ଦେଖନ୍ତୁ video – ସବୁ ଚୁଟି କାଟିଦେଲେ ରୂପା / ଭିଡ଼ିଓ ଦେଖିଲେ ହସି ଗଡିବେ ! ମାତ୍ର ୪ ଘଣ୍ଟାରେ ୬୦ milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ଭିଡିଓ ସବୁ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ମଧ୍ୟ ହେଉଛି । ଆଉ ୟୁଟ୍ୟୁବରେ ତ ଆପଣମାନେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ ।
ଆଉ ଅନେକ ଭିଡିଓ ବହୁତ ଭାଇରାଲ ମଧ୍ୟ ହୋଇଥାଏ । ଆଉ ଆପଣମାନେ ତ ସମସ୍ତେ ତ ୟୁଟ୍ୟୁବର ରୂପା ପିଣ୍ଟୁ ଆଉ ଖୁସି ଆକାଉଣ୍ଟ ବିଷୟରେ ଜାଣିଥିବେ । ଆଉ ଏବେ ସେ ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ଭ୍ଲୋଗ କରୁଛନ୍ତି । ଆଉ ଲୋକମାନେ ଏହି ୟୁଟ୍ୟୁବରଙ୍କୁ ବହୁତ ଭଲପାଆନ୍ତି ।
ଆଉ ସମସ୍ତେ ଏମାନଙ୍କର ଭିଡିଓ ଦେଖି ବହୁତ ଖୁସି ମଧ୍ୟ ହୋଇଥାନ୍ତି । ଆଉ ଏମାନଙ୍କର ଭିଡିଓ ବହୁତ ପପୁଲାର ହୋଇଥାଏ । ଆଉ ରୂପା ପିଣ୍ଟୁଙ୍କର ଏହି ସବୁ ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ଆଉ ଏବେ ରୂପା ପିଣ୍ଟୁ ଆଉ ଖୁସି ଆଲବମ୍ ମଧ୍ୟ କରୁଛନ୍ତି ।
ଆଉ ତାଙ୍କର ଆଲବମ୍ ସବୁ ବହୁତ ଫେମସ୍ ମଧ୍ୟ ହେଉଛି । ଆଉ ଏବେ ରୂପା, ପିଣ୍ଟୁ ଆଉ ଖୁସି ତାଙ୍କ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଛନ୍ତି । ଆଉ ସେ ତାଙ୍କ ଭ୍ଲୋଗ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ଆଉ ସେ ଏବେ ତାଙ୍କ ନୂଆ ଆଲବମର ସୁଟିଂ ଭିଡିଓ ବନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ଆଉ ଅରମାନ ମ୍ୟୁଜିକ ତରଫରୁ ନୂଆ ଆଲବମ୍ ଆସିବାକୁ ଯାଉଛି ବୋଲି ପିଣ୍ଟୁ କହିଛନ୍ତି । ଆଉ ସେଠାକୁ ପିଣ୍ଟୁ, ରୂପା ଆଉ ତାଙ୍କ ଝିଅ ଖୁସି ଯାଇଛନ୍ତି ଆଉ ନାଚ କରୁଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆଉ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରୂପା ନାଚୁଛନ୍ତି ଆଉ ସେ ନାଚୁ ନାଚୁ ପଡ଼ି ଯାଇଛନ୍ତି । ଆଉ ତାଙ୍କର ସେମିତି କିଛି ହେଇନି ସେ ସୁସ୍ଥ ଅଛନ୍ତି । ଆଉ ସେହି ଡ୍ୟାନ୍ସ କ୍ଲାସରେ ସମସ୍ତେ ବହୁତ ମଜା ଆଉ ମସ୍ତି କରୁଛନ୍ତି । ଆଉ ସମସ୍ତେ ବହୁତ ଖୁସି ଅଛନ୍ତି । ଆଉ ରୂପା ପିଣ୍ଟୁ ଆଉ ଖୁସି ଫେରିଲା ବେଳକୁ ଖୁସି ତାଙ୍କ କୁନି ସ୍ଵରରେ ଗୀତ ଗାଇଛନ୍ତି । ଆଉ ଏହି ଭିଡିଓ ଦର୍ଶକମାନଙ୍କୁ ବହୁତ ଭଲ ଲାଗୁଛି ।
ଆପଣ ମାନେ ତାଙ୍କ ଚ୍ଯାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚ୍ୟାନେଲ ବିଷୟ ରେ ବେସ ଭଲ ଭାବ ରେ ଜାଣିଥିବେ ।ତେବେ ବନ୍ଧୁଗଣ ଏହି ରୂପା ଓ ପିଣ୍ଟୁ ଅନେକ ବ୍ଲଗ ଭିଡିଓ କରି ଥାନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ଓ ଯାହାକୁ ସେ ନିଜ ଚ୍ୟାନେଲ ରେ ଅପଲୋଡ କରିଥାନ୍ତି !
ତେବେ ଆପଣ ମାନେ ତାଙ୍କ ଆଲବମ ଭିଡିଓ ମଧ୍ୟ ଦେଖିଥିବେ । ତେବେ କହିବାକୁ ଗଲେ ସୋସିଆଲ ମିଡିଆ ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି । ଏବେ ସେମାନେ ଯାଉଛନ୍ତି ଖୁସିର ସେଲାନ କୁ ନେଇକି କାହିଁକି ନା ଖୁସି ର ଚୁଟି କାଟିବା ପାଇଁ ପିଣ୍ଟୁ ଓ ରୂପା , ଖୁସି ଯାଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।