ଓଃ..କି….ଡାନ୍ସ …ସ୍ତ୍ରୀ ସୁନନ୍ଦାଙ୍କୁ ଛାଡ଼ି ଅନ୍ୟ ଯୁବତୀଙ୍କ ସହ ରୋମାନ୍ସ କରୁଛନ୍ତି ପ୍ରଜ୍ଞା ଭିଡ଼ିଓ ଦେଖିଲେ ହସି ଗାଡ଼ିଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ସେଲିବ୍ରେଟି ମାନେ ତାଙ୍କ ରିଲ୍ ଲାଇଫ ଓ ରିଅଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦର୍ଶକ ମାନେ ମଧ୍ୟ ନିଜ ମନ ପସନ୍ଦର ସେଲିବ୍ରେଟିଙ୍କ ଦୈନନ୍ଦିନ ଜୀବନରେ ଘଟୁଥିବା ସବୁ ଘଟଣା ଗୁଡ଼ିକୁ ଜାଣିବାକୁ ଚେଷ୍ଟା କରିଥାନ୍ତି। ତେବେ ସୋସିଆଲ ମିଡ଼ିଆ ଦ୍ଵାରା ଏସବୁ ଜାଣିବା ସମ୍ଭବ ହୋଇ ପାରୁଛି। ଆଜିର ଦିନରେ ନିଜ ମନ ପସନ୍ଦର ସେଲିବ୍ରେଟି ମାନଙ୍କ ବିଷୟରେ ଟିକିନିକି ତଥ୍ୟ ଆମେ ସୋସିଆଲ ମିଡିଆରୁ ପାଇ ପାରୁଛୁ।
ତେବେ ଆମ ଓଡ଼ିଆ କଥାଚିତ୍ର ଜଗତରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଓ ଏହି କଳାକାରମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି। ନିଜର ଅଭିନୟ କଳା ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି।
ତେବେ ଆଜି ଆମେ ଆପଣଙ୍କୁ ଘରେ ଘରେ ପରିଚିତ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର କମେଡି ମାଧ୍ୟମରେ ଖୁବ କମ୍ ଦିନରେ ବେଶ ଲୋକପ୍ରିୟତା ହାସଲ କରିଥିଲେ।
ପ୍ରଜ୍ଞା ରଞ୍ଜନ ଖଟୁଆ। ଓଡ଼ିଆ କଥାଚିତ୍ର ଜଗତର ଏକ ଚର୍ଚ୍ଚିତ ଚେହେରା। ନିଜର ଜବର ଦସ୍ତ କମେଡି ପାଇଁ ସେ ଆଜି ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ଯାଗା ତିଆରି କରି ପାରିଛନ୍ତି। ସେ ଜଣେ ଏମିତି ଅଭିନେତା ଯାହାଙ୍କ ମୁହଁର ଏକ୍ସପ୍ରେସନ ଦେଖିଲେ ଲୋକେ ହସନ୍ତି, ଆଉ ତାଙ୍କ ମୁହଁରୁ ପଦେ ଡାଏଲଗ ଶୁଣିଲେ ହସି ହସି ବେଦମ ହୁଅନ୍ତି।
ସେଇଥି ପାଇଁ ଛୋଟ ପରଦା ହେଉକି ବଡ଼ ପରଦା ସବୁଠି ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖିପାରେ। ମଞ୍ଚ ଅଭିନୟ ଠାରୁ ସିନେମା, ପ୍ରଜ୍ଞା ନିଜର ନିଆରା ଅନ୍ଦାଜରେ ହାସ୍ୟ ଅଭିନୟ କରିଥାନ୍ତି। ତାଙ୍କ ହାସ୍ୟରସ ରେ ଲୋକ ମାନଙ୍କ ମୁଡ୍ ମୁହୂର୍ତ୍ତରେ ବଦଳେଇ ଦେଇ ପାରନ୍ତି ଏହି ହାସ୍ୟ ଅଭିନେତା। ସମସ୍ତଙ୍କୁ ହସର ଖୋରାକ ଯୋଗାଇଥାନ୍ତି ଏହି ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ। ଷ୍ଟେଜ ଉପରେ ପାଦ ରଖିବା ମାତ୍ରେ ହସି ହସି ବେଦମ୍ ହୋଇ ଯାଆନ୍ତି ଦର୍ଶକ।
ତେବେ ବର୍ତ୍ତମାନ ସମୟରେ ଏହି ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି। ଯାହା ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଭିଡିଓରେ ପ୍ରଜ୍ଞାଙ୍କୁ ଅଭିନେତ୍ରୀ ଦେବଜାନୀଙ୍କ ସହିତ ରୋମାଣ୍ଟିକ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ତେବେ ସବୁବେଳେ ନିଜ କମେଡି ମାଧ୍ୟମରେ ସମସ୍ତଙ୍କୁ ହସାଉ ଥିବା ପ୍ରଜ୍ଞାଙ୍କ ଏ ରୋମାଣ୍ଟିକ ଡାନ୍ସକୁ ମଧ୍ୟ ଦର୍ଶକ ମାନେ ଦେଖି ଖୁବ୍ ପସନ୍ଦ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।