astrology tips – ଆଜିଠାରୁ ଏହି ୪ ଟି ରାଶି ରୁହନ୍ତୁ ସତର୍କ,ମାଡିଆସିବ ଭୟଙ୍କର ବିପଦ ଜଣାନ୍ତୁ କେଉଁ କେଉଁ ରାଶି ଗୁଡିକ….

ରାଶି ଚକ୍ର ରେ 12 ଗୋଟି ରାଶି ରହିଛି। ଏହି ରାଶି ଗୁଡିକ ର ଗ୍ରହ ଚାଳନା ର ପ୍ରଭାବ ସିଧା ସଳଖ ସେହି ରାଶିର ବ୍ୟକ୍ତି ଉପରେ ପଡିଥାଏ। ପ୍ରତ୍ୟକ ବ୍ୟକ୍ତି ର କୁଂଣ୍ଡଳୀ ଏବଂ ଜାତକ ଏହି ରାଶି ମାନଙ୍କ ସହିତ ଜଡିତ ଥାଏ। ଏହି ଗ୍ରହ ମାନଙ୍କ ର ଚାଳନା କିଛି ଉପରେ ଶୁଭ ଫଳ ପ୍ରଦାନ କରିଥାଏ!

ତ ଆଉ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇ ଥାଏ। ତେବେ ଆମେ ଜାଣିବା ଯେ କେଉଁ ରାଶି ଗୁଡିକ ରେ ଆସନ୍ତା କାଲି ଠାରୁ ଗ୍ରହର କୁ ପ୍ରଭାବ ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି 4 ଟି ରାଶି ଗୁଡିକ ବିଷୟରେ।

ପ୍ରଥମେ ରହିଛି ମିଥୁନ ରାଶି । ଲୋକ ପ୍ରିୟତା ହ୍ରାସ ପାଇବ। ନିଜର ଆସ୍ଥା ହରାଇ ବସିବେ। ଅର୍ଥ ଅଭାବ ଅନୁଭବ କରି ପାରନ୍ତି। ଆକସ୍ମିକ କୌଣସି କଳହ ରେ ପଡି ପାରନ୍ତି। ଆର୍ଥିକ କ୍ଷତି ସହିବେ। ପାଇଥିବା ଦ୍ରବ୍ୟ ହରାଇବେ। କୌଣସି ଏକ ବଡ ଧରଣର ଯୋଜନା ରେ ପରିବର୍ତନ କରିବେ। ପରିବାର ରେ ଜଞ୍ଜାଳ ବଢିବ। ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ। କୌଣସି ଆତ୍ମୀୟ ମାନଙ୍କ ଦ୍ଵାରା ଅସୁବିଧା ରେ ପଡି ପାରନ୍ତି। ଆପଣ ଙ୍କ ପାଇଁ ପ୍ରତି କାର ହେଉଛି। ଗାଈ କୁ ଖାଇବାକୁ ଦିଅନ୍ତୁ।

ଦ୍ୱିତୀୟ ରେ ହେଉଛି ଧନୁ ରାଶି। ଆପଣ ଙ୍କ ର ମାନସିକ ଅଶାନ୍ତି ବଢ଼ିପାରେ। ଦୁର ବନ୍ଧୁ ଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି। ଅଯଥା କାମ ରେ ପଇସା ବିନିଯୋଗା କରିବେ। ଅବାଞ୍ଛିତ ପରିସ୍ଥିତି ରେ ପଡିବେ। ଶାରୀରିକ କଷ୍ଟ ଭୋଗିବେ। ଅସୁବିଧା ର ଆବାସ ପାଇବେ। କୌଣସି ଜାଗା ରୁ ଅପମାନିତ ହୋଇ ପାରନ୍ତି। ପରିବାର ରେ କଳହ ସୃଷ୍ଟି ହୋଇ ପାରେ। ଆପଣ ଙ୍କ ପାଇଁ ପ୍ରତିକାର ହେଉଛି କୌଣସି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ।

ତୃତୀୟ ରେ ହେଉଛି ବୃଷ ରାଶି। ଅର୍ଥାଭାବ ର ଆଭାସ ମିଳିବ। ନିଜର ପରିବେଶ ରେ ପରିବର୍ତନ ହେବ। ମାନ ସମ୍ମାନ ରେ ହାନି ଘଟିବ ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ। ପରିବାର ରେ ବିଶୃଙ୍ଖଳା ହୋଇ ପାରେ। ଉପରିସ୍ଥ କତ୍ତୃପକ୍ଷ ଙ୍କ ଚାପ ପଡିବ।

ଆଳସ୍ୟ ଅନୁଭବ କରି ପାରନ୍ତି। ହଠାତ ଦୁର୍ଘଟଣା ଗସ୍ତ ହୋଇ ପାରନ୍ତି। ମାନସିକ ଉଦବେଗ ବଢିବ। କାର୍ଯ୍ୟ ରେ ଅଵୋନ୍ନତି ଘଟିବ। ଆପଣ ଙ୍କ ପାଇଁ ପ୍ରତିକାର ହେଉଛି ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଲିଶା ପାଠ କରନ୍ତୁ।

ଚତୁର୍ଥ ରେ ହେଉଛି ମୀନ ରାଶି । ଭୟଭୀତ ଭିତରେ ସମୟ ଅତିବାହିତ ହେବ। ବହୁଦିନ ର ଅନୁସନ୍ଧାନ ରେ ବିଫଳ ହେବେ। ଯାତ୍ରା ରେ ସତର୍କତା ଅବଲମ୍ବନ କରନ୍ତୁ। ମାନସିକ ଚାପ ରେ ପଡିବେ। ବ୍ୟସ୍ତତା ଭିତରେ ସମୟ କଟିପାରେ। ଗୃହ କ୍ଳେଶ ଦେଖା ଦେଇ ପାରେ। ଅଭାବ ରେ ଦିନ କଟିପାରେ। ନିଜର ଦେହ ଉପରେ କଷ୍ଟ ଅଛି। ସତର୍କ ରୁହନ୍ତୁ। ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି। ଆପଣ ଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ