Skin Tags : ଭାତୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି ?Dr.Kavitha…

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ସର୍ବଦା କୌଣସି କଥାକୁ ନେଇ କରି ମାନସିକ ଚାପରେ ରହିଥାନ୍ତି । ତେବେ ଏହି ମାନସିକ ଚାପ ଏବଂ ଚିନ୍ତା କାରଣ ରୁ ସେମାନେ ନିଜର ଶରୀର ଯତ୍ନ ନେଇପାରନ୍ତି ନାହିଁ ଏବଂ ଅନେକ ସମୟରେ ଦେଖାଯାଏ କି ମହିଳା ହେଉ କି ପୁରୁଷ ସମସ୍ତ ନିଜର ମୁହଁରେ ବା ଶରୀରେ କୌଣସି ପ୍ରକାର କଳାଗାଦ !

ବ୍ରଣ ଆଦିକୁ ନେଇ ସର୍ବଦା ଚିନ୍ତିତ ରୁହନ୍ତୁ ଏବଂ ତାହାକୁ ଭଲ କରିବା ପାଇଁ ବିଭିନ୍ନ ପ୍ରକାର କ୍ରିମର ବ୍ୟବହାର ମଧ୍ୟ କରିଥାନ୍ତି ମାତ୍ର ସେଥିରୁ କୌଣସି ପ୍ରକାର ସୁଫଳ ପାଇ ପାରିନଥାନ୍ତି । ତେବେ ଆପଣ ମାନଙ୍କୁ ଏପରି ଏତ ତରିକା ବିଷୟରେ କହିବୁ ଯାହାକୁ କରବା ଦ୍ୱାର ଆପଣଙ୍କ ର ଶରୀର ରେ ଥିବା କଳାଗାଦ ଲିଭିଯିବ ତେବେ କଣ ରହିଛି ସେହି ତରିକା ଆସନ୍ତୁ ଜାଣିବା ସେ ବିଷୟରେ ।

ପ୍ରଥମେ ଆପଣ ମାନଙ୍କୁ 4 ରୁ 5 ଟି ରସୁଣ ନେବାକୁ ହେବ । ଏହା ପରେ ତାହାକୁ ଛୁରୀ ଭଲକରି ଚୋପା ଛଡି ଦେବେ । ଏହା ପରେ ତାହାକୁ ଏକ ପାତ୍ରକୁ ନଇ ତାହାର ପେଷ୍ଟ ତିଆରି କରିବେ । ଏହାପରେ ସେହି ରସୁଣ ପେଷ୍ଟକୁ ଛାଙ୍କୁଣିଲେ ଭଲ କରି ଛାଙ୍କି ଦେବେ ଯେପରି ତାହାର ଖକା ଅଂଶ ସବୁ ବାହାରିବ ଏବଂ ପେଷ୍ଟଟି ସେଥିରୁ ଅଲଗା ହୋଇଯିବ ।

ଦ୍ୱିତୀୟ ପ୍ରଣୀଳା

ରସୁଣ ପେଷ୍ଟକୁ ସଂପୂର୍ଣ୍ଣ ତିଆରି କରିସାରିବା ପରେ ସେଥିରେ ଏକ ଚାମୁଚ ଲେମ୍ବୁ ରସ ପକାଇବେ । ଏହାପରେ ତାହାକୁ ସେହି ରସୁଣ ପେଷ୍ଟରେ ଭଲ କରି ଗୋଳେଇ ଦେବେ । ଏହାପରେ ଆପଣ ମାନେ ଏକ ବ୍ୟାଣ୍ଡେଟ ଟିପ ଏବଂ ଏକ କଟନ ବଣ୍ଡ ତୁଳା ନେବେ ।

 ବ୍ୟବହାର :-

ଯେଉଁ ସ୍ଥାନରେ ଆପଣଙ୍କ ର କିଛି କଳାଜାଇ ବା ବଡ ଆକାର ରେ କୌଣସି କଳାବ୍ରଣ ହୋଇଥିବ ସେଥିରେ ଏହି ତୁଳା ସାହାର୍ଯ୍ୟରେ ଏହି ପେଷ୍ଟ କୁ ଲଗାଇ ତାହା ଉପରେ ରହିଥିବା ସେହି ବ୍ୟାଣ୍ଡେଜକୁ ଲଗେଇଦେବେ । ଏହାପରେ କିଛି ସମୟ ପରେ ସେହି ବ୍ୟାଣ୍ଡେଜକୁ କାଢିଦେବେ । ଏହିପରି କିଛି ଦିନ କରିବା ପରେ ଦେଖିବେ କି ଆପଣଙ୍କର ଶରୀର ରେ କୌଣସି ପ୍ରକାର କଳାଦାଗ ରହିବ ନାହିଁ ।

ଆପଣ ମାନଙ୍କର ଯଦି କୌଣସି ସ୍ଥାନରେ କଳିଦାଗ ରହିଛି ବା ଭାତଗୁଡି ଆକାରରେ କିଛି ବଡ ଜିନିଷ ହୋଇଯାଇଛି ଏବଂ ତାହା ଆପଣଙ୍କୁ ବହୁତ ଅସୁବିଧା ହେଉଛି ତବେ ଆପଣ ମାନେ ଏହି ଉପଚାରଟିକୁ କରି ତାହାର ପ୍ରୟୋଗ ଥରେ କରନ୍ତୁ ଦେଖିବେ ଏହା ବହୁତ ଭଲ ଆପଣ ମାନଙ୍କ କାମରେ ଆସିବ ।

ଏହାର କୌଣସି ପ୍ରକାର ସାଇଡ ଇଫେକ୍ଟ ମଧ୍ୟ ନାହିଁ ଏବଂ ଏହା ଘରେ ମଧ୍ୟ ତିଆରି ହୋଇପାରୁଛି ବିନା କୌଣସି ଟଙ୍କା ଖର୍ଚ୍ଚରେ କମ ପଇସା ରେ ଆପଣ ମାନେ ଏହାକୁ ବନେଇପାରିବେ । ତେବ ନିଶ୍ଚିତ ରୂପେ ଏହାକୁ ଘରେ କରି ଲଗାନ୍ତୁ ଏବଂ ତାର ଫାଇଦା ସଂପର୍କ ରେ ଅବଗତ ହୁଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।