Pregnacy Tips – ସ୍ୱାମୀ ଓ ସ୍ତ୍ରୀଙ୍କ ଏହି ଭୁଲ ପାଇଁ ଜନ୍ମ ହୋଇଥାଏ,”ଜାଆଁଳା ଛୁଆ”-Gupta Katha

ଆପଣ ମାନେ ସମସ୍ତେ ଜାଣନ୍ତି କି ଜଣେ ମହିଳା ମାତୃତ୍ୱ ଲାଭ କରିବା ସେମାନଙ୍କ ପାଇଁ କେତେ ଗୁରୁତ୍ୱ ହୋଇ ଥାଏ। ମା ହୋଇ ସାରିବା ପରେ ନାରୀ ଜୀବନ ଟା ସାର୍ଥକ ହୋଇ ଥାଏ। ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ସନ୍ତାନ ଟିଏ ପାଇଁ ଇଚ୍ଛା ପ୍ରକାଶ କରି ଥାନ୍ତି। ବର୍ତମାନ ସମୟରେ ଆମ ସମ୍ବିଧାନ ଅନୁସାରେ 18 ବର୍ଷ ରୁ ଉର୍ଦ୍ଧ ଝିଅ ମାନଙ୍କ ର ବିବାହ ପାଇଁ ଯୋଗ୍ୟ ବୋଲି କୁହା ଯାଇଛି।

ଯଦି ଝିଅ ଟି 18 ବର୍ଷ ରେ ବିବାହ କରେ ତେବେ ବିବାହ ର 2 ରୁ 3 ବର୍ଷ ଭିତରେ ଅର୍ଥାତ 20 ରୁ 21 ବର୍ଷ ଭିତରେ ସିଏ ସନ୍ତାନ ଟିଏ ଜନ୍ମ ଦେଇ ଥାଏ। ଏହା ସହ ପିଲା ଟି ଜନ୍ମ ହେବା ପୂର୍ବରୁ ମା ଟି ନିଜର ସନ୍ତାନ କୁ ନେଇ କେତେ କଣ ସ୍ୱପ୍ନ ଦେଖି ଥାଏ। ମା ଟିଏ ଏକ ସୁସ୍ଥ ସବଳ ସୁନ୍ଦର ଓ ବୁଦ୍ଧିମାନ ପିଲା ଟି ଜନ୍ମ ଦେବା ପାଇଁ ଇଚ୍ଛା ପ୍ରକାଶ କରି ଥାଏ।

ତେବେ ବର୍ତମାନ ସମୟରେ ଅଧିକାଂଶ ମହିଳା ମାନେ ଯାଆଁଳା ପିଲା କୁ ଜନ୍ମ ଦେଉଛନ୍ତି ଯାହା କି ବର୍ତମାନ ସମୟରେ ଏକ ସାଧାରଣ କଥା ହୋଇ ଗଲାଣି। ଯାହା ଫଳରେ ସେମାନେ ଚାହୁଁଥିବା ଅନୁସାରେ ପିଲା ଗୁଡିକ ସୁସ୍ଥ ସବଳ ଓ ବୁଦ୍ଧିମାନ ହୋଇ ନଥାନ୍ତି। ଏହା ସହ ଉଭୟ ମା ଓ ପିଲା ମାନଙ୍କୁ ବହୁତ କଷ୍ଟ ହୋଇ ଥାଏ। ତେବେ ଆସନ୍ତୁ ଜାଣିବା ଯାଆଁଳା ପିଲା କଣ ପାଇଁ ହୋଇ ଥାଏ।

ତେବେ ଗାଁ ଗହଳି ରେ ଏପରି କଥା ରହିଛି ଯେ ଯଦି ନାରୀ ଜଣଙ୍କ ପିଲା ହେବା ପୂର୍ବରୁ ଯାଆଁଳା ଫଳ ଖାଇ ଥାଏ ତେବେ ସେହି ସ୍ତ୍ରୀ ଲୋକ ର ଯାଆଁଳା ଛୁଆ ହୋଇ ଥାଏ। କିନ୍ତୁ ବୈଜ୍ଞାନିକ ମାନେ ଅନେକ ପରୀକ୍ଷା କରି ସେଥିରୁ ଯାଆଁଳା ପିଲା ହେବାର କେତେକ ଗୁରୁତ୍ୱ ପୂର୍ଣ କାରଣ ପ୍ରକାଶ କରି ଛନ୍ତି। ଏକଥା କୁ ପ୍ରକାଶ କରିଛନ୍ତି କି କାହିଁକି ଶୁକ୍ରାଣୁ ଟି ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ଭୃଣ ରେ ପରିଣତ ହୋଇ ଥାଏ ଓ ଯାଆଁଳା ପିଲା ହୋଇ ଥାଏ।

ତେବେ ଏହାର କାରଣ ଗୁଡିକ ମଧ୍ୟରୁ ଗୋଟେ ହେଉଛି କି ଯଦି ମହିଳା ଜଣଙ୍କ ଅଧିକ ପରିମାଣ ରେ ଗର୍ଭନିରୋଧକ ବଟିକା ଖାଇଥାନ୍ତି ତେବେ ଏହା ହେବାର ସମ୍ଭାବନା ବହୁତ ଥାଏ। ଏହା ସହ ମହିଳା ଜଣଙ୍କ ର ବଂଶ ରେ ଆଗରୁ ଯଦି କାହାରି ଯାଆଁଳା ପିଲା ହୋଇ ଥାଆନ୍ତି ତେବେ ମଧ୍ୟ ଯାଆଁଳା ପିଲା ହେବାର ସମ୍ଭାବନା ଅଧିକ ଥାଏ। ଏହା ସହ ଅଧିକ ଆମିଷ ଖାଦ୍ୟ ଖାଇଲେ ମଧ୍ୟ ଯାଆଁଳା ପିଲା ହୋଇପାରେ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।