Pregnancy Tips-ବାରମ୍ବାର ଚେଷ୍ଟା କଲା ପରେ ମଧ୍ୟ , ଯଦି ଆପଣଙ୍କ ଗର୍ଭ ରହୁ ନାହିଁ, ତାହେଲେ କରନ୍ତୁ ଏହି ତିନୋଟି ସହଜ ଘରୋଇ ଉପଚାର….
ବାରମ୍ବାର ଚେଷ୍ଟା ପରେ ମଧ୍ୟ ଯଦି ଆପଣଙ୍କ ଗର୍ଭ ରେ ପିଲା ରହୁ ନାହାନ୍ତି ତାହାଲେ କରନ୍ତୁ ଏହି ଉପାୟ । ପ୍ରତେକ ନାରୀ ଚାହିଁ ଥାଏ , ସେ କେମିତି ଗୋଟେ ପିଲା ଜନ୍ମ କରୁ ଓ ମା ଡାକ ଶୁଣୁ କିନ୍ତୁ ତାହା କିଛି କାରଣ ହେତୁ ମା ହେବ ସମ୍ଭବ ହୋଇ ନ ଥାଏ । କେହି ନାରୀ ମାନେ ଚାହିଁ ଥାନ୍ତି ବିବାହ ପରେ ଶୀଘ୍ର ପିଲା ଜନ୍ମ କରିବା ପାଇଁ , ପୁଣି କେହି କେହି1 ଭାବି ଥାନ୍ତି ପିଲା ଜନ୍ମ କଲେ ନିଜର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଥାଏ ।
ସେଥି ପାଇଁ ସେମାନେ ବହୁତ ଲେଟ ରେ ପିଲା ଜନ୍ମ କରି ଥାନ୍ତି । ତେବେ ବିବାହ ପରେ ଆପଣ ଯଦି ଲେଟ ରେ ପିଲା ଜନ୍ମ1 କରିବେ ତାହାଲେ ଆପଣ ବହୁତ ଅସୁବିଧା ରେ ପଡି ପାରନ୍ତି । ତେବେ ବିବାହ ପରେ ମଧ୍ୟ ଯଦି ଆପଣ ଶୀଘ୍ର ପିଲା ଜନ୍ମ କରନ୍ତି ତାହାଲେ ମା ଉପରେ ବହୁତ ଖରାପ ପ୍ରଭାବ ପଡି ପାରେ ।
ଆଜି ଆମେ ଆପଣଂକୁ ଜଣାଇବୁ ବାରମ୍ବାର ଚେଷ୍ଟା କଲେ ମଧ୍ୟ ଆପଣଙ୍କ ପେଟରେ ପିଲା ରହୁ ନାହିଁ । ପ୍ରଥମ କଥା ପିଲା ଜନ୍ମ କରିବା ପାଇଁ ପ୍ରଥମେ ଦୁଇଟି ମନ ମିଶିବା ନିହାତି ଆବଶ୍ୟକ । ତା ପରେ ନିଜ ଶରୀର ସାଥ ଦେଉ ଥିବା ଦରକାର ପିଲା ଜନ୍ମ କରିବା ପାଇଁ । ତାହାଲେ ଯାଇ ଆପଣ ପିଲା ଜନ୍ମ କରି ପାରିବେ । କିନ୍ତୁ କିଛି କ୍ଷେତ୍ର ରେ ଏ ସବୁ ଗୁଡିକ ଥାଇ ମଧ୍ୟ ଆପଣ ଙ୍କ ପେଟରେ ପିଲା ରହୁ ନାହଁ । ଏହାର କାରଣ 3 ଟି ଅଛି ଆସନ୍ତୁ ଜାଣିବା ।
1, ଆପଣ ମାନେ ସମସ୍ତେ ଜାଣି ଥିବେ ପିଲା ଜନ୍ମ କରିବା ପାଇଁ ନାରୀ ମାନଙ୍କର ମାସିକ ଋତୁ ସ୍ରାବ ହେଉ ଥିବା ନିହାତି ଆବଶ୍ୟକ ।ତେବେ ଯଦି ମାସିକ ଋତୁ ସ୍ରାବ ଆପଣଙ୍କ ପାଖରେ ଅନିୟମିତତା ଦେଖା ଦେଉ ଥାଏ । ତାହାଲେ ପିଲା ପେଟରେ ରହିବା ବହୁତ କଷ୍ଟ ହୋଇ ଥାଏ । ତେଣୁ ନାରୀ ମାନଙ୍କ ପାଖରେ ମାସିକ ଋତୁ ସ୍ରାବ ନିହାତି ହେଉ ଥିବା ଦରକାର ।
2, ଦ୍ୱିତୀୟ ରେ ଜାଣିବା ନାରୀଟି ଯଦି ଅଧିକ ମୋଟା ହୋଇ ଥାଏ , କିମ୍ବା ଡାଇବେଟିସ ରୋଗ ହୋଇ ଥାଏ । ତାହାଲେ ଗର୍ଭ ଧାରଣ କ୍ଷମତା କମି ଯାଇ ଥାଏ ।
3, ଋତୁ ସ୍ରାବ ର 7 ରୁ 21 ଦିନ ମଧ୍ୟ ରେ ଯଦି ସ୍ୱାମୀ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖି ଥାଏ , ତାହାଲେ ଗର୍ଭଧାରଣ କ୍ଷମତା ବଢି ଯାଇ ଥାଏ । ଯଦି ଶାରୀରିକ ସମ୍ପର୍କ ରହି ନ ଥାଏ ତାହାଲେ କମି ଯାଇ ଥାଏ । ପୁଣି କୁହା ଯାଏ ଯେ ନିଶା ଦ୍ରବ୍ୟ ସ୍ୱାମୀ ଖାଇଲେ ଗର୍ଭ ଧାରଣ କମି ଯାଇ ଥାଏ । ତେବେ ତିନୋଟି କାରଣ ଉପରେ ଟିକେ ଧ୍ୟାନ ଦିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।