ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଛି ।l କେବେ କେଉଁଠି କଣ ଘଟଣା ଦୁର୍ଘଟଣ ହେଉଛି ତାହା ସବୁ ଆପଣ ମାନେ ନିହାତି ଦେଖିବାକୁ ପାଉଥିବେ । ଏମିତି ଏକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ରୁ ଆସିଛି ଏକ ଛାତି ଥରାଇ ଦେଲା ଭଳି ଖବର ।
ସାପ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଅଜଗର ଗିଳିଲା ମଣିଷ । ଘଟଣା କ୍ରମରେ ବାଙ୍କୀ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧ ଙ୍କୁ ଏକ ଅଜଗର ଗିଳି ଦେଇ ଥିବା ଖବର ସୋସିଆଲ ମିଡିଆ ରେ ଭାଇରାଲ ହେବା ରେ ଲାଗିଛି । ଯଦିଓ ସାପ ଟି ମଣିଷ କୁ ଗିଳିବା ବା ଧରିବା , କିନ୍ତୁ ଭାଇରାଲ ଭିଡିଓରେ ଥିବା ଉକ୍ତ ଅଜଗର ମଣିଷ ମୋଟା ର କିଛି ଗୋଟେ ଗିଳିଥିବା ଦେଖିବାକୁ ମିଳୁଛି ।
କଟକ ଜିଲ୍ଲା ବାଙ୍କୀ ରୁ ଆସିଛି ଏକ ଛାତି ଥରାଇ ଦେଲା ଭଳି ଖବର ।ଗୟଳବାଙ୍କ ରେ ଜଣେ ବ୍ୟକ୍ତି ଙ୍କୁ ଅଜଗର ସାପ ଗିଳି ଦେଇ ଥିବା ର ଖବର ଆସିଛି । ୭୭ ବର୍ଷୀ ୟ ଜଣେ ବୃଦ୍ଧ ଙ୍କୁ ବିରାଟ ବଡ ଅଜଗର ସାପ ଗିଳି ଦେଇଛି । ସାନମୁଣ୍ଡଳୀ ଗାଁ ର ଏହି ବ୍ୟକ୍ତି ଜଣ କ ଜଣେ ଲୁଗା ବ୍ୟବସାୟୀ ବୋଲି ଜଣା ପଡିଛି ସେ ଲୁଗା ବିକି ଘର ର ରୋଜଗାର ମେଟାଇଁ ଥାନ୍ତି କିନ୍ତୁ ଦଇବ ଏମିତି ଦାଉ ସାଯିବ ବୋଲି କିଏ ଜାଣି ଥିଲା ।
ସେ ଯେମିତି ସବୁ ଦିନ ଲୁଗା ବିକି ବାକୁ ଯାଇ ଥାଏ ସେମିତି ଯାଉ ଥିଲେ । କିନ୍ତୁ ଗତ କାଲି ଠାରୁ ସେ ନିଖୋଜ ଥିଲେ । ଚନ୍ଦକା ଡମପଡା ଅଞ୍ଚଳ ର ଆଦିବାସୀ ଆଦି ଗାଁ କୁ ଲୁଗା ବ୍ୟବସାୟ କରିବା କୁ ସେ ଜଙ୍ଗଲ ପାଖ ଦେଇ ଯାଇ ଥିବା ବେଳେ ନିଖୋଜ ହୋଇ ଯାଇ ଥିବା କୁହା ଯାଉଛି ।
ଏହି ସମ୍ପର୍କ ରେ ପରିବାର ଲୋକେ ପୋଲିସ ରେ ଜଣାଇ ବା ରୁ ତନାଘନା ଜାରି ରଖି ଥିଲା ପୋଲିସ । କୁକୁର ସାହାଯ୍ୟ ରେ ପୋଲିସ ଲୁଗା ବ୍ୟବସାୟୀ କୁ ଖୋଜା ଖୋଜି ଜାରି ରଖିଥିବା ବେଳେ ଘଟିଥିଲା ଏକ ଅଦ୍ଭୁତ ଘଟଣା । କୁକୁର ଟି ଶୁଙ୍ଘି ଶୁଙ୍ଘି ଯାଇ ଏକ ବିରାଟ କାୟ ଅଜଗର ନିକଟ ରେ ପହଞ୍ଚି ଥିଲା ।
ଏହି ଭିଜୁଆଲ ରେ ଆପଣ ମାନେ ଦେଖି ପାରିବେ ଯେ ଏହି ଅଜଗର ସାପ ପେଟ ରେ ଏମିତି କିଛି ଅଛି ଯାହା ବହୁତ ବଡ ବୋଲି ଜଣା ପଡ଼ୁଛି । ଏହି ସାପ ପେଟ ରେ ଏକ ମଣିଷ ଥିବା ର ଦେଖା ଯାଉଛି ଓ ଘଟଣା ସ୍ଥଳ ରେ ବୃଦ୍ଧ ଜଣ ଙ୍କ ର ଲୁଗା ଓ ସାଇକେଲ ପଡ଼ିଥିଲା ଏହି ସବୁ କୁ ଦେଖି ପୋଲିସ୍ ତଦନ୍ତ ଜାରି ରଖିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।