Jyotisa Shatra – ଶନି ଚଳିଲେ ଓଲଟା ଗତି ଆଜି ରାତିଠାରୁ ଏହି ୫ ରାଶିରେ ପ୍ରବଳ ଧନଲାଭ….ଏଥିରେ ଆପଣ ଙ୍କ ରାଶି ଅଛି କି ?
ଶନି ଦେବଙ୍କୁ ସବୁଠାରୁ ରାଗି ଦେବତା ରୂପରେ ଜଣା ଯାଏ । ତାଙ୍କର ନାମ ଶୁଣିଲେ ଲୋକ ମାନଙ୍କର ମନରେ ଗୋଟେ ପ୍ରକାର ଦର ଆସି ଯାଇଥାଏ । ସମସ୍ତେ ତାଙ୍କର ପ୍ରକୋପ ରୁ ବଞ୍ଚିବାକୁ ଚାହିଁ ଥାନ୍ତି । ଯେଉଁଥି ପାଇଁ ସେମାନେ ଶନି ଦେବତାଙ୍କର ପୂଜା ଅର୍ଚନା କରିଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତିମାନେ ଖରାପ କାମ କରନ୍ତି ତାହା ଉପରେ ଶନି ଦେବଙ୍କ ରାଗି ଯାଆନ୍ତି କିନ୍ତୁ ଯେଉଁମାନେ ଭଲ କାମ କରନ୍ତି ତାଙ୍କ ଉପରେ ଶନି ଦେବଙ୍କ କୃପା ସବୁବେଳେ ରହି ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୫ ଟି ରାଶି ଉପରେ ଶନି ଦେବଙ୍କର କୃପା କରିବାକୁ ଯାଉଛନ୍ତି ଧନ ର ବର୍ଷା।
ମେଷ ରାଶି – ଏହି ରାଶି ବ୍ୟକ୍ତି ମାନେ ନିଜର ଶତ୍ରୁକୁ ପରାସ୍ତ କରିବେ । ଆପଣ ନିଜ ପରିବାରରେ ସୁଖରେ ରହିବେ । କାହାର କଥା ଶୁଣିକି କିଛି କରନ୍ତୁ ନାହିଁ । ଯଦି ଆପଣ ବ୍ୟାପାରୀ ଅଟନ୍ତି ତେବେ ଆପଣ ବ୍ୟାପାରରେ ଅଧିକ ଲାଭ କରିବେ । ଆର୍ଥିକ ସ୍ଥିତି ସୁଧୁରିବ । ଆଜିଠୁ ଆପଣଙ୍କ ଉପରେ ଧନର ବର୍ଷା କରିବାକୁ ଜାଉଛନ୍ତି ସ୍ୱୟଂ ଶନିଦେବ ।
କର୍କଟ ରାଶି :- ଏହି ରାଶି ର ବ୍ୟକ୍ତି ଙ୍କ ର ବି ଶନିଦେବ ଙ୍କ ର ବିଶେଷ କୃପା ପ୍ରାପ୍ତି ହେବା କୁ ଯାଉଛି I ଏହି ସମୟ ଅତ୍ୟନ୍ତ ଲାଭ କାରୀ ଅଟେ I ବ୍ୟବସାୟ ରେ ଜଡିତ ବ୍ୟକ୍ତି ଲାଭବାନ ହେବା କୁ ଯାଉଛନ୍ତି I କୌଣସି ମହିଳା ମିତ୍ର ଙ୍କ ଠାରୁ ବିଶେଷ ଲାଭବାନ ହେବେ I ବ୍ୟବସାୟ ରେ ବିଶେଷ ଲାଭବାନ ହେବେ I ଜୀବନ ସାଥୀ ଙ୍କ ର ପୁରା ସହଯୋଗ ପ୍ରାପ୍ତି ହେବ I ଦାମ୍ପତ୍ୟ ଜୀବନ ସୁଖମୟ ହେବ I ମାନସିକ ଦୁଶ୍ଚିନ୍ତା ଦୂର ହେବ I
ବିଛା ରାଶି: ଆପଣଙ୍କ ର ଚତୁର୍ଥ ଘରେ ଶନିଦେବ ୩୦ ବର୍ଷ ପରେ ବସିବେ । ଆପଣଙ୍କର ଦଶମ ଘରେ ଦ୍ରୁଷ୍ଟି ପକାଇବେ । ସମ୍ପତି କ୍ଷେତ୍ର ରେ ସମୟ ଭଲ ରହିଛି । କ୍ଯାରିୟର କ୍ଷେତ୍ରରେ ଭଲ ଖବର ଶୁଣିବାକୁ ପାଇବେ ।
ଧନୁ ରାଶି : ଆପଣଙ୍କର ସଦାହେ ସାଥି ସମାପ୍ତ ହୋଇଯିବ । ତୃତୀୟ ଘରେ ଶନିଦେବ ଗୋଚର କରିବେ । ଯାହା ବି ଘର ପରିବାରରେ ସମସ୍ଯା ଥିଲା ତାହା ଦୂର ହେବ । ଚାକିରି ଓ ବେପାର କ୍ଷେତ୍ରରେ ଲାଭବାନ ହେବେ । ଅଧା ରହି ଯାଇଥିବା କାମ ଆରମ୍ଭ ହେବ ।
କୁମ୍ଭ ରାଶି : ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆପଣଙ୍କ ପରିବାରରେ ବାତାବରଣ ସୁଖଦ ରହିବ । ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ ।
ତୁଳା ରାଶି : ଦୀର୍ଘ ୩୦ ବର୍ଷ ପରେ ଶନିଦେବ ଆପଣଙ୍କର ସପ୍ତମ ଭାବରେ ଟ୍ରାଞ୍ଜେଦ କରିବେ । ସନ୍ତାନ ପ୍ରାପ୍ତ ହେବ । ପଢା ପଢି ରେ ସୁଫଳ ହେବେ । ସବୁଠାରୁ ବଡ କଥା ହେଲା ଫାଇନାନ୍ସ କ୍ଷେତ୍ରରେ ଅଧିକ ଲାଭ ହେବ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ଭଲ ରହିବ ।