viral video-ଭାଇ ତ ନାହିଁ ଏ କି ଭାଇବୋହୁ ..ଭାଇ ବୋହୁ ଡାକିଲେ ତା ଛାତି ଉପର ଟା 34 ରୁ 36,38 ହେଇ 46 ହେଇଯିବ… କାହିଁକି ଏମିତି କହିଲେ ବିଦ୍ୟାଶ୍ରୀ… ଦେଖନ୍ତୁ Video

ମାନବ ପ୍ରେମୀ ଆଦିତ୍ୟ ଦାଶ ଜଣେ ସମାଜ ସେବି ନାମ ରେ ସୁ ପରିଚିତ । ଯାହାକୁ ସାରା ଓଡିଶା ଏବେ ଝୁରୁଛି । ସେ ଥିଲେ ସାରା ଓଡିଶା ପୁଅ । କିନ୍ତୁ ସେ ଆଜି ଦୁନିଆ ରେ ନାହାନ୍ତି । କିନ୍ତୁ ତାଙ୍କର ଅଭୁଲା ସୃତି ଆଜି ମଧ୍ୟ ଲୋକଙ୍କ ପାଇଁ ଅଭୁଲା ହୋଇ ରହିଛି । ସତ କଥା ଏ ଦୁନିଆ ବଡ଼ ଅଜବ , ଏଠି ଭଲ ଲୋକ ମାନେ ବହୁତ କମ ସମୟ ଧରି ବଂଚି ଥାନ୍ତି । ଆଉ ଖରାପ ଲୋକ ମାନେ ବହୁତ ଦିନ ଧରି ଏ ଧରା ପୃଷ୍ଟ ରେ ବଂଚି ରହି ଥାନ୍ତି ।

ସେ ଯାହା ବି ହେଉ ଭଗବାନ ବହୁତ ଭଲ ,କାରଣ ଭଲ ଲୋକ ମାନକୁ ଅଧିକ ଦିନ ଧରି ରହିବା ପାଇଁ ଦିଅନ୍ତୁ ନାହିଁ । ଏ ପୃଥିବି ରେ ଲୋକ ମାନେ ବହୁତ କଷ୍ଟ ରେ ବଞ୍ଚୁ ଛନ୍ତି । ସେଥି ପାଇଁ ଭଲ ଲୋକ ମାନକୁ ଏ ପୃଥିବି ରେ ରଖୁ ନାହାନ୍ତି । ତେବେ ଆସନ୍ତୁ ଜାଣିବା ସେ କେମିତି ତାଙ୍କର ଜୀବନ ଗୋଲା , କଣ ରହସ୍ୟ ଥିଲା ତାଙ୍କ ମୃତ୍ୟ ପଛରେ । ତେବେ ଆସନ୍ତୁ ଜାଣିବା ।

ମାନବ ପ୍ରେମୀ ଆଦିତ୍ୟ ଦାଶ 2020 ମସିହା ଅଗଷ୍ଟ ମାସ ରେ ତାଙ୍କର ଦେହାନ୍ତ ଘଟି ଥିଲା । ହଟାତ ଶୁଣିବାକୁ ମିଳିଲା ତାଙ୍କ ଡେଡ଼ ବୋଡି ରେଳ ଧାରଣା ଉପରେ ପଡିଛି । ଯାହା ଲୋକଙ୍କ ମନରେ ଆତଙ୍କ ଖେଳି ଗୋଲା । କିନ୍ତୁ ଆଜି ପ୍ରଯ୍ୟନ୍ତ ଜଣା ପଡି ସେ କେମିତି ମୋଲେ ଏବେ ମଧ୍ୟ ଥାନା ରେ କେସ ଚାଲିଛି ।

କିନ୍ତୁ କିଛି ଲୋକଙ୍କ କହିବା କଥା ଯେ , ମରିବାର ଗୋଟିଏ କାରଣ ତାର ସ୍ତ୍ରୀ ହୋଇ ପାରେ କିମ୍ବା ତାର ଗାର୍ଲ ଫ୍ରେଣ୍ଡ ହୋଇ ଥାଇ ପାରେ କିମ୍ବା ସେ ବହୁତ ଭଲ କାମ କରୁ ଥିଲେ । ସେଥି ପାଇଁ ଲୋକ ମାନେ ସହି ପାରି ନ ଥିଲେ ଆଉ ଶେଷରେ ତାଙ୍କୁ ମାରି ଦେଇ ପାରି ଥାନ୍ତି ।


ତେବେ ଏବେ ଗୋଟିଏ କଥା ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଯେ , ତାଙ୍କ ସ୍ତ୍ରୀ କୁ ଲୋକ ମାନେ ବହୁତ ଖରାପ କମେଣ୍ଟ କରୁ ଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି । ତେବେ ଲୋକ ମାନେ କହୁ ଛନ୍ତି , ଭାଇ ତ ନାହିଁ ଏ କି ଭାଇ ବହୁ , ଭାଇ ବହୁ ଡାକିଲେ ତ ଛାତି ଉପର ଟା , 34 ରୁ 36 ରୁ 38 ହୋଇ ଯିବ ।

ଭାଇ ତ ନାହିଁ ଏ କି ଭାଇ ବହୁ । ତେବେ ଦିବ୍ୟସା ଏହି ବାବଦ ରେ ବହୁତ ଭଲ ଭାବରେ ମିଡ଼ିଆ ଆଗରେ କହି ଛନ୍ତି । ତେବେ ଆପଣ ମାନେ ଥରେ ଭିଡିଓ ଟିକୁ ଦେଖନ୍ତୁ ଜାଣି ପାରିବେ । ଭଲ ମଣିଷ ବେସି ଦିନ ବଞ୍ଚେ ନାହିଁ ଏହା ସତ୍ୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।