ଦେଖନ୍ତୁ Shocking ଭିଡିଓ- ଭାଲୁ ସହିତ ଲଢିଲେ ଯୁବତୀ, ତା’ପରେ ଯାହା ହେଲା ଜାଣିଲେ ହୋସ ଉଡିଯିବ….

ଆମ ସମାଜ ରେ ଅନେକ ଘଟଣା ଘଟି ଥାଏ ଯାହା ବେଳେ ବେଳେ ବହୁତ ଆଶ୍ଚର୍ଯ୍ୟ କରି ଦେବା ସହ ଭୟଭୀତ ମଧ୍ୟ କରାଇ ଦେଇ ଥାଏ | ତେବେ ଏହି ସବୁ ଘଟଣା ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅବଗତ ହୋଇ ଥାଉ ଏଣୁ ଏହା ଆମ ସମାଜ ରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି | ଆପଣ ତ ଜାଣନ୍ତି ପ୍ରାୟ ଲୋକ ନିଜ ଘରେ କିଛି ଏଭଳି ପଶୁ ପକ୍ଷୀ ଅଛନ୍ତି ଯାହାକୁ ରଖି ସେମାନେ ତାଙ୍କୁ ପାଳନ କରି ଥାଆନ୍ତି | କୁକୁର, ଗାଈ, ଶୁଆ, ଠେକୁଆ, ପାରା, ବିଲେଇ ଆଦି ଏଭଳି ଅନେକ ପଶୁ ପକ୍ଷୀ ରଖିବାକୁ ଲୋକ ମାନେ ଭଲ ପାଇ ଥାଆନ୍ତି |

କିନ୍ତୁ ଏହି ସବୁ ମଧ୍ୟରୁ ପ୍ରାୟ ଲୋକ କୁକୁର କୁ ଘରେ ରଖି ପୋଷିବାକୁ ବେଶୀ ଭଲ ପାଇ ଥାଆନ୍ତି | କାରଣ କୁକୁର ନିଜ ମାଲିକ ର ଖୁବ ଶୀଘ୍ର ପୋଷା ମାନି ଯାଇ ଥାଏ ଆଉ ଦରକାର ପଡିଲେ ବିପଦ ବେଳେ ଭୁକି ଥାଏ ମଧ୍ୟ | ଏଣୁ କୁକୁର ର ତା ମାଲିକ ପ୍ରାୟ ଯତ୍ନ ନେଇ ଖାଇବା ପିଇବା କଥା ସବୁ ବୁଝି ଥାଏ | ତେବେ ଆଜି ଏଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ |

ଘଟଣା ଟି ହେଉଛି ଏକ ଭାଲୁ କୁକୁର ଟିକୁ ଗୋଡ଼ାଇ ଆସିବାରୁ ତା ମାଲିକ ଭାଲୁ କୁ କିପରି ନିଜ ଜୀବନ ସହ ଲଢେଇ କରି ଅଟକାଇଛି | ଶୁଣିବାକୁ ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗୁ ଥିବ କିନ୍ତୁ ଘଟଣା ଟି ବାସ୍ତବ ରେ ସତ୍ୟ ଅଟେ ଯାହାକି ଏହାର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଛି | ସୂଚନା ଅନୁଯାଇ ଏଭଳି ଏକ କାର୍ଲିଫର୍ନିଆ ରେ ହିଁ ଦେଖିବା ପାଇଁ ମିଳିଛି | ଏକ ଭାଲୁ ଘର ର କୁକୁର କୁ ଆକ୍ରମଣ କରିବାକୁ ଯାଉ ଥିବା ବେଳେ ସେଠାରେ ଏକ ସାତ ବର୍ଷ ର ଡେଲି ନାମକ ଝିଅ ପୋଷା କୁକୁର କୁ ବଞ୍ଚାଇବା ପାଇଁ ଘର ର ପାଚେରୀ ସେପଟକୁ ଠେଲି ଦେଇ ଥିଲେ |

ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ପରେ ସେହି ଯୁବତୀ ଜଣଙ୍କ ନିଜେ ମଧ୍ୟ ଭାବି ଥିଲେ କି ସେ କିପରି ଭାଲୁ କୁ ଠେଲି ଦେଇ ପାରିଲେ | ଯେତେବେଳେ ଭାଲୁ ଟି କୁକୁର କୁ ଆକ୍ରମଣ କରିବାକୁ ଆସୁ ଥିଲା ସେତେବେଳେ ଡେଲି କଣ କରିବେ କିଛି ଭାବି ନଥିଲେ ଏଣୁ ଭାଲୁ ଟିକୁ ଠେଲି ଦେଇ ଥିଲେ | ଏହି ଭିଡ଼ିଓ ଘର ର ସିସି ଟିଭି ରେ ରେକର୍ଡ ହୋଇଛି ଯାହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଡେଲି ଙ୍କର ଏଭଳି ସାହାସିକତା କାର୍ଯ୍ୟ ପାଇଁ ତାଙ୍କୁ ଅନେକ ଲୋକ ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।