧାରଣ କଥା ଏବେ ଅନେକ ସ୍ଥାନରେ ପୁରୁଣା ମିଟର ର ଯାଗା ନେଉଛନ୍ତି ସ୍ମାର୍ଟ ମିଟର । ତେବେ ସ୍ମାର୍ଟ ମିଟର କୁ ନେଇ ଏମିତି ଖବର ଆସୁଛି ଯାହା ଶୁଣିଲା ପରେ ଆପଣ ଚିନ୍ତାରେ ପଡ଼ିବେ ।
କୁହାଯାଉଛି ଯେ, ଏହି ସ୍ମାର୍ଟ ମିଟର ଆପଣ ଙ୍କ ଘରେ ବ୍ୟବହାର କରାଯିବ। ଅର୍ଥାତ୍ ସ୍ମାର୍ଟ ମିଟର ଆପଣ କଣ କରୁଛନ୍ତି ତା’ର ଖବର ନିଜ ସର୍ଭରକୁ ପଠାଉଛି । ଯାହାର ସିଧା ଅର୍ଥ ହେଲା ଆପଣଙ୍କ ଘର ଉପରେ ବାହାର ଲୋକ ଙ୍କ ନଜର ଅଛି ନିକଟ ରେ ଆମେରିକା ରେ ଘଟିଥିବା କିଛି ଘଟଣା ଏହି ଦିଗ କୁ ଇଶାରା କରୁଛି ।
ସ୍ମାର୍ଟ ମିଟର କ’ ଣ ?
ସ୍ମାର୍ଟ ମିଟର ଆପଣ ଙ୍କ ଘରେ ବ୍ୟବହୃତ ହେଉଥିବା ବିଜୁଳି, ପାଣି ଆଦି ହିସାବ ରଖିଥାଏ । ଏଥି ରେ ହାର୍ଡୱର୍କର , ସଫ୍ଟଓୟାର, ସଂଚାର , ଦିଷ୍ପ୍ଲେ ଓ କଣ୍ଟ୍ରୋଲାର୍ସ , ମିଟର ଡାଟା ମ୍ୟାନେଜମେଣ୍ଟ ସଫ୍ଟଓୟାର, ସପ୍ଲାୟାର ବିଜନେସ ସିଷ୍ଟମ ଭଳି ବ୍ୟବସ୍ଥା ଥାଏ। ଏସବୁ ଏକ ସ୍ମାର୍ଟ ଗ୍ରିଡ ବ୍ୟବସ୍ଥା ଆଙ୍ଗ ହୋଇଥାନ୍ତି ।
ଗତ କିଛି ବର୍ଷ ଧରି ଦୁନିଆ ର ପ୍ରାୟ ସବୁ ଦେଶ ରେ ଏହି ସ୍ମାର୍ଟ ମିଟର ବ୍ୟବହାର କରାଯାଉଛି । ତେବେ କୁହା ଯାଉଛି ଯେ ଏହି ନୂଆ କିସମର ସ୍ମାର୍ଟ ମିଟରର ବ୍ୟବହାର ଆପଣଙ୍କ ବିଦ୍ୟୁତ୍ ବିଲକୁ ନେଇ ଚିନ୍ତାରେ ଜନସାଧାରଣ । ଏହାରି ମଧ୍ୟରେ ଗ୍ରାହକଙ୍କୁ ମିଟର ରିଡିଂ ଓ ବିଦ୍ୟୁତ୍ ବିଲ୍ ସମ୍ବନ୍ଧ ସମସ୍ୟାର ସମାଧାନ ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଦକ୍ଷିଣ!
ବିଦ୍ୟୁତ୍ ବିଲକୁ ନେଇ ଚିନ୍ତାରେ ଜନସାଧାରଣ । ଏହାରି ମଧ୍ୟରେ ଗ୍ରାହକଙ୍କୁ ମିଟର ରିଡିଂ ଓ ବିଦ୍ୟୁତ୍ ବିଲ୍ ସମ୍ବନ୍ଧ ସମସ୍ୟାର ସମାଧାନ ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଦକ୍ଷିଣ ହରିୟାଣା ବିଦ୍ୟୁତ୍ ବିତରଣ ନିଗମ ଓ ଉତ୍ତର ହରିୟାଣା ବିଦ୍ୟୁତ୍ ବିତରଣ ନିଗମ ମାଧ୍ୟମରେ ପ୍ରିପେଡ ସ୍ମାର୍ଟ ମିଟର ଲଗାଯାଉଛି । ଏହା ମାଧ୍ୟମରେ ଗ୍ରାହକମାନଙ୍କୁ ଅନେକ ରିହାତି ବା ଲାଭ ଦିଆଯାଉଛି ।
ବିଦ୍ୟୁତ୍ ନିଗମର ମୁଖପାତ୍ର କହିଛନ୍ତି ଯେ, ପୋଷ୍ଟପେଡ୍ ଗ୍ରାହକମାନେ ସେମାନଙ୍କ ମିଟରକୁ ପ୍ରିପେଡ୍ ମିଟରରେ ପରିଣତ କରିପାରିବେ । ଯେଉଁଥିପାଇଁ ସେମାନଙ୍କୁ ମୋବାଇଲରେ ସ୍ମାର୍ଟ ମିଟର ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏଥିପାଇଁ ଗ୍ରାହକମାନେ ୧୯୧୨ ରେ କଲ ମଧ୍ୟ କରିପାରିବେ ।
ସେ ସୂଚନା ଦେଇଛନ୍ତି ଯେ, ପ୍ରିପେଡ୍ ସ୍ମାର୍ଟ ମିଟର ଗ୍ରାହକଙ୍କୁ ବିଦ୍ୟୁତ୍ ବିଲ୍ ଉପରେ ୫ ପ୍ରତିଶତ ରିହାତି ମିଳିବ । ଏହା ବ୍ୟତୀତ ଦୈନିକ ବିଦ୍ୟୁତ୍ ବ୍ୟବହାରକୁ ଗ୍ରାହକ ସ୍ୱୟଂ ମନିଟରିଂ କରିପାରିବ । କ୍ରେଡିଟ୍ ବାଲାନ୍ସ ଉପରେ ଦୈନିକ ଆଲର୍ଟ ଓ ସରକାରୀ ଛୁଟିଦିନରେ କେହି ବିି ବିଦ୍ୟୁତ୍ କାଟ କରିପାରିବେ ନାହିଁ । ମୁଖପାତ୍ର କହିଛନ୍ତି ଯେ, ସ୍ମାର୍ଟ ମିଟର ଗ୍ରାହକଙ୍କୁ ଅନେକ ସୁବିଧା ଯୋଗାଇବ, ଯେଉଁଥିରେ ସେମାନେ ସ୍ମାର୍ଟ ମିଟର ସାହାଯ୍ୟରେ ବିଦ୍ୟୁତ୍ ବ୍ୟବହାର ଉପରେ ନଜର ରଖିପାରିବେ ଏବଂ ଏହାର ବିଶ୍ଳେଷଣ କରିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।