breaking news-ମଥାରେ ସିନ୍ଦୁର ପିନ୍ଧି ଲାଜେଇ ଗଲେ ରାଣୀ ପଣ୍ଡା, ହେଲେ କିଏ ତାଙ୍କ ସ୍ୱାମୀ ?ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ପୁଣି ଚର୍ଚ୍ଚାରେ ଯାତ୍ରା ହିରୋଇନ୍ ରାନୀ ପଣ୍ଡା।ଓଡ଼ିଶା ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ କିଏ ବା ନ ଜାଣେ।ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ର ବିବାଦୀୟ ମନ୍ତବ୍ୟ ଦେଇ ରାନୀ ପଣ୍ଡା ଚର୍ଚ୍ଚା ରେ ଥାଆନ୍ତି।ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅନେକ ବିବାଦ ର ଏକୁଟିଆ ସାମ୍ନା କରି ବେଶ୍ ଲୋକ ପରିଚିତ ହୋଇପାରିଥିଲେ ।
ଏମିତିକି ରାନୀ ପଣ୍ଡାଙ୍କୁ ବିବାଦୀୟ କୁଇନ୍ ମଧ୍ୟ କୁହାଯାଏ। କିନ୍ତୁ ଏଥର ରାନୀ ପଣ୍ଡା କୌଣସି ବିବାଦ ପାଇଁ ନୁହେଁ, ବରଂ ନିଜର ଜବରଦସ୍ତ ଲୁକ ପାଇଁ ଆସିଛନ୍ତି ଚର୍ଚ୍ଚାକୁ। ରାନୀ ପଣ୍ଡାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦର୍ଶକ ଏହାକୁ ପସନ୍ଦ କରିବାରେ ଲାଗିଛନ୍ତି।
ଭିଡିଓରେ ରାନୀ ପଣ୍ଡାଙ୍କୁ ନିଜକୁ ଏକ ନବବଧୂ ଭାବେ ସଜେଇଛନ୍ତି। ଖାଲି ସଜବାଜ ନୁହେଁ ଲାଜ ସାଙ୍ଗକୁ ସଜବାଜ। ସତରେ ଯେମିତି ଲାଗିଛି ରାନୀ ପଣ୍ଡା ତାଙ୍କ ଭବିଷ୍ୟତ ଜୀବନ ସାଥୀ ପାଇଁ ନିଜକୁ ଏମିତି ସଜେଇଛନ୍ତି। ନହେଲେ ଯେଉଁ ରାନୀ ପଣ୍ଡା ସବୁବେଳେ ନିଜର କୋଠର ଓ ରୋକଠକ କଥାବାର୍ତ୍ତା ପାଇଁ ଚର୍ଚ୍ଚାରେ ରହିଥାନ୍ତି ସେ ଆଜି ଏତେ ଲାଜେଇ ଯାଉଛନ୍ତି କାହିଁକି।
ଭିଡିଓରେ ଆପଣ ଦେଖିବାକୁ ପଇବେ ରାନୀ ପଣ୍ଡା ଏକ ନୀଳ ରଙ୍ଗର ଶାଢୀ ପିନ୍ଧିଛନ୍ତି। ମଥାରେ ସିନ୍ଦୁର ମଧ୍ୟ ପିନ୍ଧିଛନ୍ତି ଓ ହାତ ରେ ଶଙ୍ଖା ପିନ୍ଧି ସଜେଇ ହୋଇଛନ୍ତି ରାନୀ ପଣ୍ଡା। ଗଳାରେ ସୁନା ହାର ମଧ୍ୟ ପିନ୍ଧି ଛନ୍ତି ସତେ ଯେମିତି ଲାଲ୍ ଟୁକ୍ ଟୁକ ସାଧବ ବୋହୂ। ନିଜକୁ ପୁରା ନବବଧୂ ପରି ସଜେଇଛନ୍ତି ରାନୀ ପଣ୍ଡା।
ଏମିତି ଭାବେ ନିଜକୁ ସଜେଇ ରାନୀ ପଣ୍ଡା ସୋସିଆଲ ମିଡିଆରେ ଫୋଟ ଓ ଭିଡିଓ ପୋଷ୍ଟ ମଧ୍ୟ କରିଛନ୍ତି। ଏବଂ ଲେଖିଛନ୍ତି ମୋ ସ୍ଵାମୀ କିଏ ମୁଁ ଜାଣିନି। ଏମିତି ଅନେକ କିଛି ଲେଖିଛନ୍ତି ରାନୀ ପଣ୍ଡା। ତେବେ ଏଠାରେ ରାନୀ ପଣ୍ଡାଙ୍କ ଲୁକ୍ ପୁରା ଜବରଦସ୍ତ ରହିଛି ଯାହାକି ସତରେ କେଉଁ ଲାଜକୁଳୀ ବୋହୂ ଠାରୁ କମ୍ ନୁହେଁ।
ତେବେ ରାନୀ ପଣ୍ଡାଙ୍କ ଏହି ଭିଡିଓକୁ ଦର୍ଶକେ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ କଣ୍ଟେଣ୍ଟ ମଧ୍ୟ ଦେଉଛନ୍ତି। କିଏ କହୁଛି ରାନୀ ପଣ୍ଡା ବାହା ହେଇଗଲେ ତ ଆଉ କିଏ ରାନୀ ପଣ୍ଡାଙ୍କ ଏମିତି ଲୁକର ଦିୱାନା ହୋଇ ଯାଇଛନ୍ତି।
ଅନେକ ଫ୍ରେଣ୍ଡସ୍ ଖୁବ୍ କନ୍ଫ୍ୟୁଜ ମଧ୍ୟ ରହିଛନ୍ତି ତେବେ ରାନୀ ପଣ୍ଡା ଏତେ ସଜେଇ ହୋଇଛନ୍ତି କାହା ପାଇଁ। କିଏ ସେ ରାନୀ ପଣ୍ଡାଙ୍କ ମନର ମଣିଷ ଯାହା ପାଇଁ ରାନୀ ପଣ୍ଡା ଏମିତି ସଜବାଜ ହୋଇଛନ୍ତି ଲାଜ ମଧ୍ୟ କରୁଛନ୍ତି। ଏପରି ଅନେକ ଗୁଡ଼ିଏ ପ୍ରଶ୍ନ ଉଙ୍କି ମାରୁଛି ଦର୍ଶକଙ୍କ ମନରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।