Exclusive : ବାହାଘର ପୂର୍ବରୁ ଭଲ ପାଉଥିଲି ,ବାହାଘର ପରେ ପ୍ରେମିକକୁ ନେଇ OYO ଗଲି ଆଉ ସେଠି ଯାହା ହେଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଘଟଣା ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ତେବେ ଯାହା ଜଣା ପଡିଛି କି ପ୍ରଥମେ ପ୍ରେମ ତାପରେ ବିବାହ, ପୁଣି ପ୍ରେମିକା ଙ୍କ ସହିତ ଗଢି ଉଠିଥିଲା ପ୍ରେମ ସମ୍ପର୍କ |

ଆଉ ପ୍ରେମିକ ଙ୍କର ଅନ୍ୟ ଜାଗାରେ ବିବାହ ଠିକ ହେଇ ଯିବାରୁ ରାଗି ଯାଇ ନିଜର ପ୍ରାଣ କୁ ହରାଇଛନ୍ତି ପ୍ରେମିକା ଜଣକ | ଆଉ ଘଟଣା ଟି କୁ ଲୁଚାଇବାକୁ ଯାଇ ପ୍ରେମିକ ଜଣକ ମଧ୍ୟ ଝିଅଟିର ମୃତ ଦେହକୁ ଲୁଚେଇବା ପାଇଁ ଚାହିଁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

 ତେବେ ଯାହା ଜଣା ପଡିଛି କି ପ୍ରେମ ସମ୍ପର୍କ ହେଲା କାଳ | ଆଉ ଯାହା ଜଣା ପଡିଛି କି ଝିଅ ଟିର ନା ହେଉଛି ଶୁଭଶ୍ରୀ ମହାପାତ୍ର, ଆଉ ପୁଅଟିର ନାମ ହେଉଛି ଚିତ୍ତରଞ୍ଜନ ଜେନା | ଆଉ ଯାହା ଜଣା ପଡିଛି କି ଦୁହି ଙ୍କର ଘର ହେଉଛି ଗୋଟିଏ ଗାଁ ରେ |

ଆଉ ଗୋଟିଏ ଗାଁ ରେ ହୋଇଥିବାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବହୁତ ନିବିଡ ଭାବରେ ଗଢି ଉଠିଥିଲା | ଆଉ ଦୁଇଜଣ Oyo, ମଧ୍ୟ ଯାଉଥିବାର କଥା ମଧ୍ୟ ଜଣା ପଡିଛି | ଆଉ ଦୁଇ ଜଣକ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା

 ଆଉ ପରେ ଝିଅଟିର ବିବାହ ଠିକ ହେଇଥିଲା, ଆଉ ଯେଉଁଠି ଝିଅଟି ମଧ୍ୟ ପୁଅ ସହିତ ଆଉ ସମ୍ପର୍କ ରଖି ନ ଥିଲା | କିନ୍ତୁ ପ୍ରେମ ସମ୍ପର୍କ କଣ ଲୁଚେଇଲେ ଲୁଚିଥାଏ | ତାହା ପୁଣି ପ୍ରକାଶ ପାଇବାକୁ ଲାଗିଲା, କିନ୍ତୁ ସେତେବେଳେ ଶୁଭଶ୍ରୀ ଙ୍କର ଗୋଟିଏ ପିଲା ମଧ୍ୟ ହୋଇସାରିଥିଲା |

ଆଉ ସେମିତି ସମୟରେ ପ୍ରେମିକ ଆଉ ପ୍ରେମିକା ଙ୍କ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ ହେବାକୁ ଲାଗିଥିଲା | ଆଉ ଦୁଇଜଣ Oyo ରେ ମଧ୍ୟ ଯାଇକି ଦେଖା କରୁଥିଲେ, ଆଉ ସମ୍ପର୍କ ମଧ୍ୟ ରଖୁଥିଲେ | ଆଉ ତାଙ୍କର ଏହି ସମ୍ପର୍କ ବଢ଼ିବାରେ ଲାଗିଥିଲା |ଆଉ ଯାହା ଜଣା ପଡିଛି କି ସ୍ୱାମୀ କାମକୁ ଗଲା ପରେ ପୁଅ କୁ ଟିଉସନ ଛାଡିବା ପାଇଁ ଯିବାକୁ କହିକି ଦେଖା କରିବାକୁ ଯାଉଥିଲେ ପ୍ରେମିକ ଚିତ୍ତ କୁ |

ଆଉ ସମ୍ପର୍କ ମଧ୍ୟ ରଖିବାକୁ ଲାଗିଥିଲେ | ଆଉ ଲୁଚି ଲୁଚି Oyo କୁ ମଧ୍ୟ ଯାଉଥିବାର ଜଣା ପଡିଛି | ତେବେ ଏଭଳି ସ୍ଥଳରେ ଥରେ ଘରେ ସ୍ୱାମୀ ନ ଥିବା ସମୟରେ ପ୍ରେମିକ ଙ୍କୁ ଡାକିଥିଲେ, ଆଉ ସେଠାରେ ପ୍ରେମିକ ଙ୍କ ର ବାହାଘର ଠିକ ହେଇଥିବା କଥା ମଧ୍ୟ ଶୁଣିଥିଲେ |

ଆଉ ପରେ ଚିତ୍ତ ଙ୍କର ମଧ୍ୟ ତାଙ୍କର ପ୍ରତି ଭଲ ପାଇବା କମିବାର ଦେଖି ଶୁଭଶ୍ରୀ ନିଜର ପ୍ରାଣ ହାରିଦେଇଥିଲେ | ଆଉ ଏଭଳି ଘଟଣା କୁ ଦେଖିବା ପରେ ପ୍ରେମିକ ତାଙ୍କ ମୃତ ଦେହକୁ ଯାଜପୁର ରେ ପକାଇ ଦେଇଥିଲେ | କିନ୍ତୁ ପରେ ଘଟଣା ର ତଦନ୍ତ ହେଇଥିଲା, ଆଉ ପ୍ରେମିକ ଜଣଙ୍କ ଡରରେ ଏଭଳି କରିଛନ୍ତି ଆଉ ତାଙ୍କର କିଛି ଭୁଲ ନାହିଁ ବୋଲି କହିଥିଲେ | ଯାହା ଏବେ ଏହି ଘଟଣାଟି ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ