OMG ! ଆଶ୍ଚର୍ଯ୍ୟ ଜନକ ପିଲା ଓଡ଼ିଶାର ଏହି 4 ବର୍ଷର ପିଲାର ବୁଦ୍ଧି ଦେଖିଲେ ଆପଣଙ୍କ ହୋସ ଉଡିଯିବ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ । ମାତ୍ର ୪ବର୍ଷ ବୟସ ରେ ଠିକ୍ ସେ କଥା କହିପାରୁନଥିବା ଏହି ପୁଅ ଦେଉଛି ଶହଶହ ପ୍ରଶ୍ନର ଉତର । ଯେ କୌଣସି ବିଷୟ ରେ ପାଟିରୁ କଥା ନସରୁଣୁ ଦେଇ ଦେଉଛି ଉତର ।କୁନି ବୟସ ରେ ଅସାଧାରଣ ପ୍ରତିଭାର ଅଧିକାରୀ କଟକ ରେ ମାତ୍ର ୪ବର୍ଷ ବୟସରେ ଖନେଇ ଖନେଇ କଥା କହୁଥିବା ଏହି ପୁଅ ନିକଟରେ ରହିଛି ବଚିକ୍ଷଣ ପ୍ରତିଭା ।

ଯେ କୌଣସି ବିଷୟରେ ପ୍ରଶ୍ନ ପଚାରିବା ମାତ୍ରେ ପାଟିରୁ କଥା ନସରୁଣୁ ମିଳି ଯାଉଛି ଫଟାଫଟ୍ ଉତର । ଧର୍ମଗ୍ରନ୍ଥ ଠୁ ଆରମ୍ଭ କରି ପୁରୁଣା, ସଂସ୍କୃତି, ସାଧାରଣଜ୍ଞାନ, ଜଣା ଅଜଣା ଭଳି ସବୁ ପ୍ରଶ୍ନର ଉତର ମନେ ରଖିଛି ଏହି କୁନି ପୁଅ ।

କୋମଳମତି ବୟସରୁ ଏତେ ବିଚିଷଣ ପ୍ରତିଭା ଦେଖିବା କୁ ମିଳିଛି ତାଙ୍କ ସେହି ପିଲା ଙ୍କ ନିକଟରେ । ତାଙ୍କ ଗ୍ରାମ ର ନାମ ଗଣେଶ ପୁର ତାଙ୍କ ବାପା ଙ୍କ ନାମ ବିଚାରକ ଓ ମା ଙ୍କ ନାମ ତପ୍ନରହୁ ଥାନା ନରସିଂହ ପୁର ଓ ତାଙ୍କ ବ୍ଲକ ନାମ ନରସିଂହ ପୁର ।

ନରସିଂହ ପୁର ର ତହସିଲ୍ ଦାର ନାମ ଶ୍ରୀ ଯୁକ୍ତ ସତ୍ୟ ସୁନ୍ଦର୍ ରାଉତ୍ । ଏହି ସବୁ ର ଉତ୍ତର ଦେଇଥିଲେ ସେହି ବୟସ ରେ ଆରବ ଏହି ସମସ୍ତ ଜିନିଷକୁ ମନେ ରଖିଛନ୍ତି । ଇଂରାଜୀ ଶବ୍ଦ ଯାହାକି କିଛି ଭାରତୀୟଙ୍କ ପାଇଁ ଅସମ୍ଭବ ହୋଇଥାଏ ତାକୁ ଆରବ ମାତ୍ର ୪ ବର୍ଷ ବୟସରେ ମନେ ରଖିଛନ୍ତି ।

ଯେତେବେଳେ ଆରବଙ୍କ ଇଣ୍ଟରଭିୟୁ ନିଆଗଲା ତେବେ ସେ ପ୍ରଥମେ ନିଜ ବିଷୟରେ କହିଲେ ଓ କହିଲେ କି ଏହି ସବୁ ଜିନିଷ ତାଙ୍କର ମାତା ପିତା, ଜେଜେ ମା, ଜେଜେ ବାପା, ମାଉସୀ, ମାଇଁ, ଅଜା, ଆଈ ଓ ଶିକ୍ଷକ ମାନେ ତାଙ୍କୁ ଶିଖାଇଛନ୍ତି ।

ତାଙ୍କର ମାଙ୍କୁ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଯେତେବେଳେ ସେ ବହୁତ ଛୋଟ ଥିଲା ଅର୍ଥାତ ବର୍ଷେ ବି ତାକୁ ପୁରା ହୋଇ ନ ଥିଲା ଓ ସେ କଥା ବି କହୁ ନ ଥିଲା ସେହି ସମୟରେ ଯଦି ମୁଁ ତାକୁ ପାଠ ଉପରେ କିଛି ବି କହିବି ତେବେ ସେ ବହୁତ ଇଚ୍ଛାର ସହ ଶୁଣୁଥିଲା ।

ଆମେ ସମସ୍ତେ ନୋଟିସ କରିଲୁ କି ସେ ପାଠ ପଢା ଉପରେ ବହୁତ ଫୋକସ କରୁଛି ।ବଡ ବଡ ନେତା ଯେମିତି କି ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ଭଳି ନେତା ମାନେ ବି ତାଙ୍କର ପ୍ରଶଂସା କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବି ଆରବ ମାତ୍ର ୪ ବର୍ଷର ଅଟନ୍ତି ଓ ଏବେ ଠାରୁ ହିଁ ସେ ଏତେ ପ୍ରତିଭାଶାଳୀ ଅଟନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଯେଉଁ ବୟସରେ ପିଲାମାନେ କିଛି ବି ଜାଣି ପାରନ୍ତି ନାହିଁ, କେବଳ ତାଙ୍କର ଧ୍ୟାନ ଖେଳ ଓ ଖେଳଣା ଉପରେ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।