viral ଭିଡ଼ିଓ – କୁନିପୁଅର ମଥାରେ ସିନ୍ଦୁର କଟାଯାଇଛି ଗଳା ଏମିତି ଅଭାବନୀୟ ଘଟଣା ଦେଖିଲେ ପାଦ ଥରିଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ଘଟଣା ଟି ହେଉଛି ଜଣେ କୁନି ଶିଶୁ ର କଟା ମୁଣ୍ଡ ଦେଖିବା ପାଇଁ ମିଳିଛି । କୋଟା ମୁଣ୍ଡ ରେ ରେ ଲାଗିଛି ସିନ୍ଦୁର ଲାଗିଛି । ଲାଗୁଛି ଯେମିତି ପିଲଟିକୁ ବୋଧେ କିଏ ବୋଳି ଦେଇ , ତାର କୋଟା ମୁଣ୍ଡ ଟିକୁ ଫିଙ୍ଗି ଦେଇଛି । ଦୁନିଆ ଏତେ ଆଗକୁ ଗଲାଣି ହେଲେ ଲୋକେ ଆଜି ମଧ୍ୟ ସେହି ଅନ୍ଧ ବିଶ୍ଵାସ କୁ ମାନି ଚାଲୁ ଛନ୍ତି ।
ମଣିଷ ର ରକ୍ତ ଖାଇ ଯଦି ଠାକୁର ମାନେ ସନ୍ତୁଷ୍ଟ ହୋଇ ଯିବେ । ତାହାଲେ ଆମେ କଣ ପାଇଁ ଠାକୁର କୁ ଠାକୁର ବୋଲି କହିବୁ । ଏହା ହେଉଛି ଗୋଟେ ଅନ୍ଧ ବିଶ୍ଵସ । ଯେଉଁ ବିଶ୍ୱାସ ରେ ଆଜି ତାନ୍ତ୍ରିକ ମାନେ ଛୋଟ ଛୋଟ ପିଲା ମାନଙ୍କ ର ମୁଣ୍ଡ କାଟି ବୋଳି ଦେଉ ଛନ୍ତି । ଥରେ ଚିନ୍ତା କରନ୍ତୁ ସେହି କାଳି ମାଙ୍କ ଆଶୀର୍ବାଦ ରୁ ଆଜି ଆମେ ଏ ଧରା ପୃଷ୍ଟ ରେ ଅବତୀର୍ଣ୍ଣ ହୋଇଛୁ । ସେହି ମା ପୁଣି କହିବେ ତାକୁ ମାରି ମୋତେ ରକ୍ତ ଦିଅ ।
ନିଜ ମା କେବେ ପିଲା କୁ ଜନ୍ମ ଦେଇ ତାର ଅମଙ୍ଗଳ ଚିନ୍ତା କରି ଥାଏ । ଏହା ଗୋଟେ ଗୋଟେ ପ୍ରହସନ । ମାନକୁ ରକ୍ତ ଦେଲେ ସେମାନେ ଅମର ହୋଇ ଯିବେ । ପୃଥିବି ରେ କିଏ କଣ ଅମର ଲଡୁ ପାଇଛି ନା ପାଇବ । ଯିଏ ଯେତିକି ଦିନ ଆସିଛି ସେତିକି ଦିନ ପର୍ଯ୍ୟନ୍ତ ବଂଚି ରହିବ । କେବଳ ଭଲ କର୍ମ କରି ଥିଲେ ଲୋକେ ତାର ସୃତି କୁ ମନେ ରଖିବେ ।
ଯାହା ଫୋଳରେ ସେ ଅମର ହୋଇ ଥାଏ । କୌଣସି ପିଲା କୁ କାଟି ତାର ରକ୍ତ ଦେଇ ଦେଲେ ମା ଖୁସି ହୋଇ ନ ଥାନ୍ତି , ବରଂ ମା ଦୁଃଖ କରି ଥାନ୍ତି । ତେବେ ଆସନ୍ତୁ ସେହି ପିଲାଟି ବିଷୟ ରେ ଜାଣିବା । ତାର ଘର କୋଉଠି ଆଉ ତାର କୋଟା ମୁଣ୍ଡ କୋଉଠି ପଡି ଥିଲା । ତେବେ ଆସନ୍ତୁ ଜାଣିବା ।
ପିଲାଟି ର ଘର ନୟାଗଡ଼ ଜିଲ୍ଲା ରେ ଅବସ୍ତିତ । ନୟାଗଡ଼ ଜିଲ୍ଲା ର ଦୁଧିନ ପଂଚାୟତ ର ସରମୁଳି ଗ୍ରାମ ରେ ଏହି ଘଟଣା ଟି ଦେଖିବା ପାଇଁ ମିଳି ଥିଲା । ଗତ ଦୁଇ ଦିନ ତଳେ ଗୋଟେ କଟା ମୁଣ୍ଡ ହରି ହର ଦାଶ ଙ୍କ ବାଡ଼ି ରେ ପଡି ଥିଲା ।
କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ପିଲାଟି ର ମୁଣ୍ଡରେ ସିନ୍ଦୁର ଲାଗି ଥିଲା । ଏଥିରୁ ସ୍ପଷ୍ଟ ହେଉ ଥିଲା ଯେ , ପିଲା ଟିକୁ କିଏ ବୋଳି ଦେଇ ଥିଲା । ପିଲା ଟିର ମୁଣ୍ଡ କୁ ଦେଖି କେହି ଲୋକ ଜାଣି ପାରୁ ନାହାନ୍ତି ସେ କାହା ଘର ପିଲା । ପୋଲିସ ତଦନ୍ତ ଜାରି ରଖିଛି ହେଲେ ଏ ପର୍ଯ୍ୟନ୍ତ କିଛି ପତା ପାଇ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।