ଏହି ଉପାୟ କୁ ଆପଣେଇ ନିଆନ୍ତୁ କରନା ଆଉ ତମ ପାଖ ମାଡି ପାରିବ ନାହିଁ । ଜାଣନ୍ତୁ କେଉଁ ଉପାୟ 100 ପ୍ରତିଶତ ଗ୍ୟାରେଣ୍ଟି ।
ଆଜି ଆପଣଂକୁ ଏମିତି କିଛି କଥା ଜଣେଇବା ପାଇଁ ଯାଉଛୁ , ଯେଉଁ ଥିରେ ଅମିକ୍ରନ ଆପଣଙ୍କ ର କିଛି ହେଲେ ମଧ୍ୟ କରି ପାରିବ ନାହିଁ । ତେବେ ଆପଣ ମାନେ ପ୍ରାୟ ଜାଣି ଥିବେ । ଆଜକୁ 2 ବର୍ଷ ହେଲା କରନା ତାଣ୍ଡବ ଲିଳା ଖେଳି ଚାଲିଛି । ତେବେ କରନା ପ୍ରଥମେ 2019 ମସିହା ରେ ଚୀନ ର ଉହାନ ସହର ରେ ପ୍ରଥମେ ଦେଖିବା ପାଇଁ ମିଳି ଥିଲା । ତେବେ ଏହା ଭାରତ କୁ 2020 ମସିହା ଜାନୁଆରୀ 29 ତାରିଖ ରେ ଭାରତ ର ଦେଖିବା ପାଇଁ ମିଳି ଥିଲା ।
ଏହାକୁ କୁହା ଯାଉ ଥିଲା ପ୍ରଥମ ଲୋହାର । ଏହି ପ୍ରଥମ ଲହର ଭାରତ କୁ ପୁରା ଅସ୍ତ ବ୍ୟସ୍ତ କରି ଦେଇ ଥିଲା । ଯାହାର ପ୍ରଭାବ ରେ ବହୁତ ଲୋକ ଆକ୍ରାନ୍ତ ହୋଇ ଥିଲେ ଆଉ ବହୁତ ଲୋକ ମଧ୍ୟ ଏଥିରେ ମୃତୁ ବରଣ କରି ଥିଲେ ।
କିନ୍ତୁ ପ୍ରଥମ ଲହର ରେ ଗୋଟିଏ ଦିନରେ ସର୍ବଚ 98 ହଜାର କରନା ଛୁଇଁ ଥିଲା । ତେବେ ଦ୍ୱିତୀୟ ଲହର ରେ ମଧ୍ୟ ସେହି ଭଳି କରନା ଭାରିଏଣ୍ଟ ଆସି ଥିଲା , ଯାହାର ପ୍ରବାହ ରେ ବହୁତ ଲୋକ ମରି ଥିଲେ । ଏହାର ଏହା ଗୋଟିଏ ଦିନରେ ସର୍ବଚ ସଂକ୍ରମଣ ହୋଇ ଥିଲେ 5 ଲକ୍ଷ 46 ହଜାର ହୋଇ ଥିଲେ । ମୋଟା ମୋଟୀ ଭାବରେ ଦେଖିଲେ ଦ୍ୱିତୀୟ ଲହର ବହୁତ କ୍ଷତି କରି ଥିଲା ।
ଠିକ ସେହି ଭଳି ତୃତୀୟ ଲହର । ଯାହା ଏବେ ମଣିଷ ଜୀବନ କୁ ଅସ୍ତ ବ୍ୟସ୍ତ କରି ସାରିଲାଣି । ତେବେ ଏହି ଅମିକ୍ରନ ପ୍ରଥମେ ସାଉଥ ଆଫ୍ରିକା ରେ ଦେଖିବା ପାଇଁ ମିଳି ଥିଲା । ଯାହା ଏହାର ପ୍ରଭାବ ରେ ଆମେରିକା ବହୁତ କ୍ଷତି ଗ୍ରସ୍ଥ ହୋଇଛି ଏବେ ସୁଦ୍ଧା । ଆମେରିକା ରେ ଗୋଟିଏ ଦିନରେ 10 ଲକ୍ଷ ରୁ ଅଧିକ ଲୋକ ସଂକ୍ରମିତ ହୋଇ ଛନ୍ତି ।
କିନ୍ତୁ ଏବେ ଏହି ଅମିକ୍ରନ ଭାରତ କୁ ପୁରା ଦହଲେଇ ଦେଇ ସାରି ଲାଣି । ଗତ କାଲି ଭାରତ ରେ 90 ହଜାର କରନା ରେ ଆକ୍ରାନ୍ତ ହୋଇ ଛନ୍ତି ଓ ଓଡ଼ିଶା ରେ 2 ହଜାର ଲୋକ ସଂକ୍ରମିତ ହୋଇ ଛନ୍ତି । ତେବେ ଦ୍ୱିତୀୟ ଲହର ଗୋଲା ପରେ ମଣିଷ ଟିକେ ଶାନ୍ତିରେ ଜୀବନ ଯାପନ କରୁଥିବା ସମୟରେ , ଏବେ ପୁଣି ଥରେ କରନା ଆସି ମଣିଷ କୁ ଅସ୍ତ ବ୍ୟସ୍ତ କରି ସାରି ଲାଣି ।
ତେବେ କରନା ଦାଉ ରୁ ରକ୍ଷା ପାଇବା ପାଇଁ ପ୍ରଥମେ ସମସ୍ତେ ଟୀକା ନାଇବା ଅଵଶ୍ୟକ । ଦ୍ୱିତୀୟ ରେ ସରକାରଙ୍କ ଗାଇଡ଼ ଲାଇନ ମାନି ଚାଲିବା ଅଵଶ୍ୟକ । ତାହାଲେ ଯାଇ କରନା ଆମର କିଛି କ୍ଷତି କରି ପାରିବ ନାହିଁ । ତେବେ ଆପଣ ମାନେ ସର୍ବଦା ମାସ ପିନ୍ଧି ଘରୁ ବାହାରକୁ ବହାରନ୍ତୁ , 2 ମିଟର ଦୂରତା ରେ ରହି କଥା କୁହନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।