( ଡାଇବେଟିସ୍ ) ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି କେବେଳ ୧୫ଦିନରେ ଶେଷ ହେବ | Diabetes Treatment
ଆପଣଙ୍କ ସୁଗାର ୪୮୦ ହେଉ କି ୫୮୦ ,ଯେତେ ବି ପୁରୁଣା ଡାଇବେଟିସ୍ ଭଳି ରୋଗକୁ ଆଜିର ଏହି ରେମିଡି ତିନି ଦିନରେ ଆପଣଙ୍କ ସୁଗାର ଲେବଲ୍ କୁ ନିୟନ୍ତ୍ରଣ କରିବ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବନେଇବା ଶିଖାଇବି ଯାହାର ଯଦି ଆପଣ ସେବନ କରିବେ ତେବେ ଆପଣଙ୍କର ମଧୁମେହ ଭଳି ସମସ୍ୟା ମୂଳରୁ ଶେଷ ହୋଇଯିବ। ଡାଇବେଟିସ୍ ପାଇଁ ଯଦି ଏଲୋପାତି ମେଡିସିନ୍ ଖାଇ ବୋର୍ ହୋଇ ଗଲେଣି, ଯାହା ଆମ ସ୍ୱାସ୍ଥ୍ୟ ଉପରେ ସାଇଡ୍ ଇଫେକ୍ଟ ମଧ୍ୟ ପକାଇଥାଏ। ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ, କାରଣ ଏହି ରେମିଡିଟିକୁ ପ୍ରୟୋଗ କଲେ ମୂଳରୂ ଭଲ ହୋଇଯିବ ଡାଇବେଟିସ୍।
ଆବଶ୍ୟକ ସାମଗ୍ରୀ –
ମେଥି, ଜିରା, ଜୁଆଣୀ, ଭଜା ବୁଟ
ପ୍ରସ୍ତୁତି –
ପ୍ରଥମେ ଗ୍ୟାସରେ ଏକ ତାୱା ବସାନ୍ତୁ। ଯଦି ଆପଣ ଲୁହାର ତାୱା ବ୍ୟବହାର କରିବେ ତାହା ଆହୁରି ଅଧିକ ଲାଭଦାୟକ ହୋଇଥାଏ। ତେବେ ପ୍ରଥମେ ତାୱାରେ ମେଥି, ଜିରା, ଜୁଆଣୀ ଏହିସବୁ ସାମଗ୍ରୀ ୧୫ ଗ୍ରାମ ଲେଖାଏଁ ନେଇ ଭାଜନ୍ତୁ। ତାପରେ ସେଥିରେ ସେହି ୧୫ ଗ୍ରାମର ଭଜା ବୁଟ ପକାନ୍ତୁ। ଏହି ସବୁ ଜିନିଷ କୁ ସମପରିମାଣରେ ନେଇ ଗ୍ରାଇଣ୍ଡିଂ କରନ୍ତୁ।ଆଉ ଏହାର ପାଉଡର ପ୍ରସ୍ତୁତ କରନ୍ତୁ। ମନେ ରଖିବେ ଏହାକୁ ପଥରରେ ଚୂର୍ଣ୍ଣ କରିବେ ।ଏହାକୁ ପଥରରେ ପେଶୀ ଗୁଣ୍ଡ କଲେ ଏଥିରୁ କୌଣସି ନ୍ୟୁଟ୍ରିସନ୍ କମ୍ ହୋଇ ନଥାଏ। ତାପରେ ଏହାର ଗୁଣ୍ଡ ପ୍ରସ୍ତୁତ ହୋଇଗଲା। ଏବେ ଜାଣିବା ଆପଣ ଏହାର ସେବନ କିପରି କରିବେ।
ସେବନ କିପରି କରିବେ –
ଏଥିପାଇଁ ଆପଣ ଏକ ଗ୍ଲାସ ପାଣି ନିଅନ୍ତୁ। ଚେଷ୍ଟା କରିବେ ତମ୍ବା ପାତ୍ରରେ ପାଣି ନେବା ପାଇଁ। ଏବେ ଆପଣ ସେହି ପାଣିରେ ଏକ ଚାମଚ ପ୍ରସ୍ତୁତ କରିଥିବା ଗୁଣ୍ଡ ପକାନ୍ତୁ। ତାପରେ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପ୍ରତିଦିନ ସକାଳୁ ଏହାକୁ ଆପଣ ଖାଲି ପେଟରେ ସେବନ କରନ୍ତୁ। ଲଗାତାର ଆପଣ ଏହାକୁ ଦେଢ଼ ମାସ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ ତାପରେ ଏହାର ସେବନ କମ୍ କରି ଦେବେ। ଦେଖିବେ ଆପଣଙ୍କ ଡାଇବେଟିସ୍ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବ। ଏହା ସହିତ ପ୍ରତିଦିନ ସକାଳୁ ଖାଲି ପାଦରେ ମାଟି ଉପରେ ନିଶ୍ଚୟ ଚାଲନ୍ତୁ। ଏହା ଡାଇବେଟିସ୍ କୁ କଣ୍ଟ୍ରୋଲ କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ଯଦି ସମ୍ଭବ ମାଟିରେ ସ୍ନାନ କରନ୍ତୁ। ଘରର ଆଖପାଖରୁ ମାଟି ନେଇ ଆସନ୍ତୁ। ତାହାକୁ ପାଣିରେ ଗୋଳାଇ ଦେହରେ ଲଗାନ୍ତୁ। କିଛି ସମୟ ତାହାକୁ ରଖି ମାଟି ସୁଖି ଗଲେ ସ୍ନାନ କରନ୍ତୁ। ଏହା ମଧ୍ୟ ଆପଣଙ୍କ ଡାଇବେଟିସ୍ କୁ ଚମତ୍କାରୀ ଭାବରେ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ।