Viral Video -୨ ଫୁଟର ଚନ୍ଦନ ବୋଡାକୁ ୬ ଫୁଟର ନାଗ ଖାଉଥିବା ବେଳେ ଦୁଇଟି ସାପ କୁ ଉଦ୍ଧାର। ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବେଳେବେଳେ ଆପଣ କିଛି ଏମିତି ସାପ ଉଦ୍ଧାର ର ଦୃଶ୍ୟ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ଯ ହେଉଥିବେ।ଆପଣ ମାନେ ଜାଣିଥିବେ ଯେ ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।
ତେବେ ଆମେ ସାପକୁ ବହୁତ୍ ଭୟ କରିଥାଉ। କାରଣ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ସମସ୍ତଙ୍କୁ ଭୟ ଲାଗେ।
କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ।ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଆପଣ ଦେଖିବାକୁ ପାଉଥିବେ।ସାପ କେତେବେଳେ କିପରି ଘର ଭିତରକୁ ପଶି ଆସିଥାଏ ଏବଂ ଏହା କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ।ତେଣୁ ଏହିପରି ଭାବରେ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ।
ତେବେ ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ମଧ୍ଯ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ସାପ ଗୁଡ଼ିକ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ଖାଦ୍ୟ ସନ୍ଧାନରେ ସେମାନେ କେତେବେଳେ କାହା ଘର ଭିତରକୁ ବି ପଶି ଆସି ଥାଆନ୍ତି।
ତେଣୁ ଏଥିପ୍ରତି ସଚେତନ ନରହିଲେ କିମ୍ୱା ଘରର ଚାରି ପଟକୁ ଭଲଭାବରେ ସଫା ସୁତୁରା ନରଖିଲେ ତାହା ମଣିଷ ପାଇଁ ବିପଦ।ସାପ କାମୁଡ଼ାରେ ପୃଥିବୀରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଇଥାଏ। ତେବେ ଏବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଗାଆଁ ର ଏକ ଘର ଭିତରୁ ଏକ ନାଗ ସାପକୁ ଉଦ୍ଧାର କରା ଯାଇଛି।
ଲୋକେ ରହୁଥିବା ଘର ପାଖ ଘରେ ଏହି ନାଗ ସାପଟି ରହିଥିଲା। ପାଖାପାଖି ୨୪ ଘଣ୍ଟା ଧରି ସାପଟି ସେହି ସ୍ଥାନରେ ଫେଣା ଟେକି ରହିଥିଲା। ଏହାକୁ ଦେଖି ଲୋକେ ସାପକୁ ଆଘାତ ନପହଞ୍ଚାଇ ସାପ ଧରାଳି ଙ୍କୁ କହିବା ପରେ ଖବର ପାଇ ସାପ ଧରାଳି ସେଠାକୁ ଆସିଥିଲେ।
ଆଉ ତାପରେ ସେ କୌଶଳ କ୍ରମେ ସେଠାରୁ ସାପ ଟିକୁ ଉଦ୍ଧାର କରିଥିଲେ।ତେବେ ସେହି ଘରେ ଆଉ ଏକ ସାପ ରହିଥିବା ଲୋକେ କହିଥିଲେ।ଯେଉଁପାଇଁ ସେଠାରେ ସେହି ସାପଟିକୁ ଉଦ୍ଧାର କରାଯିବା ପାଇଁ ଚେଷ୍ଟା କରା ଯାଇଥିଲା।
କିନ୍ତୁ ବହୁତ୍ ସମୟ ପରେ ବି ସାପଟି ମିଳି ନଥିଲା। ତେଣୁ ସେଠାରେ ପାଣି ଢଳା ଯାଇଥିଲା। ତଥାପି ଅନ୍ଯ ସାପଟି ସେଠାରୁ ମିଳି ନଥିଲା।ପରେ ସାପ ଧରାଳି ମୁରଲୀ ବାଲା ହୋସଲା ସେହି ପ୍ରଥମେ ଉଦ୍ଧାର ହୋଇଥିବା ନାଗ ସାପଟିକୁ ବ୍ୟାଗ୍ ରେ ପୂରାଇ ନେଇ ଯାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।