ବଦଳିଲା ବିବାହ ନିୟମ; ଏଣିକି 18 ନୁହଁ ୨୧ ପୂର୍ବରୁ ଝିଅଙ୍କ ବିବାହ ମନା, କେନ୍ଦ୍ର କ୍ୟାବିନେଟରୁ ମିଳିଲା ମଞ୍ଜୁରି..ଯଦି କେହି ଏହି ନିୟମ କୁ ଉଲଂଘନ କରନ୍ତି ତେବେ ତାଙ୍କ ବିରୋଧ ରେ କୋଠର କାର୍ଯାନୁଷ୍ଠାନ….ସେୟାର କରି ଅନ୍ୟମାନଙ୍କୁ ସତର୍କ କରାନ୍ତୁ.

ଆମ ଭାରତ ର ସମ୍ବିଧାନ ର ବିଭିନ୍ନ ନୀତି ନିୟମ ଗୁଡିକ ରହିଛି। ଯାହା କୁ ସାରା ଭାରତ ବାସୀ ମାନିବା ପାଇଁ ବାଧ୍ୟ ଅଟନ୍ତି। ଏପରି ଅନେକ ଆଇନ ରହିଛି ଯାହାକୁ କି କେବେବି ଅମାନ୍ୟ କରି ହେବ ନାହିଁ। ଯଦି ଆଇନ କୁ କେହି ଆମାନ୍ୟ କରେ ତେବେ ତା ପାଇଁ ଆମ ସମ୍ବିଧାନ ରେ ଦଣ୍ଡ ବିଧାନ ର ଵ୍ୟଵସ୍ଥା ରହିଛି। ସେହି ଭଳି ଏକ ବିବାହ ସମ୍ବଧରେ ରହିଛି। ଆଇନ ଅନୁ ଯାୟୀ ଆମ ଭାରତରେ ଝିଅ ମାନଙ୍କ ର ବିବାହ ର ବୟସ ସୀମା 18 ଥିବା ବେଳେ ପୁଅ ମାନଙ୍କ ର ବୟସ ସୀମା 21 ରହିଥିଲା। କିନ୍ତୁ ଏବେ ଏହି ନିୟମ ବଦଳି ଯାଇଛି । ଝିଅ ମାନଙ୍କ ର ବିବାହ ବୟସ ପୁଅ ମାନଙ୍କ ସହ ସମାନ ଅର୍ଥାତ 18 ବର୍ଷ ରୁ 21 ବର୍ଷକୁ ବୃଦ୍ଧି କରି ଦିଆ ଯାଇଛି।

ବହୁ ଦିନ ଧରି ଏ ସମ୍ପର୍କ ରେ ଆଲୋଚନା ହୋଇ ଆସୁଥିଲା। 2020 ମସିହା ରେ ଆମର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟ ରେ ସୂଚନା ଦେଇ ଥିଲେ। ତେବେ ସେହି ନିୟମ ଏବେ ପାରିତ ହୋଇଛି। କେନ୍ଦ୍ର ସରକାର ଝିଅ ମାନଂମ ର ବିବାହ ବୟସ କୁ ବଦଳାଇ 18 ରୁ 21 କରି ଦେଇଛନ୍ତି। ଅର୍ଥାତ ଏବେ ପୁଅ ମାନଙ୍କ ଭଳି ଝିଅ ମାନଂକ ର ବିବାହ ବର୍ଷ 21 ଧାର୍ଯ୍ୟ କରା ଯାଇଛି।

ଝିଅ ମାନଙ୍କ ର ବିବାହ ବୟସ ବୃଦ୍ଧି କୁ ପ୍ରଥମେ ଲୋକ ସଭା ପରେ ରାଜ୍ୟ ସଭା ରେ ପାରିତ କରା ଯାଇଛି। କେବନେଟ ରେ ଏହା ପାରିତ ହେବା ପରେ ଏହି ନିୟମ ଲାଗୁ କରା ଯାଇଛି। ତେବେ ଏହି ନିୟମ ଲାଗୁ କରିବା ପୂର୍ବରୁ ଭିଭିନ୍ନ ବିଶ୍ୱ ବିଦ୍ୟାଳୟ ର ଅଧ୍ୟକ୍ଷ , ଆଇନ ଯିବି ଓ ବୁଦ୍ଧି ଯିବି ମାନଙ୍କ ର ପରାମର୍ଶ ନିଆ ଯାଇଛି। ଯାହା ଦ୍ୱାରା ଏହି ଆଇନ କୁ ପାରିତ କରା ଯାଇଛି।

ତେବେ ଯେଉଁ ମାନେ ଏହି ଆଇନ କୁ ଭଙ୍ଗ କରିବେ ସେମାନଙ୍କ ପାଇଁ କଠୋର ଦଣ୍ଡ ର ବ୍ୟବସ୍ଥା ରହିଛି। ଏହି ଆଇନ ଭଙ୍ଗ କରୁଥିବା ବ୍ୟକ୍ତି ମାନଙ୍କ ଜରି ମାନା ସହ ବିଭିନ୍ନ ପ୍ରକାର ର ଦଣ୍ଡ ବିଧାନ ର ବ୍ୟବସ୍ଥା ରହିଛି। ବର୍ତମାନ ର ସମାଜ କୁ ଦେଖି ଏହି ଭଳି ନିସ୍ପତି ନିଆ ଯାଇଛି। ଝିଅ ମାନଙ୍କ ର ଯେଉଁ ବୟସ ସୀମା 18 ରଖା ଯାଇଥିଲା ତାହା ବହୁତ କମ ବୟସ ବୋଲି ବୁଦ୍ଧି ଯିବି ମାନେ ମତ ଦେଇ ଛନ୍ତି। ସେଥି ପାଇଁ ଝିଅ ମାନଙ୍କ ର ବିବାହ ବୟସ କୁ ବଢ଼ାଇ 18 ପରିବର୍ତେ 21 ବର୍ଷ କରି ଦିଆ ଯାଇଛି। ଏହା କୁ ସମସ୍ତେ ଠିକ ଭାବରେ ମାନିବାକୁ ପରା ମର୍ଶ ଦିଆ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।