IAS Interview ରେ ପଚାରା ଯାଉଥିବା ପ୍ରଶ୍ନ, ଭାରତରେ ପ୍ରଥମ ଥର ରେଳ କେବେ ଚାଲିଥିଲା ? କେବଳ ବୁଦ୍ଧିମାନ ଲୋକ ଏହାର ଉତ୍ତର ଦେଇ ପାରିବ…

ଓଡିଶା ର ପିଲା ମାନେ ଚାକିରୀ କରିବା ପାଇଁ ବହୁତ କଷ୍ଟ କରି ଥାନ୍ତି । କିନ୍ତୁ ଚାକିରୀ ପାଇବା ପାଇଁ ବହୁତ ନିଷ୍ଠା ଚେଷ୍ଠା ତ୍ୟାଗ କରିବା ପାଇଁ ପଡି ଥାଏ । ଯାହା କି କେହି କରି ପାରନ୍ତି ନାହିଁ । ଯଦି ଆପଣ ଏହି 3 ଟି ଜିନିଷ ମଧ୍ୟରୁ ଗୋଟେ ଜିନିଷ କରି ଦେଵ ତାହାଲେ ଆପଣ ନିହାତି ଚାକରି ପାଇ ପାରିବ ।

ଚାକିରୀ ପାଇବା ପାଇଁ ମଧ୍ୟ ଆପଣଂକୁ ଆଦର୍ଶ ଛାତ୍ର ହେବାକୁ ପଡ଼ିବ । ତେବେ ଆଦର୍ଶ ଛାତ୍ର କହିଲେ , ଏକାଗ୍ରଚିତ , ଚିତନିଦ୍ରା , ନିର୍ଲଭ , ଗୁରୁ ଜନ ପ୍ରତି ଭକ୍ତି କରିବା , ଏହା ହେଇଚି ଆଦର୍ଶ ଛାତ୍ର ର ଲକ୍ଷଣ । ତେବେ ଚାକିରୀ କରିବା ପାଇଁ ବାପା ,ମା , ଗୁରୁ ଜନ , ଭଗବାନ ଙ୍କ ର ଆଶୀର୍ବାଦ ରହିବା ଦରକାର । ଏହି ମାନଙ୍କ ର ଆଶୀର୍ବାଦ ରହିଲେ ଆପଣ ଚାକିରୀ କରି ପାରିବେ । ପୁଣି ଆପଣଂକୁ କଷ୍ଟ କରିବା ପାଇଁ ପଡିବ ।

ଆଉ ଆପଣଙ୍କ ପାଖରେ ଅର୍ଥ ଥିବା ଆବଶ୍ୟକ , ତାହାଲେ ଯାଇ ଆପଣ ଗୋଟେ ଭଲ ଚାକରି କରି ପାରିବେ । ତେବେ ସବୁ ଠାରୁ ବଡ଼ ଚାକରି ହେଉଛି IAS । ତେବେ ଏଟା ବଜେଇବା ପାଇଁ ହେଲେ । ନିଜ ପାଖରେ ସେତିକି ଜ୍ଞାନ ରହିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଯାହା IAS ରେ ବହୁତ ଥର ପଡି ସାରିଛି ।

1, ଓଡିଶା ର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ କିଏ
ଉ, ତେବେ ଓଡିଶା ର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ ହେଉ ଛନ୍ତି ନନ୍ଦିନୀ ସତପତି ।

2, କୋଷ ର ଜନକ କିଏ । ଏବଂ ସେ କେଉଁ ମସିହା ରେ କୋଷ କୁ ଚିଂହେଇ ଥିଲେ ।
ଉ, କୋଷ ର ଜନକ ହେଉଛନ୍ତି ରବର୍ଟ ହୁଜ , 1665 ମସିହାରେ ସେ କୋଷ କୁ ଚିଂହେଇ ଥିଲେ ।

3, ସବୁଠାରୁ ସାନ କୋଷ ର ନାମ କଣ ।

ଉ, ସବୁ ଠାରୁ ସାନ କୋଷ ର ନାମ ମାଇକୋ ପ୍ଲାଜମା ।

4, ସବୁ ଠାରୁ ବଡ଼ କୋଷ ର ନାମ କଣ ।

ଉ, ଓଟ ପକ୍ଷୀର ଅଣ୍ଡା ହେଉଛି ସବୁ ଠାରୁ ବଡ଼ କୋଷ ।

5, ମଣିଷ ଶରୀର ର ସବୁ ଠାରୁ ବଡ଼ କୋଷ ର ନାମ କଣ ।
ଉ, ମଣିଷ ଶରୀର ର ସବୁ ଠାରୁ ବଡ଼ କୋଷ ର ନାମ ସ୍ତ୍ରୀ ଶରୀର ର ଡିମ୍ବାଣୁ ।

6, ମା ତାରିଣୀ ଙ୍କ କେଉଁ ଭୋଗ ପ୍ରିୟ ।
ଉ, ମା ତାରିଣୀ ଙ୍କର ନଡ଼ିଆ ପ୍ରିୟ ଭୋଗ ।

7, ଇଂରାଜୀ ରେ ଟାଇମ କେତେ ପ୍ରକାର ।
ଇଂରାଜୀ ରେ ଟାଇମ ତିନି ପ୍ରକାର ।

8, ଇଂରାଜୀ ରେ ସ୍ୱର ବର୍ଣ୍ଣ କେତେ ପ୍ରକାର ଓ କଣ କଣ ।
ଉ, ଇଂରାଜୀ ରେ ସ୍ୱର ବର୍ଣ୍ଣ 5 ପ୍ରକାର । ସେଗୁଡିକ ହେଉଛି , a, e, i , o, u

9. ଭାରତରେ ପ୍ରଥମ ଥର ରେଳ କେବେ ଚାଲିଥିଲା ?

ଉ- 1953 ମସିହାରେ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।