OMG ! ଭୟଙ୍କର ବନ୍ୟା ପାଣିକୁ ଡେଇଁ ପଡିଲେ ୪ ଯୁବତୀ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ ୬୦ milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏମିତି ଗୋଟିଏ ଭିଡିଓ ଭାଇରାଲ ହେଉଛି, ଆଉ ଯେଉଁଠି ଦେଖା ଯାଏ କି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆସିଛି | ଆଉ ସେହି ବର୍ଷା ଯୋଗୁଁ ବନ୍ୟା ମଧ୍ୟ ଆସିଛି, ଆଉ ପାଣିର ସୁଅ ଏତେ ଅଧିକ ଅଛି କି ସେହି ସୁଅ ରେ ମଣିଷ ଠାରୁ ଆରମ୍ଭ କରିକି ଯିଏ ବି ସେହି ପାଣି ସୁଅ ରେ ପଡିବ, ସେ ନିଶ୍ଚୟ ଭାସିଯିବ |ଆଉ ଭାଇରାଲ ହେଉଥିବା ସେହି ଭିଡିଓ ରେ ଦେଖା ଦେଇଛି କି ଗୋଟିଏ କୁକୁର ସେହି ସୁଅ ରେ ଭାସି ଯାଇଛି |
ଦର୍ଶକ ବନ୍ଧୁ ଆପଣ ମାନେ ତ ପ୍ରତେକ ଦିନ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜଣଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖୁଥିବେ | ଆଉ କେତେକ ଏମିତି ଭିଡିଓ ବି ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ କି ଆମ ସମାଜରେ ଏମିତି ବି କେତେକ ଲୋକ ଅଛନ୍ତି ଯେଉଁ ମାନଙ୍କ ମଧ୍ୟରେ ମାନବିକତା ରହିଛି |
ତାହା ସହିତ ସାହାଯ୍ୟ କରିବାର ମନୋବୃତ୍ତି ମଧ୍ୟ ରହିଛି ଆଉ ସେମାନେ ଭଗବାନ ଙ୍କ ସୃଷ୍ଟି ରେ ମଣିଷ ଠାରୁ ଆରମ୍ଭ କରିକି ସମସ୍ତଙ୍କ ଉପରେ ନିଜର ଦୟା ଭାବକୁ ପ୍ରକାଶ କରୁଥାନ୍ତି | ତାହେଲେ ଆସନ୍ତୁ ଆଜି ସେମିତି ଗୋଟିଏ ଭିଡିଓ ଭାଇରାଲ ଗେଉଥିବାର ଦେଖିବା | ଆଉ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ ପ୍ରକୃତ ରେ ମଣିଷ କୁ ସମାଜରେ ଶ୍ରେଷ୍ଠ ଜୀବ କଣ ପାଇଁ କୁହାଯାଏ |
ଟେକ୍ନୋଲୋଜି ଆମ ମନୁଷ୍ୟର କାମକୁ ବହୁତ ସରଳ କରିଦେଇଛି। ଯେଉଁ କାମ କରିବା ପାଇଁ ଦୁଇ ଦିନ ସମୟ ଲାଗୁଥିଲା। ତାହା ଦୁଇ ସେକେଣ୍ଡ ରେ ହୋଇଯାଉଛି। ଆଧୁନିକ ଯୁଗରେ ମନୁଷ୍ୟ ନିଜର ଜ୍ଞାନ କୌଶଳ ବ୍ୟବହାର କରି ଅନେକ କିଛି ତିଆରି କରିଛି।
ଯାହା ମନୁଷ୍ୟର ଅନେକ ସାହାଯ୍ୟ ରେ ଆସୁଛି। ତେବେ ବନ୍ଧୁଗଣ ମନୁଷ୍ୟ ଯେତେ ଆଗକୁ ଯାଇଥିଲେ ମଧ୍ୟ ପ୍ରକୃତି ସହିତ କେହି ବି ମୁକାବିଲା କରିପାରିବେ ନାହିଁ। କାରଣ ଅନେକ ଏପରି ଅଛନ୍ତି ଯେଉଁ ମାନେ କି ମନୁଷ୍ୟର ଜ୍ଞାନ କୌଶଳକୁ ନେଇ ଅନେକ କିଛି ଦୁଃସାହ କରି ପ୍ରକୃତି ସହିତ ଲଢ଼ିବା ପାଇଁ ଚେଷ୍ଟା କରନ୍ତି।
ଏସବୁ କହିବାର ଅର୍ଥ ହେଉଛି , ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି , ଯାହାକି ପାଣି ସହିତ ମୁକାବିଲା କରିବା ପଡିଲା ମହଙ୍ଗା ତେବେ ଚାଲନ୍ତୁ ଏହି ଭିଡ଼ିଓ ବାବଦରେ ଜାଣିବା। ଏହିଠାରେ ଏକ ଭିଡ଼ିଓ ନଜର କୁ ଆସିଛି ଯେଉଁଠି ଏକ ଗାଡି ପାଣି ଭିତରେ ଏମିତି ଭାବରେ ଫସି ଯାଇଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି।
ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଜୋର ରେ ଭାଇରଲ ହୋଇଛି ଯେଉଁଠି ବସ୍ ଟି ଏମିତି ଭାବରେ ଫସି ଯାଇଛି। ଆଉ ଏହି ଭିଡ଼ିଓ ରେ ଏକ ବନ୍ୟା ଜଳ ବହୁଳ ଭାବରେ ଜୋର ରେ ହୋଇଛି ଯେଉଁଠି ଆପଣ ମାନେ ଦେଖିବାକୁ ପାଇଥିବେ। ସେହି କୁକୁର ଟି ମଧ୍ୟ ଜୀବନ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ ମଧ୍ୟ କରିବାରେ ଲାଗୁଛି | ଆଉ ଯେଉଁ ଦୃଶ୍ୟ ଦେଖିଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।