ଆଗାମୀ 10 ତାରିଖ ରୁ ବନ୍ଦ ହେବ ସବୁ ସ୍କୁଲ କଲେଜ,ଇଉନିଭରସିଟି। କିନ୍ତୁ ଖୋଲା ରହିବ ମେଡ଼ିକାଲ କଲେଜ । ଜାଣନ୍ତୁ ସରକାରଙ୍କ ପୁରା ଗାଇଡ଼ଲାଇନ

ଆସନ୍ତା 10 ତାରିଖ ଠାରୁ ରାଜ୍ୟ ର ସମସ୍ତ ସ୍କୁଲ କକେଜ ବନ୍ଦ ରହିବ । ରାଜ୍ୟ ସରକାର ଙ୍କ ର ବଡ଼ ଘଷଣା ଆସନ୍ତା 10 ତାରିଖ ଠାରୁ ରାଜ୍ୟ ର ସମସ୍ତ ସ୍କୁଲ କଲେଜ ଇଉ ଜି , ପିଜି ସବୁ କିଛି ବନ୍ଦ ରହିବ , କେବଳ ମେଡ଼ିକାଲ କଲେଜ ଖୋଲା ରହିବ । SRC ପକ୍ଷରୁ ବଡ଼ ଘଷଣା । କରନା କୁ ଆଖି ଆଗରେ ରଖି , ସରକାର ଏପରି ଘଷଣା ନେଇ ଛନ୍ତି । ଜାନୁଆରୀ ମାସ ପହିଲାରୁ କରନା ସଂକ୍ରମଣ ବଢି ବାରେ ଲାଗିଛି ।

ଦେଶରେ 24 ଘଂଟା ରେ 90 ହଜାର ସଂକ୍ରମିତ ହୋଇ ଥିବା ସମୟରେ , ରାଜ୍ୟ ରେ ଗୋଟେ ଦିନରେ 1 ହଜାର 80 ଜଣ ଲୋକ ସଂକ୍ରମିତ ହୋଇ ଥିବାର ସୂଚନା ମିଳିଛି । ସେଥି ପାଇଁ ସ୍କୁଲ କଲେଜ ପିଜି ସବୁ ବନ୍ଦ ହୋଇ ଯିବ 10 ତାରିଖ ପାଖରୁ । କିନ୍ତୁ ଅଫ ଲାଇନ ପରୀକ୍ଷା ଯେମିତି ଚାଲିବା କଥା ଚାଲିବ । ତେଣୁ ରାଜ୍ୟ ସରକାର ଙ୍କର ଏହା ଏକ ବଡ଼ ଘଷଣା ।

2022 ମସିହା ରେ ପ୍ରଥମ ଥର ପାଇଁ ସ୍କୁଲ ବନ୍ଦ ହେବାର ଦେଖା ଯାଉଚି । ତେବେ କରନା ର ନୂଆ ଭାରିଆଣ୍ଟ ଏବେ ସାରା ଦେଶ ସାରା କାୟା ବିସ୍ତାର କରି ସାରି ଲାଣି । ଯାହା ଭାରତ ରେ ମଧ୍ୟ ଅମି କ୍ରାନ ଗୋଟାଏ ଦିନରେ 90 ହଜାର ଦେଖିବା ପାଇଁ ମିଳୁଛି । ତେଣୁ ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ର ବଡ଼ ନିଷ୍ପତି। ଏହା ପୂର୍ବରୁ ଆମେରିକା ରେ ଦିନକୁ 10 ଲକ୍ଷ ସଂକ୍ରମିତ ହେଉ ଥିଲେ ।

ତେବେ ଏବେ ଆମ ଭାରତ ରେ ଉତ୍ତର ପ୍ରଦେଶ ରେ ଅଧିକ ସଂଖ୍ୟକ କରନା ଦେଖିବା ପାଇଁ ମିଳୁଛି । ତେଣୁ ଆପଣ ମାନେ ସରକରଙ୍କ ଗାଇଡ଼ ଲାଇନ କୁ ମାନନ୍ତୁ ।ସବୁ ସମୟରେ ମାସ୍କ ବ୍ୟବହାର କରନ୍ତୁ । ଯାହା ଆପଣ ଠିକ ରେ ରହିଲେ ଆଉ ଆଗକୁ ଲୋକ ଡାଉନ ଫେରିବ ନାହିଁ । ନହେଲେ ଯେତେ ଜଲ୍ଦି କରନା ବଢିବ ସେତେ ଜଲ୍ଦି ଲାକଡାଉନ ପଡିବ ।

ତେଣୁ ଆପଣ ମାନେ ସରକରଙ୍କ ଗାଇଡ଼ ଲାଇନ କୁ ମାନନ୍ତୁ । ପୁଣି ଶ୍ରୀ ମନ୍ଦିର ବନ୍ଦ ହେବାକୁ ଯାଉଛି , କେବଳ ଏଇ କରନା ପାଇଁ ଶ୍ରଦ୍ଧାଳୁ ମାନେ ଶ୍ରୀ ମନ୍ଦିର କୁ ଯାଇ ପାରିବେ ନାହିଁ । ସେଥି ପାଇଁ ସବୁ କଥା ଗୁଡିକ ଆଖି ଆଗରେ ରଖି ସରକାର ଏପରି ପଦକ୍ଷପ ନେଇ ଛନ୍ତି ।

ତେଣୁ ଆପଣ ମାନକୁ ଅନୁରଧ ଆପଣ ମାନେ ସରକାରଙ୍କ ନିୟମ ଗୁଡିକ ମାନନ୍ତୁ । ବଂଚି ରହିଲେ ସିନା ପାଠ ପଢିବ । ସେଥି ପାଇଁ ଆଗେ ନିଜ ଜୀବନ ବଞ୍ଚାନ୍ତୁ , ତା ପରେ ସ୍କୁଲ ଯାଆନ୍ତୁ । ସରକାର ଙ୍କର ଏହି ନିୟମ ଟି ସ୍କୁଲ ର ସବୁ ପିଲା ମାନଙ୍କୁ ବେଶ ଆନନ୍ଦିତ କରି ଦେଇଛି , ତେଣୁ ଆପଣ ମାନେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।