Breacking News – ବରମୁଣ୍ଡାରେ ଜଳିଗଲା ଯାତ୍ରୀବାହୀ ବସ୍…ଭିଡ଼ିଓ ଦେଖିଲେ ଛାତି ଥରିଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଆମ ଦେଶରେ ପ୍ରତେକ ଦିନ କିିଛି ନା କିଛି ଦୁର୍ଘଟଣା ଘଟୁଛି। ଏମିତି ରେ ଦେଖିବାକୁ ଗଲେ ପ୍ରତ୍ଯେକ ଦିନ ଏହି ଦୁର୍ଘଟଣା ରେ କିଛି ନା କିଛି ଲୋକ ମୁତ୍ଯୁ ବରଣ କରୁଛନ୍ତି। ଏବଂ କେତେକ ମଧ୍ଯ ଆହାତ ହେଉଛନ୍ତି। ଏବଂ କେତେକଙ୍କ ର ହାତ ଗୋଡ ଭାଙ୍ଗି ଯାଉଛି। ଅାଜି ଏମିତି ଏକ ଅଭିନବ ଘଟଣା ଘଟିଛି ଭୁବନେଶ୍ୱର ର ବରମୁଣ୍ଡା ଠାରେ। ଭୁବେନଶ୍ବର ର ବରମୁଣ୍ଡା ରେ ଜଳି ଗଲା ଏକ ଯାତ୍ରୀବାହୀ ବସ୍। ବସ୍ ଟି ତା ନିଜ ର ଭାରସ୍ଯାମ ହରାଇ କୌଣସି ଗୋଟିଏ ପୋଲ ରେ ପଟି ହୋଇଥିଲା।

ବସ୍ ଟି ପୋଲ ରେ ପିଟି ହେବା ଫଳରେ ସେଥିରେ ନିଆଁ ଲାଗି ଯାଇଛି। ବସ୍ ଟିର କାଚ ଭାଙ୍ଗି ପ୍ରୟ ସମସ୍ତ ଯାତ୍ରୀ କୁ ଉଦ୍ଧାର କରାଯାଇଛି। ଏପରି ଏକ ଦୁର୍ଘଟଣା ରେ ଚାରି ଜଣ ଲୋକ ଆହାତ ହୋଇଛନ୍ତି। ସେହି ବସ୍ ରେ ହଠାତ୍ ନିଆଁ ଲାଗିବା କଥା ଶୁଣି ସେଠାରେ ପହଞ୍ଚି ଥିଲେ ଦମକଳ ବାହୀନି। ଭୁବନେଶ୍ୱର ର ବରମୁଣ୍ଡା ଠାରେ ଜଳି ଯାଇଥିବା ବସ୍ କୁ ୩ ଟି ଦମକଳ ବାହୀନି ରକ୍ଷା କରିଥିଲା।

ସୂଚନା ଅନୁସାରେ ଲଳିତା ନାମକ ଏକ ଘରୋଇ ବସ୍ ଫୋଲବାଣୀ ରୁ ଭୁବନେଶ୍ୱର କୁ ଆସୁଥିବା ବେଳେ ବସ୍ ତାର ନିଜର ଭାରସ୍ଯମ ହରାଇ ବରମୁଣ୍ଡା ଠାରେ ଗୋଟିଏ ପୋଲ ରେ ବାଡେଇବା ଫଳରେ ଏମିତି ଏକ ଦୁର୍ଘଟଣା ଘଟିଛି। ତା ପରେ ବସ୍ ରେ ନିଆଁ ଲଗାଇ ଦିଆ ଯାଇଥିଲା ତେବେ ଭୁବନେଶ୍ୱର ରେ ଘଟିଥିବା ଅଗ୍ନି କାଣ୍ଡ ର କାରଣ ସ୍ପଷ୍ଟ ଜଣାପଡୁ ନାହିଁ। ଏବେ ବି ମଧ୍ଯ୍ଯ ଲୋକମାନଙ୍କୁ ଉଦ୍ଧାର କାଯ୍ୟ ଜାରି ରହିଛି।

ସେ ଭୁବେନଶ୍ବର ବରମୁଣ୍ଡା ଠାରେ ଏହି ଦୁର୍ଘଟଣା ରେ ଦମକଳ ବାହୀନି ଆସି ନିଆଁ ଲିଭିବା ସହ ଲୋକମାନଙ୍କୁ ଉଦ୍ଧାର ମଧ୍ଯ୍ଯ ବସ୍ କୁ ୩ ଟି ଦମକଳ ବାହୀନି ରକ୍ଷା କରିଥିଲା।
ଏବଂ କେତେକ ମଧ୍ଯ ଆହାତ ହେଉଛନ୍ତି। ଏବଂ କେତେକଙ୍କ ର ହାତ ଗୋଡ ଭାଙ୍ଗି ଯାଉଛି।

ଅାଜି ଏମିତି ଏକ ଅଭିନବ ଘଟଣା ଘଟିଛି ଭୁବନେଶ୍ୱର ର ବରମୁଣ୍ଡା ଠାରେ। ଭୁବେନଶ୍ବର ର ବରମୁଣ୍ଡା ରେ ଜଳି ଗଲା ଏକ ଯାତ୍ରୀବାହୀ ବସ୍। ବସ୍ ଟି ତା ନିଜ ର ଭାରସ୍ଯାମ ହରାଇ କୌଣସି ଗୋଟିଏ ପୋଲ ରେ ପଟି ହୋଇଥିଲା।

ବେଳେ ବସ୍ ତାର ନିଜର ଭାରସ୍ଯମ ହରାଇ ବରମୁଣ୍ଡା ଠାରେ ଗୋଟିଏ ପୋଲ ରେ ବାଡେଇବା ଫଳରେ ଏମିତି ଏକ ଦୁର୍ଘଟଣା ଘଟିଛି। ତା ପରେ ବସ୍ ରେ ନିଆଁ ଲଗାଇ ଦିଆ ଯାଇଥିଲା ତେବେ ଭୁବନେଶ୍ୱର ରେ ଘଟିଥିବା ଅଗ୍ନି କାଣ୍ଡ ର କାରଣ ସ୍ପଷ୍ଟ ଜଣାପଡୁ ନାହିଁ। ଏବେ ବି ମଧ୍ଯ୍ଯ ଲୋକମାନଙ୍କୁ ଉଦ୍ଧାର କାଯ୍ୟ ଜାରି ରହିଛ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।