Exclusive : ବାପା ଥାଇ ମଧ୍ୟ ବୋଉ ତା ପ୍ରେମିକ ସହ ପାପ ସମ୍ପର୍କ ରେ ରହୁଥିଲା ଆଉ ତା ପରେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜିର ସମୟରେ ଲୋକମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଆଉ ସଂପର୍କର ମାନେ କଣ ବୁଝୁନାହାନ୍ତି , କାହାକୁ କେଉଁ ପରି ବ୍ୟବହାର କରିବା କଥା କାହାକୁ କିପରି ସମ୍ମାନ ଦେବା କଥା ତାହା ସେମାନଙ୍କ ମୁଣ୍ଡରେ ନାହିଁ । ଶିକ୍ଷିତ ହୋଇକରି ମଧ୍ୟ ସେମାନେ ନିଜର ସ୍ୱାର୍ଥ ଏବଂ କାମନା ମେଣ୍ଟାଇବା ପାଇଁ କିଛି ଏପରି କାମ କରିଥାନ୍ତି ଯାହା ସମାଜକୁ କଳଙ୍କିତ କରିଦେଇଥାଏ ।

ବିଶେଷ କରି କହିବାକୁ ଗଲେ ଆଜିର ଯୁବପିଢି ମାନଙ୍କ ଠାରେ ଏହି ପ୍ରକାର ଘଟଣା ଦେଖିବାକୁ ମିଳୁଛି , ଯୌବନର ଲାଳସାରେ ସେମାନେ ଏତେ ମଗ୍ନ ହୋଇଯାଉଛନ୍ତି କି ତାଙ୍କ ଆଖିରେ ସେହି ସମୟରେ ସଂପର୍କ କଣ ବୁଝାପଡୁନି । ଅନେକ ପ୍ରକାର ଅନୈତିକ କାମ କରି ନିଜର ମାନ ସମ୍ମାନ ହରାଇବା ସହିତ ନିଜ ପରିବାର ଏବଂ ପିତା ମାତାଙ୍କର ମଧ୍ୟ ସମ୍ମାନ ହାନି କରୁଛନ୍ତି।

 ଆପଣ ମାନେ ତ ଜାଣନ୍ତି କି ଆଜିର ଲୋକମାନେ ବହୁତ ସ୍ମାର୍ଟ ହୋଇଗଲେଣି କାରଣ ଯୁଗ ବଦଳିବା ସହିତ ସେମାନେ ତା ସହିତ ତାଳ ଦେଇ ପରିବର୍ତ୍ତନ ହେବାରେ ଲାଗିଛନ୍ତି । ମାତ୍ର ପରିବର୍ତ୍ତନର ମାତ୍ରା ଏତେ ଅଧିକ ହୋଇଯାଉଛି କି ଯାହା ସମାଜ ପାଇଁ କାଳ ପାଲଟୁଛି । କାରଣ ଏବେକା ସମୟରେ ସେହିପରି ଏକ ଭିଡିଓ ଏବେ ଆମ ସାମ୍ନାକୁ ଆସ

ଆଜିର ସମୟରେ ଲୋକମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଆଉ ସଂପର୍କର ମାନେ କଣ ବୁଝୁନାହାନ୍ତି , କାହାକୁ କେଉଁ ପରି ବ୍ୟବହାର କରିବା କଥା କାହାକୁ କିପରି ସମ୍ମାନ ଦେବା କଥା ତାହା ସେମାନଙ୍କ ମୁଣ୍ଡରେ ନାହି

ବିବାହ ହେଉଛି ପବିତ୍ର ବନ୍ଧନ ଏଥିରେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ସାତ ଜନ୍ମର ସାଥୀ ହୋଇ ରହିବାର ବଚନ ଦେଇଥାନ୍ତି ମାତ୍ର ଆଜିର ସମୟରେ ସାତ ଜନ୍ମ କଣ ସାତ ଦିନ ମଧ୍ୟ ଲୋକମାନେ ପରସ୍ପର ସହିତ ରହିପାରୁନାହାନ୍ତି । ପ୍ରେମର ପାଗଳାମି ସେମାନଙ୍କୁ ଏତେ ବାୟା କରିଛି କି ସେମାନେ ବିବାହ ପରେ ମଧ୍ୟ ନିଜ ପ୍ରେମିକ ବା ପ୍ରେମିକା ସହିତ ରାସଲୀଳା କରୁଛନ୍ତି ଯାହାକୁ ବହୁତ ନିନ୍ଦନୀୟ କଥା ଅଟେ ।

ଆଜିର ସମୟରେ ଯେଉଁ ଭିଡିଓଟି ସୋସିଆଲ ମିଡିଆରେ ଘୂରି ବୁଲୁଛି ସେଥିରେ ଦେଖିବାକୁ ମିଳିଛି କି ଜଣେ ସ୍ତ୍ରୀ ନିଜ ସ୍ୱାମୀ ଘରେ ନଥିବା ସମୟରେ ତାହାର ଫାଇଦା ଉଠାଇ ତାର ପ୍ରେମିକକୁ ଘରକୁ ଡାକି ରୁମରେ ଦୁହେଁ ମିଶି ପ୍ରେମଳାପ କରୁଛନ୍ତି । ତେବେ ସେହି ମହିଳାର ଏପରି କାର୍ଯ୍ୟରେ ତାର ଶାଶୂ ଘର ଲୋକମାନେ ଦେଖିଥିଲେ ଏହାପରେ ସେମାନେ ନିଜ ଗ୍ରାମର କିଛି ଲୋକମାନଙ୍କୁ ମଧ୍ୟ ଡାକିଥିଲେ ।

ତେବେ ଲୋକମାନେ ଆସି ତାହାର ରୁମର କବାଟ ବାଡେଇ ଥିଲେ ଏବଂ ଦୁହିଁଙ୍କୁ ବାହାରକୁ ବାହାର କରିଥିଲେ । ତେବେ ଲୋକମାନଙ୍କର ଏବଂ ପରିବାର ଲୋକର ଏପରି କାର୍ଯ୍ୟ ଦେଖି ମହିଳା ବହୁତ ରାଗିଯାଇଥିଲେ ଏବଂ ସେମାନଙ୍କ ଉପରେ ବହୁତ ପାଟି ମଧ୍ୟ କରିଥିଲେ । ତେବେ ସେହି ସମୟର ଘଟଣାକୁ କିଏ ମୋବାଇଲରେ ରେକର୍ଡ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏବେକା ସମୟକେ ସେହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।