ବାହାଘରକୁ 2ମାସ, ପେଟରେ ବଢୁଛି 7 ମାସର ଛୁଆ, ସ୍ବାମୀ ପଚାରୁଛି, ସତ କହ ଏ ଛୁଆ କାହାର ?..ପୁରା କାରନାମା ଶୁଣିଲେ ଆପଣ ବି ନିଜ ସ୍ତ୍ରୀ ଉପରେ ସନ୍ଦେହ କରିବା ଆରମ୍ଭ କରିବେ ?

ସତ କହ ଏ ଛୁଆ କାହାର ଏକଥା ମୁଁ ପଚାରୁନି ପଚାରୁଛି ମୋ ଆତ୍ମା, ଯଦି ତୁ ଆଉ କାହାକୁ ଭଲ ପାଉ ଥିଲୁ ମନ ଦେଇ ଥିଲୁ ସମ୍ପର୍କ ବି ରଖି ଥିଲୁ ଆଉ ତା ଛୁଆ କୁ ପେଟରେ ସାଇତି ଥିଲୁ ତେବେ ମତେ ତୁ କାହିଁକି ବାହା ହେଉ ଥିଲୁ | ତୁ କହ ମୁଁ ଏହାକୁ କେମିତି ସହିବି, ତତେ ପରା ଦୁଇ ମାସ ହେବ ବାହା ହୋଇଛି ସାତ ମାସ ର ଛୁଆ ଆସିଲା କେଉଁଠୁ ସତ କହ ଏ ଛୁଆ କାହାର |

ତେବେ ଏହି ସଜ ସଜ ବାହାଘର ହୋଇ ଥିଲା ଆଉ ବାହାଘର ସମୟରେ ଚିତ୍ରକର ଆସି କାନ୍ଥ ରେ ଶୁଭ ବିବାହ ଲେଖି ଥିଲା | ଏକ ପାନ ପତ୍ର ଭିତରେ ପୁଅ ଓ ଝିଅ ର ନାଁ କୁ ଚିତ୍ରକର ସୁନ୍ଦର ଭାବେ ଲେଖି ଦେଇ ଥିଲା ଆଉ ଏପର୍ଯ୍ୟନ୍ତ କାନ୍ଥ ରୁ ନାଁ ମଧ୍ୟ ଫିକା ହୋଇ ନାହିଁ | ଏବେ ବାହାଘର ର ଦିନ କେଇଟା ଯାଇନି କିନ୍ତୁ ପତ୍ନୀ ର ପଣତ କାନି ରେ ସ୍ୱାମୀ ଜୀବନ ହାରି ଦେଇଛି | ଆଉ ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ରେଢ଼ାଖୋଲ ଥାନା ଅନ୍ତର୍ଗତ କୁକୁଡ଼ାବାହାରି ଗାଁ ରେ |

ଆଉ ଏହି ଗାଁ ର ମୋହନ ଦେହୁରୀ ରେଢ଼ାଖୋଲ ବ୍ଲକ ଗରଗଡ଼ ବାହାଲ ପଞ୍ଚାୟତ ର ଦଙ୍ଗାପଥର ଗାଁ ର ହିମାନ୍ଦ୍ର ଦେହୁରୀ ଙ୍କୁ ରୀତିନୀତି ଅନୁସାରେ ବିବାହ କରି ଥିଲେ | ଆଉ ବିବାହ କୁ ଦୁଇ ମାସ ପୁରି ଥିବା ବେଳେ ପତ୍ନୀ ସାତ ମାସ ର ଗର୍ଭବତୀ ଅଛି |

ଆଉ ଏହି କଥା ଯେତେ ବେଳେ ସ୍ୱାମୀ ଜାଣି ପାରିଲେ ସେତେ ବେଳେ ସ୍ୱାମୀ ନିଜର ମାନସିକ ଭାରସାମ୍ୟ ହରାଇ ଜୀବନ ହାରି ଦେଲେ | ତେବେ ଏଠାରେ କହି ରଖିବାକୁ ଚାହିଁବୁ ଯେ ଯେତେ ବେଳେ ଏହି ଘଟଣା ଜଣା ପଡ଼ି ଥିଲା ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ହୋଇ ଥିଲା |


ଏହି ଘଟଣା କୁ ନେଇ ରେଢ଼ାଖୋଲ ଥାନା ଓ ଗାଁ କମିଟି ରେ ମଧ୍ୟ କଥା ପଡ଼ି ଥିଲା | ପତ୍ନୀ ହିମାଦ୍ରୀ ଏହି ଘଟଣା ପରେ ନିଜ ବାପ ଘରେ ଯାଇଁ ରହୁ ଥିଲେ ଆଉ ଏହାପରେ ପତ୍ନୀ ହିମାଦ୍ରୀ ଓଲଟି ମାନସିକ ନିର୍ଯାତନା ସ୍ୱାମୀ ଙ୍କ ଉପରେ ଦେଇ ଆସୁ ଥିଲେ |

ଆଉ ଆଜି ଏହି କାରଣ ରୁ ମୋହନ ନିଜ ଘରେ ଜୀବନ ହାରି ଦେଇଛନ୍ତି | ଏହା ସହିତ ପୋଲିସ ମଧ୍ୟ ଘଟଣା ର ତଦନ୍ତ ଜାରି ରଖିଛି, ତେବେ ଏଭଳି ଘଟଣା ଏବେ ପ୍ରାୟ ଦେଖିବା ପାଇଁ ମିଳୁଛି ଯାହା ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ପ୍ରାୟ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି |

 

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।