health tips- ବିବାହ ପରେ ଅଧିକ ଶା-ରୀ-ରିକ ସ-ମ୍ପ-ର୍କ ରଖିଲେ ନାରୀ ମାନଙ୍କ ର କେଉଁ ସବୁ ଜିନିଷ ହୋଇ ଯାଏ ବଡ। ଜାଣନ୍ତୁ ଏହା ପଛର କାରଣ …..

ପୁରାତନ କାଳ ରେ ସମ୍ବନ୍ଧ ରଖିବା ବାକୁ ହେଲେ ବହୁତ କିଛି ନିୟମ ମାନିବାକୁ ପଡୁଥିଲା। କିନ୍ତୁ ଏବେ ଏସବୁ ସାଧାରଣ କଥା ହୋଇ ଗଲାଣି। ବର୍ତମାନ ର ଯୁବ ପିଢ଼ି ବିବାହ ପୂର୍ବରୁ ଶାରୀରିକ ସମ୍ଭନ୍ଧ ରଖିବାକୁ ମଧ୍ୟ ପଛାଉ ନାହାନ୍ତି। ଏହା ସହ ବିବାହ ପରେ ମଧ୍ୟ ଶାରୀରିକ ସମ୍ଭନ୍ଧ ରଖିବାରେ କୌଣସି ପ୍ରକାର ର ନିୟମ ମାନିବାକୁ ପଡୁନାହିଁ। ତେବେ ଶାରୀରିକ ସମ୍ବନ୍ଧ ରଖିବା ଫଳରେ ଦେହ ଓ ମନ ଭଲ ରହିବା ସହ ଆମ ଶରୀର ରେ ଅନେକ ପ୍ରକାର ର ଭଲ ପ୍ରଭାବ ଦେଖିବାକୁ ମିଳେ।

ତେବେ କିଛି କଥା ଅନୁସାରେ ଯେଉଁ ନାରୀ ମାନେ ଶଆରୀରିକ ସମ୍ବନ୍ଧ ଲେଖନ୍ତି ସେମାନେ ଅଧିକ ମୋଟା ହେଇ ଯାଆନ୍ତି ବୋଲି କୁହା ଯାଏ। ଆଉ କେତେ କ ଙ୍କ ମତରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ନାରୀ ମାନେ ଅଧିକ ସୁନ୍ଦର ହୋଇ ଯାଇଥାନ୍ତି। ତେବେ ଏହି କଥା ଗୁଡିକ କେତେ ଦୂର ସତ ଓ କେତେ ଦୂର ମିଛ ତାହା ଆମେ ଆଜି ଜାଣିବା।

ପ୍ରଥମେ ଜାଣିବା ସମ୍ବନ୍ଧ ରଖିବା ଦ୍ୱାରା ନାରୀ ମାନେ କଣ ପାଇଁ ମୋଟା ହୋଇ ଯାଆନ୍ତି। ତେବେ ଏହା କିଛି ମାତ୍ରା ରେ ସତ। କାହିଁକି ନା ଶାରୀରିକ ସମ୍ବନ୍ଧ ରଖିବା ଫଳରେ ନାରୀ ମାନଙ୍କ ମନ ଭଲ ରହିଥାଏ। ଶରୀର ସତେଜ ଲାଗେ ଓ ଏହା ସହ ଭୋକ ମଧ୍ୟ ଲାଗି ଥାଏ। ଯାହା ଫଳରେ ଅଧିକ ଖାଇବା ଓ ବିଶ୍ରାମ ନେବା ଦ୍ୱାରା ନାରୀ ମାନଙ୍କ ର ଶରୀର ରେ ପରି ବର୍ତନ ଆସିଥାଏ। ଯାହା ଫଳରେ ସେମାନେ ମୋଟା ହୋଇ ଯାଇ ଥାଆନ୍ତି।

ଅନ୍ୟ ଏକ କଥା ହେଉଛି କି ସମ୍ବନ୍ଧ ରଖିବା ପରେ ନାରୀ ମାମେ କାହିଁକି ସୁନ୍ଦର ଦେଖା ଯାଆନ୍ତି। ତେବେ ଏହାର ଉତ୍ତର ହେଉଛି କି ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇ ଥାଏ। ଯାହା ଫଳରେ ଶରୀର ସତେଜ ହୋଇ ଉଠେ। ଆମେ ଜାଣୁ ଯେ ଅଧିକ ଚିନ୍ତା କରିବା ଦ୍ୱାରା ଏହା ଆମ ଶରୀର ଉପରେ ବହୁତ କୁ ପ୍ରଭାବ ପକାଇ ଥାଏ। ଯାହା ଫଳରେ ଆମ ଶରୀର ବହୁତ ମଳିନ ଓ ଚିନ୍ତା ଗ୍ରସ୍ତ ହୋଇଯାଏ।

କିନ୍ତୁ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱରା ଚିନ୍ତା ଦୂର ହୋଇଥାଏ। ଯାହା ଓହଳରେ ଏହା ର ସୁ ପ୍ରଭାବ ଆମର ଶରୀର ଓ ତ୍ୱଚା ଉପରେ ପଡି ଥାଏ। ସେଥି ପାଇଁ ନାରୀ ମାନେ ଅଧିକ ଆକର୍ଷଣୀୟ ଓ ସୁନ୍ଦର ଦେଖା ଯାଆନ୍ତି।

ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଅନେକ ପ୍ରକାର ର ଲାଭ ମିଳିଥାଏ। ଶରୀର ଓ ମନ ଭଲ ରହିଥାଏ। ସେଥି ପାଇଁ ଉଭୟ ମହିଳା ଓ ପୁରୁଷ ମାନେ ଶାରୀରିକ ସମ୍ବନ୍ଧ ରଖିବା କୁ ଚାହିଁଥାନ୍ତି । ତେବେ ଆଜି କାଲି ଏହା ଏକ ସାଧାରଣ କଥା ହୋଇ ଗଲାଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।