ଓଃ..କି…ଡାନ୍ସ ….ଅଙ୍ଗନୱାଡି ଦିଦିଙ୍କ ସମ୍ବଲପୁରୀ ନାଚ! ମାତ୍ର ୪ ଘଣ୍ଟାରେ ୬୦ milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।
ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ।
ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ।
ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ନିଜ ହସ କୁ ନିୟନ୍ତ୍ରଣ କରିପାରିବେ ନାହିଁ ଆଉ ହସି ହସି ବେଦମ ହୋଇଯିବେ।
ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଜଣେ ଅଙ୍ଗନବାଡ଼ି କର୍ମୀ ଙ୍କ ର ଏକ ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ହସି ହସି ପାଗଳ ହୋଇଯିବେ। ତେବେ ଭିଡ଼ିଓ ଟିରେ ଦେଖା ଯାଇଛି କି ଅଙ୍ଗନବାଡି କର୍ମୀ ଜଣଙ୍କ କୌଣସି ଏକ ମିଟିଂ ରେ ଅଛନ୍ତି ଯେଉଁ ଠାରେ ତାଙ୍କ ସହ ଆହୁରି ଅନେକ ଅଙ୍ଗନବାଡି କାର୍ଯ୍ୟ କର୍ମୀ ମାନେ ଉପସ୍ଥିତ ରହିଛନ୍ତି। ତେବେ ତା ଭିତରେ ଜଣେ ଅଙ୍ଗନବାଡ଼ି କର୍ମୀ ଆଗକୁ ଆସି ତାଙ୍କର ଡ୍ୟାନ୍ସ ର କମାଲ ଦେଖାଇଛନ୍ତି ଆଉ ସେ ଏହିପରି ଡ୍ୟାନ୍ସ କରିଛନ୍ତି ଯେଉଁ ଡ୍ୟାନ୍ସ ଆପଣ ଆଗରୁ କେବେ ଦେଖି ନଥିବେ।
ତେବେ ଅଙ୍ଗନବାଡି କର୍ମୀ ଜଣଙ୍କ ଗୋଟିଏ ସମ୍ବଲପୁରୀ ଗୀତ ରେ ଏହିପରି ଅଜବ ଗଜବ ଡ୍ୟାନ୍ସ କରିଛନ୍ତି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଆଉ ଯେଉଁ ଭଳି ବିନା ମିୟୁଜିକ ର ତାଳ ରେ ସେ ପୁରା ଝୁମିକି ଡ୍ୟାନ୍ସ କରୁଛନ୍ତି , କମର ହଲାଇ ଏମିତିକା ଅଜବ ଡ୍ୟାନ୍ସ କରୁଛନ୍ତି ତାହା ଦେଖିଲେ ଚକିତ ଲାଗୁଛି।
ତେବେ ତାଙ୍କର ଏହି ଡ୍ୟାନ୍ସ ଟି ହୁଏତ ସମ୍ପୂର୍ଣ୍ଣ ଡ୍ୟାନ୍ସ ହୋଇନଥାଇ ପାରେ ମାତ୍ର ଏହା ଆପଣ ମାନଙ୍କୁ ଏଣ୍ଟଟେନମେଣ୍ଟ ନିଶ୍ଚିତ ଭାବରେ କରାଇବ। ତେବେ ଭିଡ଼ିଓ ଟିକୁ କେହି ଜଣେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହା ବର୍ତ୍ତମାନ ନିଆଁ ପରି ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ କୁ ଯିଏ ଦେଖୁଛନ୍ତି ହସି ହସି ବେଦମ ହୋଇଯାଇଛନ୍ତି ତେବେ ଆପଣ ମଧ୍ୟ ଭିଡ଼ିଓ ଟିକୁ ଥରେ ଦେଖନ୍ତୁ ଏବଂ ମଜା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।