shocking ଭିଡ଼ିଓ – omg ! ବର୍ଷା ପାଣିରେ , ଭାସିଗଲା ପିଡିଏସ ଚାଉଳ ବୋଝେଇ ଟ୍ରକ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟଲାଗିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହ ମୌସୁମୀ ଟ୍ରଫ୍‌ ଲାଇନ୍‌ ଲଘୁଚାପ କ୍ଷେତ୍ର ମଧ୍ୟ ଦେଇ ଗତି କରୁଛି। ଏହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ନେଘୁଆ ରହିବା ସହ ବର୍ଷା ଲାଗ ରହିଛି ।

ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଣୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୨ରୁ ବଢିବ ବର୍ଷା ପରିମାଣ। ଆଜି ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର ।

ପାଣିରେ ଭାସିଗଲା ଟ୍ରକ୍‌ । ବନ୍ୟା ଜଳରେ ଭାସିଗଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ । ବିଜାପୁରରେ ପ୍ରବଳ ବର୍ଷା ପରେ ବର୍ଷା ଜଳ ନିଷ୍କାସନ ଚାଲିଛି । ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବର୍ଷାଜଳ ନିଷ୍କାସନରେ ଏକ ଟ୍ରକ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିଛି ।

ସୂଚନାନୁସାରେ ଭୋପାଳ ପାଟନମ୍ ସବଡିଭିଜନର ମେଟ୍ଟୁପାଲ୍ଲୀ ଗାଁର ବର୍ଷା ଜଳ ନିଷ୍କାସନରେ ବିଜାପୁର ଜିଲ୍ଲାରୁ ପିଡିଏସ୍ ରେସନ ଭର୍ତ୍ତି ଏକ ଟ୍ରକ୍ ଏହି ବର୍ଷାରେ ଧୋଇ ହୋଇଯାଇଛି । ରବିବାର ସକାଳ ୭ଟାରେ ଏହି ଘଟଣା ଘଟିଛି।

ଲଗାଣ ବର୍ଷା ଯୋଗୁ ପୋଲ ଉପରେ ପାଣି ଚାଲୁଥିଲା। ଠିକ୍ ଏତିକି ବେଳେ ରାସ୍ତା ଉପରେ ଟ୍ରକ୍‌ଟି ଆଉ ଗଡ଼ି ନଥିଲା। ଟ୍ରକ୍ ଟି ୫, ୬ଫୁଟ୍ ରେ ଚାଲୁ ଥିଲା ଠିକ୍ ସେତିକି ସମୟରେ ଟ୍ରକ୍ ଟି ର ଭାରସ୍ୱାମ ଡ୍ରାଇଭର ସମ୍ଭାଳି ପାରି ନ ଥିଲେ ପାଣିର ସୁଅ ଏତେ ପ୍ରଖର ଥିଲା ଯେ ଟ୍ରକ୍‌ଟି ଧିରେ ଧିରେ ଏହା ପାଣି ଭିତରକୁ ଟାଣି ହୋଇ ଯାଇଥିଲା।

ଏହାକୁ ଦେଖି ଟ୍ରକ୍ ଡ୍ରାଇଭର ସେଠୁ ବାହାରି ଆସିଥିଲେ ହେଲେ ପିଡିଏସ୍ ରୁ ଆସିଥିବା ଚାଉଳ ଟ୍ରକ୍ ଟି ପାଣି ର ସୁଅ ଏତେ ପ୍ରଖର ଥିଲା ଯେ ଟ୍ରକ୍‌ଟି ଧିରେ ଧିରେ । ଏହାର କିଛି ସମୟ ପରେ ଟ୍ରକ୍‌ଟି ଭାସି ଯାଇଥିଲା ଓ ଚାଉଳ ଟ୍ରକ୍ ଟି ଓଲଟି ଓଲଟି ଯାଇ ତଳେ ଗଡି ଯାଇ ପଡ଼ିଥିଲା ।

ଡ୍ରାଇଭର ଟି ର ଜୀବନ ବଞ୍ଚିଯାଇଥିଲା ପ୍ରବଳ ବର୍ଷା ଜଳ ନିଷ୍କାସନରେ ବିଜାପୁର ଜିଲ୍ଲାରୁ ପିଡିଏସ୍ ରେସନ ଭର୍ତ୍ତି ଏକ ଟ୍ରକ୍ ଏହି ବର୍ଷାରେ ଧୋଇ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲୁ ଥିବାରୁ ନଦୀର ପଛୁଆ ଜଳରେ ଏହି ରାସ୍ତା ସବୁ ବୁଡ଼ି ଯାଇଥିବାର ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁ ଗୋଦାବରୀ ନଦୀ ଦ୍ୱିତୀୟ ବିପଦ ସଙ୍କେତ ଉପରେ ରହିଛି।

ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ପ୍ରବଳ ବର୍ଷାର ଜଗୁ ଘୂର୍ଣ୍ଣିବଳୟ ସୃଷ୍ଟି ହେଇଛି।ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କି.ମି. ରହିବ ବୋଲି ଆକଳନ କରାଯାଉଛି । ୨୭ ତାରିଖରେ ବାତ୍ୟା ଦୁର୍ବଳ ହୋଇ ପୁଣି ଅବପାତ ହେବ। ଏହାପରେ ମାଲକାନଗିରି ଦେଇ ଛତିଶଗଡ଼ ଅଭିମୁଖେ ଅଗ୍ରସର କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।