Weight Gain Remedy -୧୦ ଦିନରେ ୧୦ କିଲୋ ଓଜନ ବଢ଼ାନ୍ତୁ,ଦୁର୍ବଳ ପତଳା ଶରୀରକୁ ଶୀଘ୍ର ମୋଟା ବନାନ୍ତୁ |କରନ୍ତୁ ଏହି ଛୁଟିଆ ଉପାୟ….
ଆଜି ଆମେ ମାନେ ଆଲୋଚନା କରିବା ଗୋଟିଏ ଏମିତି ରେମିଡି, ଗୋଟିଏ ଏମିତି ମେଜିକାଲ ଡ୍ରିଂକ୍ସ ଯାହାକୁ ବ୍ୟବହାର କରି ଆପଣମାନେ ରହିପାରିବେ ସୁସ୍ଥ ଓ ଚର୍ବି , ମେଦବହୁଳ, କମ ବୟସରୁ ଓଜନ ବଢିଯିବା, ଥାଇରୋଏଡ଼ ଭଳି ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ପାଇବରିବେ ମୁକ୍ତି ଓ ଫିଟନେସ ରହିବା ସହିତ ନୀରାଗ ମଧ୍ୟ ରହିପାରିବେ |
କାରଣ ଆମେ ମଧ୍ୟ ଜାଣିଛୁ କି ଓଜନ ଅଧିକ ହେଲେ ବା ଚର୍ବି ଆମ ଶରୀରରେ ବଢିଗଲେ ବିଶେଷ କରି ଝିଅ ଓ ସ୍ତ୍ରୀ ଲୋକମାନଙ୍କୁ ବହୁତ ପ୍ରକାରର ସମସ୍ୟାରେ ପଡ଼ିବାକୁ ହୋଇଥାଏ, ଖାଲି ସ୍ତ୍ରୀ ଲୋକମାନେ ନୁହନ୍ତି ଏହି ସମସ୍ୟାରେ ପୁରୁଷ ଲୋକମାନେ ମଧ୍ୟ ପଡିଥାନ୍ତି , ତାହେଲେ ଆସନ୍ତୁ ଆଜି ଆମେ ଜାଣିବା କେଉଁ କେଉଁ ସବୁ ଉପାୟରେ ଆମେମାନେ ନିଜ ଜୀବନରେ ଘଟୁଥିବା ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବା |
ଆମେ ମାନେ ଜାଣିଛୁ ଶରୀରକୁ ସୁସ୍ଥ ରଖିବା ପାଇଁ ବେୟାମ ହିଁ ଏକମାତ୍ର ମାଧ୍ୟମ ଯାହା ଦ୍ୱାରା ଆମ ଶରୀର ଠିକ ରହିବା ସହିତ ବିଭିନ୍ନ ପ୍ରକାରର ସମସ୍ୟାରୁ ମଧ୍ୟ ମୁକ୍ତି ପାଇଥାଉ ଓ ମନବି ବେଶ ଫୁର୍ତ୍ତି ରୁହେ | ତେବେ ଆଜିକାଲି ଯୁବପିଢ଼ି ମାନଙ୍କ ପାଖରେ ବିଶେଷ ଭାବରେ ଦେଖା ଦେଇଛି ମେଡବୋହୁଳତା ପରି ସମସ୍ୟା , ବିଶେଷ କରି ଅତ୍ୟଧିକ ପରିମାଣରେତେଲିଆ ଖାଦ୍ୟ ଓ ଫାଷ୍ଟଫୁଡ ହେଉଛି ଏହାର ମୁଖ୍ୟ କାରଣ | ତାହା ସହିତ ବ୍ୟସ୍ତ ବହୁଳ ଜୀବନରେ ନିଜ ଦେହକୁ ପାଇଁ ସମୟ ଦେବାକୁ ବି ସମୟ ନଥାଏ , ତେଣୁ ଆଜି ଆମେ ବିନା ବେୟାମ ରେ ଓଜନ କମାଇବାର ଉପାୟ ଆସନ୍ତୁ ଜାଣିବା |
ଆବଶ୍ୟକ ଉପକରଣ :-୧ -ଚାଉଳ,୨-ଜିରା,୩-ଅଶ୍ବଗନ୍ଧା
ପ୍ରଥମେ ଆମେ କଢେଇରେ କିଛି ପାଣି ନେଇ ତାକୁ ଗ୍ୟାସରେ ଗରମ କରିବା | ତାପରେ ସେଥିରେ ଗୋଟିeଏ ଚାମଚ ଜିରା ସେଥିରେ ଆଡ କରିବା , ତାପରେ ସେଥିରେ କିଛି ଅଦା ଛୋଟ ଛୋଟ କରି ପକାଇବା ଓ ତାକୁ ପାଣିର ରଙ୍ଗ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଫୁଟାଇବା ଯେମିତି ପାଣିର ରଙ୍ଗ କମଳା ରଙ୍ଗ ହୋଇଯିବି, ତାପରେ ପାଣିଟି ପ୍ରସ୍ତୁତ ହେଲା ପରେ କଢେଇକୁ ତଳକୁ କାଢି ଫୁଟିଥିବା ପାଣିକୁ ଛାଣିଦେବା ଓ ପାଣି ତକ ଉଷୁମ ହେଲା ପର୍ଯ୍ୟନ୍ତ ତାକୁ ଛାଡ଼ିଦେବା ଓ ପରେ ସେଥିରେ ଗୋଟିଏ ଲେମ୍ବୁର ଅଧେ ଓ ଗୋଟିଏ ଚାମାଚ ମହୁ ମିଶାଇବା।
ତାପରେ ପସ୍ତୁତ ହୋଇଥିବା ପାଣିକୁ ପିଇବା, ଏହିପରି ଦିନକୁ ଦୁଇଥର ପିଇବାକୁ ହେବ , ବିଶେଷ କରି ଏହି ପାଣିକୁ ସକାଳେ ଖାଦ୍ୟ ଖାଇବା ପୂର୍ବରୁ ନିଦରୁ ଉଠି ପିଇବା ପାଇଁ ପଡିବ | ତାପରେ ମାଧ୍ୟାର୍ହ୍ନ ରେ ଖାଇବାର ତିନି ଚାରି ଘଣ୍ଟା ପରେ ଏହିପରି ଭାବରେ ଖାଲିପେଟରେ ପିଇବା ପାଇଁ ପଡିବ | ଯାହାକୁ ଆମ ଓଜନ କମାଇବା ସହିତ ଆମ ଶରୀରରେ ଥିବା ଚର୍ବିକୁ ମଧ୍ୟ କମେଇଥାଏ | ଯାହା ଆମକୁ ସୁସ୍ଥ ରଖିଥାଏ ଏହିପରି ଭାବରେ ଯଦି ଆମେ ସବୁଦିନ ପିଇବା ତାହେଲେ ନିଜେ ଆମେ ଜାଣିପାରିବା ଆମର କଣ ଲାଭ ହେଉଛି |।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।