Exclusive video – ଛିଃ..ଛିଃ..! ମୋ ବାପା ମୋ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି ପୁଣି ଅନ୍ୟ ମାନଙ୍କ ସହବି ରଖିବାକୁ କହୁଛନ୍ତି …ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ପ୍ରେମ ଏହା ଏପରି ଏକ ପବିତ୍ର ଶବ୍ଦ ଅଟେ ଯାହାକୁ କେବେବି ବର୍ଣ୍ଣନା କରିହେବ ନାହିଁ । ପ୍ରେମ ହେଉଛି ଚିର ଶାଶ୍ୱତ ଏହା ଅମର , ଏଥିରେ ରହିଥାଏ ନିସ୍ୱାର୍ଥ ଭଲପାଇବା । ମାତ୍ର ଆଜିର ଯୁବପିଢି ମାନେ ଏହି ପ୍ରେମ ପରି ଶବ୍ଦକୁ ବଦନାମ କରିବାକୁ ପଛଉ ନାହାନ୍ତି ।
ଆଜିର ସମୟରେ ପ୍ରେମର ସଂଜ୍ଞା ବଦଳିଗଲାଣି , ପ୍ରେମ କହିଲେ ଏବେ ବୁଝାପରେ କେବଳ ସ୍ୱାର୍ଥ , ଲୋଭ ଆଉ ଶାରିରୀକ ସଂପର୍କ । ଆଜର ଯୁବପିଢି ମାନେ ନିଜର ଦେହର ଲାଳସା ମେଣ୍ଟାଇବା ପାଇଁ ପ୍ରେମ କରୁଛନ୍ତି ଯାହାକି ଆମ ସମାଜକୁ ବହୁତ ନିମ୍ନତଳକୁ ନେବାରେ ଲାଗିଛି ।
ଆଗଯୁଗର ରାଧାକୃଷ୍ନ ପ୍ରେମ ପରି ଆଜିର ସମୟ ପ୍ରେମ ଆଉ ନାହିଁ । ପ୍ରେମକୁ ନେଇ କରି ସମସ୍ତେ ଯେ ଭୁଲ ତାହା କହିବା ଆଦା ଠିକ ନୁହେଁ କାରଣ ଏବେ ମଧ୍ୟ ଏପରି ପ୍ରେମୀ ଯୁଗଳ ମାନେ ରହିଛନ୍ତି ଯେଉଁମାନେ ପ୍ରେମକୁ ଭଗବାନଙ୍କର ବରଦାନ ସଦୃଶ ମାନିଥାନ୍ତି ।
ପ୍ରେମ ପାଇଁ ସେମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁ଼ଞ୍ଚା ଦିଅନ୍ତି ନାହିଁ ଏପରିକି ପରିବାର ବିରୋଧରେ ଯାଇ କରି ମଧ୍ୟ ନିଜ ପ୍ରେମକି ନିଜର କରିଥାନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଏପରି କିଛୀି ପ୍ରେମୀଯୁଗଳ ମାନେ ରହିଛନ୍ତି ଯେଉଁମାନେ କେବଳ ପ୍ରେମ କହିଲେ ଶାରୀରିକ ସଂପର୍କ କଥା ବୁଝିଥାନ୍ତି ଓ ନିଜର ସ୍ୱାର୍ଥ ପୂରଣ କରିବା ଉଦ୍ଦେଶ୍ୟରେ ହିଁ ପ୍ରେମ କରିଥାନ୍ତି । କାରଣ ଏବେକା ସମୟରେ ସେହିପରି ଏକ ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକି ବହୁତ ଲଜ୍ଜ୍ୟାଜନକ ଅଟେ । ତେବେ କଣ ରହିଛି ସଂପୂର୍ଣ୍ଣ ଘଟଣାଟି ଆସନ୍ତୁ ଜାଣିବା ସେ ବିଷୟରେ ।
ଯେଉଁ ଘଟଣା ସଂପର୍କରେ ଆମେ ଆପଣ ମାନଙ୍କୁ କହୁଛୁ ତାହା କେଉଁ ଜାଗାର ଅଟେ ଜଣାନାହିଁ ମାତ୍ର ସେହି ସ୍ଥାନରେ ଏକ ପ୍ରେମୀ ଯୁଗଳ ମାନେ ବହୁତ ଅଶ୍ଳୀଳ ବ୍ୟବହାର କରିବାର ଦେଖିବାକୁ ମିଲିଛି । ତେବେ ତାଙ୍କର ସେହି କାର୍ଯ୍ୟ କଳାପଟି କ୍ୟାମେରାରେ କଏଦ ହୋଇଯାଇଛି ଯାହାକି ଏବେ ବହୁତ ଲଜ୍ୟାର ବିଷୟ ପାଲଟିଛି । ଏପରି କରିବା ଦ୍ୱାରା ସେମାନେ ବଦନାମ ହେବା ସହିତ ପରିବାର ଲୋକମାନଙ୍କ ଇଜ୍ଜତ ମଧ୍ୟ ତଳେ ପଡିଛି ।
ପ୍ରେମୀଯୁଗଳ ମାନଙ୍କର ଏପରି କାର୍ଯ୍ୟକଳାପକୁ ଦେଖିଲେ ଲାଗୁଛି କି ତାହା ଏକ ପ୍ରେମନଗରୀ ଯେଉଁଠାରେ ସେମାନେ ପ୍ରେମର ରାସଲୀଳା କରୁଛନ୍ତି ସମସ୍ତ ଲଜ୍ଜ୍ୟାକୁ ଭୁଲିଯାଇ । ସମାଜର ସମସ୍ତ ନିତିନିୟମକୁ ଭୁଲିଯାଇ ପ୍ରେମରେ ମଜ୍ଜି ଯାଇଛନ୍ତି ଯାହାକି ଆମ ଯୁବପିଢି ମାନଙ୍କ ପାଇଁ ବହୁତ ନିନ୍ଦନୀୟ କଥା ଅଟେ ।
ସେମାନେ ବୁଝିପାରୁନାହାନ୍ତି କି ଏପରି କରିବା ଦ୍ୱାରା ସେମାନଙ୍କର ଭବିଷ୍ୟତ ଆଗକୁ କଣ ହବେ । ଏହା ସହିତ ,ସେମାନଙ୍କର ଏପରି ଏକ କାର୍ଯ୍ୟ କଣ ପ୍ରେମ ନା ଆଉ କିଛି ତାହା ସେମାନେ ଭାବିପାରିନାହାନ୍ତି । ପ୍ରେମ ନାମରେ ସେମାନେ ପ୍ରେମ ପରି ପବିତ୍ର ଅକ୍ଷରର କଶଙ୍କ ବୋଳିବାରେ ଲାଗିଛନ୍ତି ଏପରି ଏକ ନିନ୍ଦନୀୟ କାର୍ଯ୍ୟ କରି ଥାନ୍ତି। ସେମାନେ ଏମିତି ହିଁ ହେଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।