viral ଭିଡ଼ିଓ – ଜଙ୍ଗଲ ଭିତରୁ ରୁପା ଧରିଲେ ପିଣ୍ଟୁକୁ ଆଉ କାନ ଧରି କହିଲେ ଏମିତି ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ଭିଡିଓ ସବୁ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରାଲ ମଧ୍ୟ ହେଉଛି । ଆଉ ୟୁଟ୍ୟୁବ ରେ ତ ଆପଣ ମାନେ ବିଭିନ୍ନ ପ୍ରକାର ର ଭିଡିଓ ଦେଖି ଥିବେ ।

ଆଉ ଅନେକ ଭିଡିଓ ବହୁତ ଭାଇରାଲ ମଧ୍ୟ ହୋଇଥାଏ । ଆଉ ଆପଣ ମାନେ ତ ସମସ୍ତେ ତ ୟୁଟ୍ୟୁବ ର ରୂପା ପିଣ୍ଟୁ ଆଉ ଖୁସି ଆକାଉଣ୍ଟ ବିଷୟ ରେ ଜାଣି ଥିବେ । ଆଉ ଏବେ ସେ ୟୁଟ୍ୟୁବ ରେ ଅନେକ ପ୍ରକାର ର ଭିଡିଓ ଭ୍ଲୋଗ କରୁଛନ୍ତି । ଆଉ ଲୋକ ମାନେ ଏହି ୟୁଟ୍ୟୁବର ଙ୍କୁ ବହୁତ ଭଲ ପାଆନ୍ତି ।

ଆଉ ସମସ୍ତେ ଏ ମାନଙ୍କର ଭିଡିଓ ଦେଖି ବହୁତ ଖୁସି ମଧ୍ୟ ହୋଇଥାନ୍ତି । ଆଉ ଏମାନ ଙ୍କର ଭିଡିଓ ବହୁତ ପପୁଲାର ହୋଇଥାଏ । ଆଉ ରୂପା ପିଣ୍ଟୁ ଙ୍କ ର ଏହି ସବୁ ଭିଡିଓ ଲୋକ ମାନଙ୍କୁ ବହୁତ ପସନ୍ଦ ଆସୁଛି । ଆଉ ଏବେ ରୂପା ପିଣ୍ଟୁ ଆଉ ଆଲବମ୍ ମଧ୍ୟ କରୁଛନ୍ତି ।

ଆଉ ତାଙ୍କର ଆଲବମ୍ ସବୁ ବହୁତ ଫେମସ୍ ମଧ୍ୟ ହେଉଛି । ଆଉ ଏବେ ରୂପା, ପିଣ୍ଟୁ ଆଉ ଖୁସି ତାଙ୍କ ୟୁଟ୍ୟୁବ ରେ ଏକ ଭିଡିଓ ସେୟାର କରିଛନ୍ତି । ଆଉ ସେ ତାଙ୍କ ଭ୍ଲୋଗ ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ କରୁଛନ୍ତି । ଆଉ ସେ ଏବେ ତାଙ୍କ ନୂଆ ଆଲବମର ସୁଟିଂ ଭିଡିଓ ବନେଇ ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ।

ଆଉ ଅରମାନ ମ୍ୟୁଜିକ ତରଫ ରୁ ନୂଆ ଆଲବମ୍ ଆସିବାକୁ ଯାଉଛି ଯାହାର ନାମ ହେଉଛି ମେଘ ନନ୍ଦିନୀ ବୋଲି ପିଣ୍ଟୁ କହିଛନ୍ତି । ଆଉ ସେଠାକୁ ପିଣ୍ଟୁ, ରୂପା ଆଉ ତାଙ୍କ ଝିଅ ଖୁସି କୁ ନେଇକି ଯାଇ ନାହାନ୍ତି ସେଇଥି ପାଇଁ ସେମାନେ ଭିଡ଼ିଓ କଲ୍ ରେ କଥା କହୁଥିଲେ ସେଠାରେ ରୂପା କାନ୍ଦୁଥିଲେ ।

ଏହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଆଲବମ ର ସୁଟିଂ ହେଉଛି କେଉଁଝର ରେ କେଉଁଝର ରେ ବହୁତ ଭଲ ଭଲ ଲୋକେସନ ରହିଅଛି । ପିଣ୍ଟୁ ଖୁସି ଙ୍କ ସହିତ କଥା କହିଲେ ତାପରେ ସେମାନେ ଚାହା ପିଇଲେ ଓ ରେଷ୍ଟ କଲେ । ରାତିରୁ ୩:୫୦ ଟା ରୁ ବାହାରି କି ଗଲେ ସୁଟିଂ ପାଇଁ ସେଠାରେ ପହଁଚିଲେ ସକାଳେ ଓ ତାପରେ ସେମାନେ ସୁଟିଂ ଆରମ୍ଭ କରିବେ ।
ତେବେ ତାଙ୍କର ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେଉଅଛି ଏବଂ ତାଙ୍କର ଏହି ଭିଡ଼ିଓ ଟି କୁ ଦେଖିବା ପରେ ଅନେକ ଲୋକ ମାନେ ତାଙ୍କର ପ୍ରଶଂସା କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ରୂପା ଓ ପିଣ୍ଟୁ ଓଡ଼ିଆ ଆଲବମ ଜଗତ ରେ ଏକ ସଫଳତମ ଯୋଡ଼ି ଭାବରେ ପରିଚିତ ହେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।