ବାଲେଶ୍ୱର କୁନି ନମିତା ଏମିତି ଗାଇଲେ , ସମସ୍ତେ ଗୀତ ଶୁଣି କାନ୍ଦିଲେ !! Soumyashree | ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
କୁନି ପିଲା ମାନଙ୍କ ର ସଙ୍ଗୀତ ଆପଣ ଅନେକ ସମୟ ରେ ଶୁଣିବା କୁ ପାଉଥିବେ। ତେବେ ସଙ୍ଗୀତ ଆମ ଜୀବନ ର ଏକ ଏପରି ଅବଚ୍ଛେଦ୍ୟ ଅଙ୍ଗ ଅଟେ ଯାହା ବିନା ଜୀବନଟା ରସହୀନ ରଙ୍ଗ ହୀନ ଲାଗିଥାଏ। ତେବେ ଯେତେ ବେଳେ ବି ଆପଣ ସଙ୍ଗୀତ ଶୁଣିବା କୁ ପାଉ ଆପଣ ମାନଙ୍କ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ।
ସଙ୍ଗୀତ ଆମ ଜୀବନ ରେ ରସ ଭରି ଦେଇଥାଏ। ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ଆମ ମନ ଭିତରେ ଏକ ନୂତନ ସଞ୍ଚାର ସୃଷ୍ଟି ହୁଏ ସଙ୍ଗୀତ ଶୁଣିବା ପରେ। ବିଭିନ୍ନ ପ୍ରକାର ହୃଦୟସ୍ପର୍ଶ ସଙ୍ଗୀତ ଆପଣ ତ ଶୁଣିଥିବେ।
ଏହା ଆମ କୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇ ଥାଏ। କିନ୍ତୁ ଯେତେ ବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବା କୁ ଏବଂ ଏହା କୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।
ବେଳେ ବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବା କୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟ ରେ ସୋସିଆଲ ମିଡିଆ ରେ ଦେଖିବା କୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।
କାରଣ ଛୋଟ ଛୋଟ ପିଲା ମାନଙ୍କ ର କଣ୍ଠରେ ସଙ୍ଗୀତ ଶୁଣି ମନ ପୂରି ଉଠିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣ ର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେ କୌଣସି ଗୀତ ଗାଉଥିବା ର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।
ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥା କୁ ଶୁଣି, ସ୍ଵର କୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହି ପରି କୁନି ଝିଅଙ୍କ କଣ୍ଠରେ ଏକ ପୁରୁଣା ଭଜନ ସଙ୍ଗୀତ ଏବେ ରେକର୍ଡ କରା ଯାଇଛି। ଯେଉଁ ଭଜନ ଟି ” ପଥର ତଳେ କାନ୍ଦୁଛି ମା” ; ଟିକି ପିଲା। ସେ ସୁମଧୁର ସ୍ଵରରେ କିପରି ଭାବରେ ଏହି ଭଜନ ଗାଉଛନ୍ତି ଥରେ ଶୁଣନ୍ତୁ। ଆଉ ସମସ୍ତଙ୍କୁ କନ୍ଦେଇ ଦେଇଛନ୍ତି ।
ଏହି ପିଲା ଦୁଇଟି ହେଉଛନ୍ତି ଆପଣଙ୍କ ସମସ୍ତଙ୍କ ପ୍ରିୟ ସୌମ୍ୟାଶ୍ରୀ ଆଚାର୍ଯ୍ୟ। ସେ ଯେଉଁ ଭଳି ଭାବରେ ଏ ଗୀତକୁ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି।ଏହାକୁ ଶୁଣି ସମସ୍ତେ ବହୁତ୍ ଖୁସି ହେବା ସହିତ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।