ଆପଣ ମାନଙ୍କ ପାଖରେ ବି କ’ଣ ପୁରୁଣା 1 ଟଙ୍କିଆ ନୋଟ୍ ଅଛି କି ? ତେବେ ଦେଖନ୍ତୁ 1 ଟଙ୍କା ବଦଳରେ ଆପଣଙ୍କୁ ମିଳିବ 7 ଲକ୍ଷ ଟଙ୍କା ଜାଣନ୍ତୁ କିପରି……

ପୁରୁଣା ନୋଟ ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । 1 ଟଙ୍କିଆ ନୋଟ ବଦଳ ରେ ଆପଣ 7 ଲକ୍ଷ ଟଙ୍କା ପାଇ ପାରିବେ । କେବଳ 1 ଟଙ୍କିଆ ନୋଟ ଏସ ଯେ ଡବ୍ଲୁ ଙ୍କର ଦସ୍ତଖତ ରହି ଥିବା ଦରକାର । ତେବେ ଯଦି ଆପଣଙ୍କ ପାଖରେ ଏକ ଟଙ୍କିଆ ନୋଟ ଅଛି ତାହାଲେ ଆପଣ ସମ୍ପୂର୍ଣ୍ଣ ରୂପରେ ଧନୀ ହୋଇ ଯିବେ । ଯଦି ଜଣେ ଭିକାରୀ ପାଖରେ ଏହି ଏକ ଟଙ୍କିଆ ନୋଟ ରହିଛି ତାହାଲେ ଭିକାରୀ ମଧ୍ୟ ଗୋଟେ ଭଲ ଘରେ ରହି ପାରିବ ।

ତେବେ ଆପଣ କେବଳ ପଇସା ଡଟ କମ ରେ ନିଜ ନାମ ଇମେଲ ଆଇଡି ଦେଇ ଦିଅନ୍ତୁ , ସେମାନେ ଆସି ସେହି ଆପଣଂକୁ 7 ଲକ୍ଷ ଟଙ୍କା ଦେଇ ସେହି ଏକ ଟଙ୍କିଆ ନୋଟ ଟିକୁ ନେଇ ଯିବେ । ତେବେ ବନ୍ଧୁ ମାନେ ଆଉ ଡେରି ନ କରି ସିଧା ଯାଇ ସେହି ଏକ ଟଙ୍କିଆ ନୋଟ କୁ ଖଜନ୍ତୁ । ଯେଉଁ ଥିରେ ଏସ ଯେ ଡବ୍ଲୁ ଙ୍କର ଦସ୍ତଖତ ଥିବ । ଆଉ ଆପଣ ମଧ୍ୟ ଜଣେ ବଡ ଧନୀ ହୋଇ ଜାନ୍ତୁ ।

ଠିକ ସେହି ଭଳି 1945 ମସିହା ର ଏକ ଟଙ୍କିଆ ନୋଟ ଯଦି ଆପଣଙ୍କ ପାଖରେ ଥାଏ ତାହାଲେ ଆପଣ 2 ଲକ୍ଷ ଟଙ୍କା ପାଇ ପାରିବେ । ତେବେ ଏହା କାଗଜ ନୋଟ ହୋଇ ଥିବା ଦରକାର । ଠିକ ସେହି ଭଳି ଯଦି ଆପଣଙ୍କ ପାଖରେ 1967 ମସିହା ର ନୋଟ ଯଦି ଆପଣ ଘରେ ଅଛି ତାହାଲେ ଆପଣ ପାଇ ପାରିବେ 95 ହଜାର ଟଙ୍କା , କେବଳ ଏଥିରେ ରାଣା ସିଂହ ର ଦସ୍ତକତ ଥିବା ଦରକାର । ଠିକ ସେହି ଭଳି ଆଗରୁ ଯୋଉ 20 ପଇସା ବାହାରୁ ଥିଲା , ସେହି ପଇସା ରେ ଆଗ ପାରିରେ କିଛି ଗଛ ଥିବା ଓ ପଛ ପାରିରେ ଅସକ ସ୍ତମ୍ଭ ଥିବା ପଇସା ଯଦି ଆପଣ ପାଇ ଥାନ୍ତି ତାହାଲେ ଆପଣ 80 ହଜାର ଟଙ୍କା ପାଇ ପାରିବେ ।

ବନ୍ଧୁ ମାନେ ଏହି ପଇସା ର ଦସ୍ତକତ ଏବଂ ମସିହା ଲେଖି ନିୟନ୍ତୁ ଏବଂ ଘରେ ଖଜନ୍ତୁ କାଳେ ସେହି ପଇସା ଆପଣଙ୍କ ପାଖରେ ଥାଇ ପାରେ । ଯଦି ସେହି ପଇସା ଆପଣଙ୍କ ପାଖରେ ଥାଏ ଆପଣ ବହୁତ ଧନୀ ହୋଇ ଯିବେ । ଠିକ ସେହି ପରି ଯଦି ଆପଣଙ୍କ ପାଖରେ 1 ଟଙ୍କିଆ ନୋଟ 1986 ମସିହାରେ ଥାଏ ତାହାଲେ ଆପଣ 46 ହଜାର ଟଙ୍କା ପାଇ ପାରିବେ । ଯଦି ଆପଣଙ୍କ ପାଖରେ 1995 ମସିହାର ଏକ ଟଙ୍କିଆ ନୋଟ ଥାଏ , ତାହାଲେ ଆପଣ 37 ହଜାର ଟଙ୍କା ପାଇ ପାରିବେ । ତାହାଲେ ବନ୍ଧୁ ମାନେ ଯଦି ସେହି ପଇସା ଆପଣଙ୍କ ପାଖରେ ଥାଏ , ତାହାଲେ ଆପଣ ପଇସା ବଜାର ଡଟ କମ ରେ ନିଜର ଇମେଲ ଆଇଡି ଦେଇ ପାରିବେ । ଦେଲା ପରେ ସେମାନେ ଆସି ଆପଣଙ୍କ ଘରେ ପହଂଚି ଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।