Exclusive Video – ମୁଁ ଜଣଙ୍କୁ ଭଲ ପାଉଥିଲି ..ମୋତେ ଖୋଜିବନି ତାଙ୍କ ସହ ସ୍ୱଇଚ୍ଛାରେ ପଳେଇ ଆସିଛି…ମୁଁହ ଖୋଲିଲେ ନିଖୋଜ ଛାତ୍ରୀ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ନିଶ୍ଚିତ ଭାବରେ ଅନେକ ସମୟରେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିର୍ଯାତନା ର ଘଟଣା ସାମ୍ନାକୁ ଆସୁଥିବାର ଆପଣ ଦେଖିବାକୁ ପାଉଥିବେ। ଏଭଳି ଘଟଣା ଆଜିର ସମାଜରେ ଅନେକ ସମୟରେ ବୃଦ୍ଧି ପାଉଥିବା ର ଲକ୍ଷ୍ୟ କରାଯାଏ।
ଅନେକ କ୍ଷେତ୍ରରେ କିଛି ମହିଳା ପ୍ରତିବାଦ କରୁଥିବା ବେଳେ ଆଉ କିଛି ସାମାଜିକ ପ୍ରତିଷ୍ଠା ଏବଂ ଭୟ ପାଇଁ ଚୁପ୍ ହୋଇ ରହି ଯାଆନ୍ତି। ତେବେ ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ବୋଧ ହୋଇଥାଏ।
ତେବେ ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି।ମୁଁ ସୁଭାସିନୀ ମଲିକ୍ କହୁଛି ମୁଁ ମେଶ୍ ରେ ରହି ପଢୁଥିଲି।
ଜୁଲାଇ ୨ ରେ ମୁଁ ମୋ ହଷ୍ଟେଲ ରୁ ମୁଁ ପଳେଇ ଆସିଲି। ନିଜ ଶ୍ବଇଚ୍ଚା ରେ। ଏବେ ବହୁତ ଦନ୍ଦ ଲାଗିଛି ମୁଁ କୁଆଡେ ପଳେଇ ଯାଇଛି। କୁଆଡେ ଗଲା କଣ କଲା ବହୁତ କିଛି କଥା ସବୁଠାରେ ଖେଳି ଯାଇଛି।ତ ମୁଁ ସମସ୍ତ ଙ୍କ ଦ୍ବନ୍ଦ ଦୂର କରିବା ପାଇଁ ଏହି ଭିଡିଓ ଟି ବନଇଛି। ମୁଁ ଚାହୁଁନି ମୋ ପାଇଁ ଏତେ ସବୁ କଷ୍ଟ ପାଆନ୍ତୁ ନାହିଁ। ମୋ କଲେଜ ମୋ ପରିବାର ଲୋକ ସମସ୍ତେ।
ସେଥିପାଇଁ ବାଧ୍ଯ୍ଯ ହୋଇ ଭିଡିଓ ଟି ବନଇଛି। ମୁଁ ଗୋଟେ ପୁଅକୁ ଭଲ ପାଉଥିଲି। ଏବଂ ମୁଁ ତାଙ୍କ ସହ ହିଁ ଆସିଛି। ଆମ ଘରେ ମଧ୍ଯ୍ଯ ଜାଣିଥିଲେ କିନ୍ତୁ ରାଜି ନଥିଲେ। ମୁଁ ତାଙ୍କୁ ହିଁ କହିଲି ମତେ ଆସି ନେଇଯାଉ। ତାଙ୍କର କିଛି ଭୁଲ୍ ନାହିଁ ମୋ ନିଜ ଇଚ୍ଛା ରେ ମୁଁ ଆସିଛି ।
ତେଣୁ ମୁଁ ମୋ ଖୁସି ରେ ମୋ ଦୁଖିତ ରେ ରହିବି ତ ଦୟାକରି ମତେ ଆଉ ଖୁଜନ୍ତୁ ନାହିଁ। ଏଭଳି ଘଟଣା ଆଜିର ସମାଜରେ ଅନେକ ସମୟରେ ବୃଦ୍ଧି ପାଉଥିବା ର ଲକ୍ଷ୍ୟ କରାଯାଏ। ଅନେକ କ୍ଷେତ୍ରରେ କିଛି ମହିଳା ପ୍ରତିବାଦ କରୁଥିବା ବେଳେ ଆଉ କିଛି ସାମାଜିକ ପ୍ରତିଷ୍ଠା ଏବଂ ଭୟ ପାଇଁ ଚୁପ୍ ହୋଇ ରହି ଯାଆନ୍ତି।
ତେବେ ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ବୋଧ ହୋଇଥାଏ। ତେବେ ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି।
ତ ମୁଁ ସମସ୍ତ ଙ୍କ ଦ୍ବନ୍ଦ ଦୂର କରିବା ପାଇଁ ଏହି ଭିଡିଓ ଟି ବନଇଛି। ମୁଁ ଚାହୁଁନି ମୋ ପାଇଁ ଏତେ ସବୁ କଷ୍ଟ ପାଆନ୍ତୁ ନାହିଁ। ମୋ କଲେଜ ମୋ ପରିବାର ଲୋକ ସମସ୍ତେ। ସେଥିପାଇଁ ବାଧ୍ଯ୍ଯ ହୋଇ ଭିଡିଓ ଟି ବନଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।