Exclusive Video -ବର୍ଷାଙ୍କୁ ବାହା ହେବାକୁ ରାଜି ହେଲେ ଟୁଙ୍ଗୁରୁ | ଏବେ ଆମକୁ କେହି ଅଲଗା କରି ପାରିବେନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଗତ ୨୦ ତାରିଖରେ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍କୁ କହିଥିଲେ ଏବଂ ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍ କରି ହାତରେ ଶଙ୍ଖା ସିନ୍ଦୁର ଓ ଫୁଲମାଳ ଓ ଗୋଲାପ ଫୁଲ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ।
ତେବେ ଏହାର ତିନି ଦିନ ପରେ ଟୁଙ୍ଗୁରୁ ନିଜେ ଗଣ ମାଧ୍ୟମ ସାମ୍ନାକୁ ଆସି ଏସବୁ ମିଛ ବୋଲି କହିଥିଲେ ଏବଂ ବର୍ଷା ତାଙ୍କୁ ବିବାହ କରିବା ନିମନ୍ତେ ଫସାଉଛନ୍ତି ବୋଲି କହିଥିଲେ କିନ୍ତୁ ବର୍ତ୍ତମାନ କାହାଣୀ ଏକ ଭିନ୍ନ ମୋଡ଼ ନେଇଛି ଯେଉଁଥିରେ ସତ କଣ ମିଛ କଣ ତାହା ପଦାକୁ ଆସିଛି ।
ତେବେ ସୂଚନାଯୋଗ୍ୟ, ମିଡିଆ ସାମ୍ନା ରେ ବର୍ଷା ଟୁଙ୍ଗୁରୁ କୁ ଫୋନ କରିଥିଲେ ଏବଂ ମିଛ ରେ କହିଥିଲେ ଯେ, ସେ ନିଜର ହାତ କାଟି ଦେଇଛନ୍ତି ଏବଂ ଏଥିପାଇଁ ହସ୍ପିଟାଲ ଆସିଛନ୍ତି। ଏହାପରେ ଟୁଙ୍ଗୁରୁ ପଚାରୁଛନ୍ତି କାଟିଲୁ କଣ ପାଇଁ ।
ଦେଖିଲି ଆଲୋକ ତା ବର୍ଷାକୁ ଛାଡ଼ି କେତେ ସୁନ୍ଦର ସୁଟିଂ କରୁଛନ୍ତି।ବର୍ଷା ଟୁଙ୍ଗୁରୁଙ୍କୁ କହୁଛନ୍ତି ତମର ସକାଳୁ କଲ କରିବା ପାଇଁ ଏବେ ମନେ ପଡ଼ିଲା କି ।ଏ ବର୍ଷା ଆଲୋକ ପାଇଁ ମରିଥିଲେ ଭଲ ହେଇଥାନ୍ତା । ଆଜି ଏତେ ସବୁ ହେବା ପରେ ଖାଇ ପିଇ ମଜା କରି ସାରି ମତେ କଲ କରୁଛ ।ଏଥିରେ ଟୁଙ୍ଗୁରୁ ରାଗିଛନ୍ତି ବର୍ଷା ଉପରେ ଆଉ କହିଛନ୍ତି ତୋ ହାତରୁ ଯେତିକି ରକ୍ତ ଯାଇଛି ମୋ ପାଖକୁ ଯେତେବେଳେ ଆସିବୁ ତତେ ବହୁତ ବାଡ଼େଇବି।
ଏହାପରେ ଟୁଙ୍ଗୁରୁ ନିଜେ କହିଛନ୍ତି ଯେ, ସେ କେବଳ ବର୍ଷା ଙ୍କୁ ହିଁ ଭଲ ପାଆନ୍ତି ଏବଂ ତାଙ୍କୁ ବିବାହ କରିବାକୁ ରାଜି ମଧ୍ୟ ଅଛନ୍ତି । ତେବେ ଏହାପରେ ସେ କହିଛନ୍ତି ଯେ, ସେ କେବଳ ବର୍ଷା ଙ୍କୁ ହିଁ ନିଜ ଘରକୁ ବୋହୁ କରି ନେବେ ଓ ସାରା ଓଡ଼ିଶା ତାଙ୍କ ବାହାଘର ଦେଖିବ । ତେବେ ପୂର୍ବରୁ ନିଜକୁ ନିର୍ଦୋଷ ବୋଲି କହୁଥିବା ଟୁଙ୍ଗୁରୁ ଏବେ ସ୍ଵୟଂ ସତ କୁ ଫୋନ ରେ ସ୍ୱୀକାର କରିଛନ୍ତି ।
ବର୍ଷା ଏକଥା ମଧ୍ୟ କହିଛନ୍ତି କି ସେ ଟୁଙ୍ଗୁରୁଙ୍କ ବାପାଙ୍କ ପାଖକୁ କଲ୍ କରିଥିଲେ ଆଉ କହିଛନ୍ତି, ବାପା ମତେ କହିଲେ କି ତୁ ଯଦି ମୋ ପୁଅ ଠାରୁ ୪ ବର୍ଷ ସାନ ହୋଇଥାନ୍ତି ତେବେ ମତେ ନେଇ ଯାଇ ଥାଆନ୍ତେ । ଏହାପରେ ଟୁଙ୍ଗୁରୁ କହୁଛନ୍ତି ଆରେ ବାବା ମଦ ପିଇ ଦେଇଥିବେ।
ବର୍ଷା ଏହାପରେ କହୁଛନ୍ତି ତମେ କଣ ଚାହୁଁଛ ଏ ବର୍ଷା ମରିଗଲେ ଭଲ । ଏହାପରେ ଟୁଙ୍ଗୁରୁ କହିଛନ୍ତି ତୁ ମୋ ଲାଇଫରେ ରହ ତତେ ମୁଁ ବୋହୂ କରି ନେବି। ତେବେ ଦେଖିବା ପାଇଁ ବାକି ରହିଲା ଟୁଙ୍ଗୁରୁଙ୍କ ଏକଥା ସତ ନା ଆଉ କିଛି ବାହାନା କରି ଖସି ଯାଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।