ରାତିରେ ଶୋଇବା ବେଳେ ଅସହ୍ୟ ଗୋଡ଼ ବିନ୍ଧୁଛି କି ? କରନ୍ତୁ ଏହି ଉପାୟ । Dr Samuel Bidyasagar ସ୍ପେସିଆଲ୍

ଟେଷ୍ଟ ଲେସ ଲେଗ ର ଲକ୍ଷଣ । ଏହା ଏକ ଏମିତି ଏକ ରୋଗ ଯେଉଁଥିରେ କି ଲୋକ ଟି ଶୋଇଲା ବେଳେ ତାର ଗୋଡ଼ ଦୁଇଟିକୁ ଜୋରରେ କଚଡ଼ିବା ବା ଏପଟେ ସେପଟ ହଲେଇବ। କାହିଁକି ନା ତାକୁ ବହୁତ ଅଶ୍ୱସ୍ଥ କର ଲାଗି ଥାଏ। ଏହି ସମସ୍ୟା ପାଞ୍ଚ ପ୍ରତିଶତ ଯୁବ ଓ ଦଶ ପ୍ରତିଶତ ବୃଦ୍ଧ ମାନଙ୍କ ଠାରେ ଦେଖା ଦେଇ ଥାଏ। ଏହା ହେବାର ବିଭିନ୍ନ ପ୍ରକାର କାରଣ ଗୁଡିକ ରହି ଥାଏ। ତେବେ ଆସନ୍ତୁ ଜାଣିବା ଏହା ର ଲକ୍ଷଣ ଓ ଚିକିତ୍ସା ବିଷୟରେ।

ଏହାର ଲକ୍ଷଣ।

ଯଦି ରୋଗୀ ଜଣଙ୍କ ଶୋଇବା ବେଳେ ହଠାତ ଉଠିପଡ଼ି ଗୋଡ଼କୁ ଚିପିବ କିମ୍ବା ଗୋଡ଼କୁ ଭାଙ୍ଗିବ ଓ କିମ୍ୱା ଗୋଡ କୁ ତକିଆ ରେ ବାଡ଼େଇବ । ଏହା ସହ କୌଣସି ଉପାୟରେ ଶୋଇବା ପାଇଁ ଚେଷ୍ଟା କଲେ ମଧ୍ୟ ଶୋଇପାରେ ନାହିଁ। କାରଣ ତାର ଗୋଡ ଦୁଇଟି ବହୁତ ବିନ୍ଧି ଥାଏ।

ଯାହାର ଏହି ରୋଗ ହୋଇ ଥାଏ ସେ ରାତିରେ ଟିକେ ବି ଶାନ୍ତିରେ ଶୋଇ ପାରେ ନାହିଁ। ତେଣୁ ସକାଳୁ ଉଠିଲା ପରେ ତାକୁ ନିଦୁଆ ନିଦୁଆ ଲାଗିବା ସହ ତାହାର ପ୍ରତିଦିନ ର ଜୀବନଶୈଳୀ ବିଗିଡି ଯାଇ ଥାଏ। ଯାହା ଫଳରେ ସେ ମେଣ୍ଟାଲ ଡିପ୍ରେସନ କୁ ଚାଲି ଯାଇ ଥାଏ ଓ ବାଧ୍ୟ ହୋଇ ଡାକ୍ତର ଙ୍କ ପାଖକୁ ଯାଇ ଥାଏ।

ଏହାର ଚିକିତ୍ସା କଣ?

ଏହାର ବିଭିନ୍ନ ପ୍ରକାର ର ଚିକିତ୍ସା ରହିଛି। ସେଗୁଡିକ ହେଉଛି ଡାଏଟ ନିୟନ୍ତ୍ରଣ କରିବା, ଘରୋଇ ଉପଚାର କରିବେ କିମ୍ବା ମେଡ଼ିସିନ ଖାଇବେ। ସାଧାରଣତଃ ଦହି କ୍ଷୀର ଛେନା ଏସବୁ ଖାଇଲେ ଆମ ଶରୀର ର ଭେପାଳିନ ସ୍ତର ହ୍ରାସ ପାଇ ଥାଏ। ଯାହା ଫଳରେ ଏହି ରୋଗ ଆପଣଙ୍କ ଠାରେ ଦେଖା ଦେଇ ଥାଏ। ତେଣୁ ଆପଣ ଖାଦ୍ୟରେ କିଛି ଏପରି ଖାଦ୍ୟ ସାମିଲ କରିବା ଉଚିତ ଯାହାକି ଆପଣଙ୍କୁ ଏହି ସମସ୍ୟା ରୁ ମୁକ୍ତି ଦେବ।

ଆପଣ ମୁଗ ବୁଟ ସହ ଗଜାବାଲା ଜିନିଷ ମଧ୍ୟ ଖାଇ ପାରିବେ। ଏହା ସହ ନଟସ କାଜୁ ବାଦାମ କଙ୍କଡା ଓ ସବୁଜ ପନି ପରିବା ଇତ୍ୟାଦି ଖାଦ୍ୟ ଖାଇବା ଦ୍ୱାରା ଏଥିରେ ଭରପୁର ଆଇରନ ରହିଥାଏ। ଯାହା କି ଆପଣଙ୍କ ର ଗୋଡ ସମସ୍ୟା ରୁ ଆପଣଙ୍କୁ ମୁକ୍ତି ଦେଇ ଥାଏ।

ଏହା ସହ ଦହି ଛେନା ଓ ପନିର ଆଦିକୁ ବାରଣ କରିବା ଆବଶ୍ୟକ। ଏହା ସହ ଗର୍ଭବତୀ ସମୟରେ ମଧ୍ୟ ଆମ ଶରୀର ରେ ଅନେକ ହରମନ ପରିବର୍ତନ ଦେଖା ଦେଇ ଥାଏ। ଯାହାକି ଗୋଡ ବିନ୍ଧିବା ଭଳି ସମସ୍ୟା ର କାରଣ ହୋଇ ଥାଏ। ମନେ ରଖନ୍ତୁ ଆପଣ ମଟନ, ଚିଲି ଆଦି ଖାଦ୍ୟ ଠାରୁ ଦୂରେଇ ରହିଲେ ଆପଣଙ୍କ ପାଇଁ ଭଲ। ଏହି ସବୁ କଥା ପ୍ରତି ଗୁରୁତ୍ୱ ଦେଲେ ଆପଣ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।