Pregnant Tips – ଗର୍ଭବତୀ ମହିଳା ସହ ସେକ୍ସ କଲେ କଣ ହେବ |୧୮ ରୁ ୪୦ ବର୍ଷ ର ପୁଅ ଝିଅ ମାନେ ଥରୁଟିଏ ଦେଖନ୍ତୁ…

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ସଂପର୍କରେ କହିବୁ ଯାହା ଜାଣିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ । ବିଶେଷ କରି ଯେଉଁ ଘର ଗର୍ଭବତୀ ମହିଳା ମାନେ ରହିଛନ୍ତି ସେମାନେ ଏହି ଭିଡିଓଟିକୁ ନିଶ୍ଚିତ ରୂପରେ ଦେଖନ୍ତି କାରଣ ଏହା ନିଶ୍ଚିତ ରୂପରେ ଆପଣଙ୍କ କାମରେ ଆସିବ ।

ଏହା ସହିତ ପ୍ରତ୍ୟେକ ମହିଳା ମାନେ ଏହି କଥା ମନେ ରଖିବା ଆବଶ୍ୟକ କାରଣ ଭବିଷ୍ୟତ ଜୀବନରେ ଏହା ସେମାନଙ୍କ କାମରେ ନିଶ୍ଚିତ ରୂପରେ ଆସିବ । ତେବେ କଣ ରହିଛି ଏହି ଭିଡିଓର ସଂପୂର୍ଣ୍ଣ ଘଟଣା ଆସନ୍ତୁ ଜାଣିବା ସେ ବିଷୟରେ ।

ଆପଣ ମାନେ ହୁଏତ ଏହା ଜାଣିଥିବେ କି ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ବନ୍ଦ କରିବା ଦ୍ୱାରା ମୂତ୍ରନଳୀ ସଂକ୍ରମଣ ହେବାର ଆଶଙ୍କା ବଢିଥାଏ । ଯାହା ସିଧାସଳଖ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଯେଉଁ ବ୍ୟକ୍ତିମାନେ ବାରମ୍ୱାର ବା ପ୍ରତିଦିନ ପରିସ୍ରା ବନ୍ଦ କରନ୍ତି , ସେମାନଙ୍କ ଠାରେ କିଡିନୀ କିମ୍ୱା ମୂତ୍ରନଳୀ ରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ।

ଏହା ସହିତ ଆପଣ ଯେତେବେଳେ ଦୀର୍ଘ ସମୟ ପରେ ପରିସ୍ରା କରିବା ପାଇଁ ଯାଆନ୍ତି , ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହା ସହିତ ପରିସ୍ରା କରିବା ପରେ , ମାଂସପେଶୀ ଗୁଡିକ ଆଂଶିକ ସଙ୍କୁଚିତ ହୋଇପାରେ ।

ସହବାସ କରିବା ପରେ 30 ମିନିଟ ପର୍ଯ୍ୟନ୍ତ ମହିଳା ମାନଙ୍କୁ ବେଡ୍ ରେ ଚିତ ହୋଇ ଶୋଇ ରହିବା ଉଚିତ୍ । କାରଣ ଏମିତି ହେଲେ ପୁରୁଷଙ୍କ ସ୍ପନ ଗର୍ଭାଶୟ ମଧ୍ୟକୁ ସହଜରେ ପ୍ରବେଶ କରି ଡିମ୍ୱକୁ ଫଟିଲାଇଜର କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ ।

ଗର୍ଭବତୀ ହେବାକୁ ଚେଷ୍ଟା କରୁଥିବା ମହିଳା ମାନେ ପ୍ରତିଦିନ ଅଳ୍ପ ଅଳ୍ପ ବ୍ୟାୟାମ କରିବା ଜରୁରୀ ହୋଇଥାଏ । ଏହା ସହିତ ଉତ୍ତମ ଭୋଜନ ଏବଂ ଫଳ ଖାଇବା ଆବଶ୍ୟକ ହୋଇଥାଏ । କାରଣ ଏଥିରୁ ଶରୀରକୁ ଉପଯୁକ୍ତ ଭିଟାମିନ ଏବଂ ମିନେରାଲ ମିଳି ନଥାଏ .।

ପ୍ରେଗନେନ୍ସି ସମୟରେ ଚେଷ୍ଟା କରୁଥିବା ସମୟରେ ସବୁ ପ୍ରକାର ଚିନ୍ତା ମାନସିକ ଚାପ ଇତ୍ୟାଦିରୁ ନିଜକୁ ଦୂରେଇ ରଖିବା ଉଚିତ୍ । କାରଣ ମାନସିକ ଚାପ ଦ୍ୱାରା ଶରୀରରେ ହରୋମନର ସନ୍ତୁଳନ ଖରାପ ହୋଇଥାଏ । ଯାହା ଗର୍ଭଧାରଣରେ ସମସ୍ୟା ସୃଷ୍ଟି କରେ ।ଏହି ଗର୍ଭବତୀ ସମୟରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ନୁେହଁ। ମହିଳା ଙ୍କ ଗର୍ଭ ଅବସ୍ଥା ର ପ୍ରଥମ ମାସରେ ଶାରିରୀକ ସମ୍ପର୍କ ରଖିଲେ କିଛି ଅସୁବିଧା ହୁଏ ନାହିଁ।

ଗର୍ଭବତୀ ହେବାକୁ ଚେଷ୍ଟା କରୁଥିବା ମହିଳା ମାନେ ପ୍ରତିଦିନ ଅଳ୍ପ ଅଳ୍ପ ବ୍ୟାୟାମ କରିବା ଜରୁରୀ ହୋଇଥାଏ । ଏହା ସହିତ ଉତ୍ତମ ଭୋଜନ ଏବଂ ଫଳ ଖାଇବା ଆବଶ୍ୟକ ହୋଇଥାଏ । କାରଣ ଏଥିରୁ ଶରୀରକୁ ଉପଯୁକ୍ତ ଭିଟାମିନ ଏବଂ ମିନେରାଲ ମିଳି ନଥାଏ। ଯାହା ଗର୍ଭଧାରଣରେ ସମସ୍ୟା ସୃଷ୍ଟି କରେ ।ଏହି ଗର୍ଭବତୀ ସମୟରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ନୁେହଁ। ମହିଳା ଙ୍କ ଗର୍ଭ ଅବସ୍ଥା ର ପ୍ରଥମ ମାସରେ ଶାରିରୀକ ସମ୍ପର୍କ ରଖିଲେ ସେମିତି କିଛି ଅସୁବିଧା ହୁଏ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।