viral ଅଡିଓ call – ସାର ମୋତେ ଟିକେ ପାସ କରେଇଦିଅ,ମୋ ରୁମ କୁ ଏବେ ଆସନ୍ତୁ ମୋ ଦେହ କୁ ଉପଭୋଗ କରନ୍ତୁ |ଏମିତି କହିଲେ ଛାତ୍ରୀ ଦେଖନ୍ତୁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଦୁନିଆ ରେ ପ୍ରଥମ ଗୁରୁ ବାପା ମା ପରେ ଦ୍ୱିତୀୟ ଗୁରୁ ଶିକ୍ଷକ ହୋଇ ଥାନ୍ତି । କାରଣ ଗୁରୁ ଆମକୁ ଖରାପ ରାସ୍ତା ରୁ ଭଲ ରାସ୍ତା କୁ ଆଣି ଥାନ୍ତି । ଦୁନିଆ ସହିତ କେମିତି ମିଶିବା ପାଇଁ ହୁଏ ତାହା ଆମକୁ ଶିଖେଇ ଥାନ୍ତି । ଆମକୁ ସେ ସଂସ୍କାର ଶିଖାଇ ଥାନ୍ତି । ଯାହା କି ଆମେ ବଡ଼ ବଡ଼ ଲୋକଙ୍କ ସହିତ ନିର୍ଭୟ ରେ କଥା ହୋଇ ପାରୁ । କିନ୍ତୁ ଯଦି ଶିକ୍ଷକ ହୋଇ ଭକ୍ଷକ ସାଜିବ ତାହାଲେ ଏ ସମାଜକାହା ଉପରେ ବିଶ୍ୱାସ ଓ ଭରସା କରିବ ।

ଦୁନିଆ ରେ ଏମିତି କିଛି ଗୁରୁ ଅଛନ୍ତି ଯେଉଁ ମାନେ କି ଛାତ୍ର ମାନେ ଅବାଟ କୁ ଯାଉ ଥିଲେ ତାଙ୍କୁ ବାଟ କୁ ଆଣି ଥାନ୍ତି । କିନ୍ତୁ ଆଜି କାଲି ଦୁନିଆ ଏମିତି ହେଲାଣି ଛାତ୍ର ଯଦି ଅବାଟ କୁ ଯାଉଛି , ତାକୁ ଶିକ୍ଷକ ଆହୁରି ଅବାଟ କୁ ଠେଲି ଦେଉ ଛନ୍ତି । ଆଜି ଆମେ ଏତେ କଥା କହିବାର କାରଣ ଜାଣିଲେ , ଆପଣ ମାନଙ୍କ ପାଦ ତଳୁ ମାଟି ଖସି ଯିବ । ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ।

 ଆଜି ଏକ ମୋବାଇଲ କଲ ଓଡ଼ିଓ ଭାଇରାଲ ହୋଇଛି । ଯେଉଁ ଅଡ଼ିଓ ରେ ଜଣେ ଛାତ୍ରୀ ଓ ଜଣେ ଶିକ୍ଷକ କଥା ହେଉ ଥିବାର ଜଣା ଯାଉଛି । ତେବେ ଓଡ଼ିଓ ରେ ଛାତ୍ରୀ ଜଣକ ତାର ଶିକ୍ଷକ କୁ ରାତି ଅଧ ରେ ଘରକୁ ଡାକୁଛି ଓ କହୁଛି ଆସ ଦୁଇ ଜଣ ମିଶି ଗୋଟିଏ ବେଡ଼ ରେ ଶୋଇବା ।

ଘଟଣା ଟି ଆପଣ ମାନେ ଯେତେ ସରଳ ଭାବୁ ଛନ୍ତି ସେତେ ସରଳ ନୁହେଁ ଆଜ୍ଞା । ସେପ୍ଟେମ୍ବର ପାଞ୍ଚ ତାରିଖ ଦିନ ରାତ୍ରି 10 pm ରେ ଛାତ୍ରୀ କଲ କରି ଥିଲା ତାର ଗୁରୁ ଙ୍କୁ । ତା ପରେ କହି ଥିଲା ତାର ମାର୍କ ବଢାଇବା ପାଇଁ । ସେ କହି ଥିଲା ସେ ସବୁ ବିଷୟ ରେ ପାସ କରି ଯିବ କିନ୍ତୁ ବାଇଲଜି ରେ ପାସ କରି ପାରିବ ନାହିଁ ।

ସେଥି ପାଇଁ ସେ କହି ଥିଲା , ବାଇଲଜି ରେ ଯଦି ପାସ କରି ପାରିବ ନାହିଁ ତାହାଲେ ତାଙ୍କ ବାପା ପିଟିବେ ବୋଲି । ତେଣୁ ସେ ଶିକ୍ଷକ ଙ୍କୁ କହି ଥିଲା ରାତ୍ରି ରେ ତାଙ୍କ ଘରକୁ ଆସିବା ପାଇଁ ଆଉ ଗୋଟିଏ ବେଡ଼ ଶୋଇବା ପାଇଁ । ଆଉ ତା ପରେ ବାଇଲଜି ରେ ମାର୍କ ବଢାଇବା ପାଇଁ ।

ଏହି କଥା ଶିକ୍ଷକ ଶୁଣି ମଧ୍ୟ ବହୁତ ଖୁସି ହୋଇ ଯାଇ ଥିଲେ । ଆଉ କହି ଥିଲେ ସେ ରାତି ରେ ଯିବେ ବୋଲି । ତେବେ ଶିକ୍ଷକ ବିବାହ କରି ସାରି ଛନ୍ତି । ଏଥିରେ ଶିକ୍ଷକ ଛାତ୍ରୀ ଉପରେ ରାଗିବା କଥା କିନ୍ତୁ ସେମିତି ନାହିଁ ଶିକ୍ଷକ ମଧ୍ୟ ବେଡ଼ ରେ ଶୋଇବା ପାଇଁ ରାଜି ହୋଇ ଯାଇ ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ