ଦେଖନ୍ତୁ Viral ଭିଡିଓ- ଅଷ୍ଟମ ଶ୍ରେଣୀ ଛାତ୍ର କୁ 8 ଥର ଛୁରୀ ଭୁଷିଲେ ଏହି ଯୁବକ….ଘଟଣାଟି ଜାଣିଲେ ଆପଣଙ୍କ ଛାତି ଥରି ଉଠିବ…
ଆଜି ଏକ ଭିଡିଓ ବହୁତ ଭାବରେ ଭାଇରାଲ ହେବାରେ ଲାଗିଛି । ଯାହା ଆପଣ ମାନେ ମଧ୍ୟ ସେହି ଭିଡିଓ ଟିକୁ ଦେଖି ସାରି ଥିବେ । ତେବେ ଗୋଟେ ଅଷ୍ଟମ ଶ୍ରେଣୀ ର ଝିଅ ଅସଦାଚରଣ କୁ ବିରଧ କରିବାରୁ ଜଣେ ଯୁବକୁ ତାକୁ ସାତ ଥର ଭୁଜାଲି ରେ ମାରି ଦେଇଛି । ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେବାରେ ଲାଗିଛି । ଆଜି କାଲି କୋଳି ଯୁଗରେ ଯେ କେହିବି ଭଲ କାମ କଲା ତାକୁ ଲୋକ ମାନେ ବହୁତ ବିରଧ କରୁ ଛନ୍ତି । ଖରାପ ଲୋକଙ୍କୁ ଏ ସମାଜ ବହୁତ ଭଲ ପାଉଛି ।
ଆପଣ ମାନେ ଭାବୁ ଥିବେ ଏହି ଘଟଣା ଟି ମିଛ କିନ୍ତୁ ଏହି ଘଟଣା ଟି ପ୍ରକୃତ ରେ ସତ । ଏ ହେଉଛି କୋଳି ଯୁଗ ଏଠି ସବୁ କିଛି ହେଇ ପାରିବ। ଏଠି ସମସ୍ତେ ଭଲ ଆଉ ବେଳ ପଡିଲେ ସମସ୍ତେ ଖରାପ ହୋଇ ଯାଉ ଛନ୍ତି । ତେବେ ଆଜି ଆମେ ସେହି ଘଟଣା ବିଷୟରେ କହିବା ପାଇଁ ଯାଉଛୁ ଯେଉଁ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେବାରେ ଲାଗିଛି ।
ତେବେ ଘଟଣା ଟି ହେଉଛି ପଞ୍ଜାବ ରେ ଦେଖିବା ପାଇଁ ମିଳିଛି । ପଞ୍ଜାବ ର ନାଗପୁର ଜିଲ୍ଲାର ଗୁରୁଣ୍ଡି ଥାନା ଅନ୍ତର୍ଗତ ଏହି ଘଟଣା ଟି ସାମ୍ନା କୁ ଆସିଛି । ତେବେ ଜଣେ ଯୁବକ ଜଣେ ଛୋଟ ପିଲାକୁ ମାରି ଦେଇଛି । ତେବେ ଯୁବକ ଟି ଗୋଟେ ଝିଅ କୁ ଭଲ ପାଉ ଥିଲା । ସେ ପ୍ରଥମେ ସେହି ଝିଅ ସହିତ ଭଲ ସଂପର୍କ ରଖି ଥିଲା । ଝିଅ ମଧ୍ୟ ବହୁତ ଭଲ ପାଉ ଥିଲା । ପୁଅ ମଧ୍ୟ ଝିଅ ଟିକୁ ବହୁତ ଭଲ ପାଉ ଥିଲା । କିନ୍ତୁ ପୁଅ ଭଲ ପାଉ ଥିଲା , କିନ୍ତୁ କିଛି ସ୍ୱାର୍ଥ ପାଇଁ ସେ ବହୁତ ଭଲ ପାଉ ଥିଲା । ତେବେ ସେହି ସ୍ୱାର୍ଥ ଟି ହେଉଛି ଦେହ ସମ୍ପର୍କ । ତେବେ ଏହି ଦେହ ସମ୍ପର୍କ ସରିବା ପରେ ସେହି ଝିଅ ଟିକୁ ଛାଡି ଦେଇ ଥିଲା ।
ଛାଡି ଦେବା ଫୋଳରେ ଝିଅ ଟି ବହୁତ କାନ୍ଦି ଥିଲା । କିନ୍ତୁ ପୁଅ ଟି ତାକୁ ଛାଡି ତାକୁ ପଳେଇ ଯାଇ ଥିଲା । କିନ୍ତୁ କିଛି ଦିନ ପରେ ସେହି ଅଷ୍ଟମ ଶ୍ରେଣୀରେ ପଢୁ ଥିବା ଝିଅ , ଏହି ଘଟଣା ଟିକୁ ବିରଧ କରି ଥିଲା । ଏବଂ ସେ ଥାନା ରେ ମଧ୍ୟ ଅଭିଯଗ କରି ଥିଲା । ଯାହା ଫୋଳରେ ସେ ଯୁବକ ଟି ବହୁତ ରାଗି ଯାଇ ଥିଲା । ଆଉ ତା ପରେ ସେ ତାକୁ ଏକା ଦେଖି 16 ସେକେଣ୍ଡ ରେ 15 ଥର ପେଟରେ ଭୁଜାଲି ପୁରେଇ ମାରି ଦେଇ ଥିଲା । ଏବେ ସେହି ଘଟଣା ଟି ବହୁତ ଭାଇରାଲ ହେବାରେ ଲାଗିଛି । ଏହା ଏକ ବହୁତ ଲଜ୍ୟା ଜନକ କଥା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।