ସାବିତ୍ରୀ ବ୍ରତରେ ବୋହୂ ଫେରାର। ପୂଜା ସାମଗ୍ରୀ ଆଣିଵି କହି ୩ ବର୍ଷର ପୁଅ ଓ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହ ବହୁ ଫେରାର,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ସାବିତ୍ରୀ ବ୍ରତରେ ମାର୍କେଟିଂ କରି ଯିବି କହି ବଜାରକୁ ଗଲେ ଆଉ ବୋହୂ ସେହିଠାରୁ ଫେରାର ହୋଇଗଲେ। ଘରେ ରହିଛି ୩ ବର୍ଷର ପୁଅ ଏବଂ ସ୍ଵାମୀ ବାହାର୍ ରାଜ୍ୟ କେରଳରେ କାମ କରୁଛନ୍ତି। ଗତ ଶନବାର ଦିନ ବୋହୂ ସାବିତ୍ରୀ ବ୍ରତ ପାଇଁ ପୂଜା ସାମଗ୍ରୀ କିଣା କିଣି କରିବେ କହି ମାର୍କେଟ ବାହାରି ଯାଇଥିଲେ ସେହିଠାରୁ ସେ ଫେରାର ହୋଇ ଯାଇଥିବାର କୁହାଯାଉଛି।
ବୋହୂ ପ୍ରତିଦିନ ଭଳି ଗାଧୁଆ ପାଧୁଆ ସରିବା ପରେ ରୋଷେଇ କଲେ ଏହା ପରେ ଶାଶୁକୁ କହିଲେ ଟିକେ ଦେଖିବ ମୁଁ ସାବିତ୍ରୀ ବ୍ରତ ପାଇଁ ଟିକେ ମାର୍କେଟ ଯିବି ପୂଜା ପାଇଁ କିଛି ସାମଗ୍ରୀ ଆଣିବି ଆଉ ତା ପରେ ସେ କୁଆଡେ ଫେରାର ହୋଇ ଯାଇଛନ୍ତି।
ଏହା ପରେ ଶାଶୁ ଘର ଲୋକେ ଆସି ବଙ୍ଗଳା ଥାନରେ ବୋହୂର ଫେରାର ହୋଇଯିବାର ଅଭିଯୋଗ ଦେଇଛନ୍ତି।ତେବେ ଶାଶୁ ଘର ଲୋକଙ୍କ ଅଭିଯୋଗ ପରେ ବୋହୂ ଫେରିଛନ୍ତି ସଫେଇ ଦେବା ପାଇଁ ଥାନାକୁ। ଆଉ ସଫେଇ ଦେଇ କହିଛନ୍ତି ମୁଁ ମୋ ନିଜ ଇଚ୍ଛାରେ ଯାଉଛି। ହେଲେ କୁଆଡେ ଯାଇଛନ୍ତି କାହା ସହ ଯାଇଛନ୍ତି ଶାଶୁ ବି କିଛି ଧରି ପାରୁ ନାହାଁନ୍ତି।
ତେବେ ସାବିତ୍ରୀ ବ୍ରତ ପରି ଦିନରେ ମହିଳା ଜଣକ କାହିଁକି ନେଇ ଗଲେ ଏଭଳି ଏକ ନିଷ୍ପତି। କେଉଁ କାରଣ ପାଇଁ ମହିଳା ଜଣକ ଘର ଛାଡିଛନ୍ତି ଆଉ ଆସିବା ପାଇଁ ଚାହୁଁ ନାହାଁନ୍ତି ତେବେ ଏ ନେଇ ବଙ୍ଗଳା ଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡି ଗ୍ରାମର ଶଶୁର ପ୍ରଭାକର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।
ତେବେ ଶନିବାର ଦିନ ୧୧ଟା ସମୟରେ ପ୍ରଭାକର ବେହେରାଙ୍କ ସାନ ବୋହୂ ଯମୁନା ବେହେରା ତାଙ୍କ ୩ ବର୍ଷର ପୁଅକୁ ଛାଡ଼ି ଅନ୍ୟ ଯାଆଙ୍କ ସହିତ ସାବିତ୍ରୀ ବ୍ରତର ପୂଜା ସାମଗ୍ରୀ କିଣା କିଣି କରିବା ପାଇଁ ଏକ ଅଟୋରେ ବଙ୍ଗଳା ମାର୍କେଟକୁ ଆସିଥିଲେ।
ତେବେ ଯାଆ ମାନେ ମାର୍କେଟରୁ କିଣା କିଣି କରୁଥିବା ସମୟରେ ଯମୁନା ମୋବାଇଲ ସଜାଡ଼ିବା ପାଇଁ ମୋବାଇଲ ଦୋକାନକୁ ଯାଇଥିଲେ। ଏହା ପରେ ଯାଆ ମାନେ ଆଉ ଯମୁନାଙ୍କୁ ପାଇ ନଥିଲେ ଏହାପରେ ସେମାନେ ଯମୁନାଙ୍କ ଶାଶୁ ଘର ଲୋକଙ୍କୁ ଖବର ଦେଇଥିଲେ।ଖବର ପାଇ ଶାଶୁ ଘର ଲୋକ ବଙ୍ଗଳା ମାର୍କେଟ ଆସି ବୋହୂକୁ ଖୋଜା ଖୋଜି କରିଥିଲେ। ବହୁ ସମୟ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ଯମୁନା ବାବଦରେ କିଛି ପତ୍ତା ମିଳି ନଥିଲା।
ତେବେ ୩ ବର୍ଷର ପୁଅକୁ ଛାଡି ମହିଳା ଜଣକ କାହିଁକି ନେଇ ଗଲେ ଏଭଳି ନିଷ୍ପତି। ଏନେଇ ଶଶୁର ଘର ଲୋକେ ଅଭିଯୋଗ କଲା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ହେଲେ ବୋହୂ ଯମୁନା ଆସି ନିଜ ଇଚ୍ଛାରେ ଯାଇଛନ୍ତି ବୋଲି ଥାନାରେ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।